Latest Odisha News

BREAKING NEWS

Browsing Category

ଖେଳ

ଓ୍ୱାଙ୍ଖଡେରେ ଏକାଠି ବିଶ୍ୱକପ୍ ଉଠାଇଲେ ରୋହିତ-ବିରାଟ, କମ୍ପିଲା ମୁମ୍ବାଇ

ମୁମ୍ବାଇ: ରୋହିତ ଶର୍ମା ଓ ବିରାଟ କୋହଲି ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି। ଦୁହେଁ ଟି-୨୦ରୁ ଅବସର ଘୋଷଣା କରିଥିଲେ ମଧ୍ୟ ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟରେ ସେମାନଙ୍କ ଅବଦାନ ପାଇଁ ସ୍ମରଣୀୟ ହୋଇ ରହିବେ। ଉଭୟଙ୍କର କିଛି ସଫଳତା ସେମାନଙ୍କୁ ପ୍ରାୟ ଅମର କରିଦେଇଛି ଏବଂ ଯେପର୍ଯ୍ୟନ୍ତ…

ଟିମ୍ ଇଣ୍ଡିଆ ପାଇଁ ଜନସମୁଦ୍ର ପାଲଟିଲା ମୁମ୍ବାଇର ମରିନ ଡ୍ରାଇଭ୍

ମୁମ୍ବାଇ: ଟି-୨୦ ବିଶ୍ବକପ ଜିତିବା ପରେ ଆଜି ମୁମ୍ବାଇରେ ପାଳନ ହେଉଛି ଟିମ ଇଣ୍ଡିଆର ବିଜୟ ପରେଡ୍। ମେରିନ୍ ଡ୍ରାଇଭରେ ପ୍ରଶଂସକଙ୍କ ମଧ୍ୟରେ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ବଡ଼ କଟ୍ ଆଉଟ୍ ମଧ୍ୟ ଦେଖିବାକୁ ମିଳୁଛି। ଇଣ୍ଡିଆ... ଇଣ୍ଡିଆ... ନାରାରେ କମ୍ପୁଛି ମୁମ୍ବାଇ…

ସ୍ବଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ବବିଜୟୀ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଫେରିଲା ବିଶ୍ବବିଜୟୀ ଟିମ୍ ଇଣ୍ଡିଆ। ସ୍ବଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଖେଳାଳି। ଏହି ଅବସରରେ କ୍ଯାପଟେନ ରୋହିତ ଶର୍ମା ଏବଂ ମୁଖ୍ଯ କୋଚ ରାହୁଲ ଦ୍ରାବିଡ ପ୍ରଧାନମନ୍ତ୍ରୀଙ୍କ ହାତକୁ ଟ୍ରଫି ହସ୍ତାନ୍ତର କରିଥିଲେ । ଆଜି…

ଦୀର୍ଘ ଦିନ ପରେ ପରିବାର ସଦସ୍ୟଙ୍କୁ ଭେଟିଲେ ଚାମ୍ପିୟନ ଭାରତୀୟ ଟିମ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୪ ଟାଇଟଲ ହାତେଇବା ପରେ ଭାରତୀୟ କ୍ରିକେଟପ୍ରେମୀ ଓ ଖେଳାଳିଙ୍କ ପାଇଁ ଏକ ନୂଆ ପର୍ବ ଆସିଛି କହିଲେ ଭୁଲ ହେବନି । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ପ୍ରଶଂସକମାନେ ସେମାନଙ୍କ ଏକ ଝଲକ ଦେଖିବା ପାଇଁ ବ୍ୟଗ୍ର ହୋଇ ପଡିଥିଲେ ।…

ପ୍ୟାରିସ ଅଲିମ୍ପିକ୍ସ: ମେସିଙ୍କ ବିନା ଆର୍ଜେଂଟିନା ଫୁଟବଲ ଦଳ ଘୋଷିତ

ପ୍ୟାରିସ: ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଆର୍ଜେଂଟିନା ତାର ଫୁଟବଲ ଦଳ ଘୋଷଣା କରିଛି । ଏଥିରେ ଦଳର ମହାନ ଖେଳାଳି ଲିଓନେଲ ମେସୀଙ୍କ ସାମିଲ କରାଯାଇ ନାହିଁ । କୋଚ ଜାଭିୟର ମାଶେରାନୋ ଦଳ ଘୋଷଣା କରିଥିଲେ । ଘୋଷିତ ଦଳରେ ବିଶ୍ୱକପ ବିଜେତା ଟିମର ୪ ସଦସ୍ୟଙ୍କୁ ସ୍ଥାନ ମିଳିଛି ।…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ଲାହୋରରେ ହୋଇପାରେ ଭାରତ-ପାକିସ୍ତାନ ମୁକାବିଲା, ଅନୁମତି ଅପେକ୍ଷାରେ ବିସିସିଆଇ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ । ଏହି ମୁକାବିଲା ଫେବୃୟାରୀ ୧୯ରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ । ୧୦ ମାର୍ଚ୍ଚ ରିଜର୍ଭ ଡେ ରହିବ । ଲାହୋରରେ ପାକିସ୍ତାନ କ୍ରିକେଟ ବୋର୍ଡ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ସହ ମାର୍ଚ୍ଚ ୧ରେ ମ୍ୟାଚ କରିବା ପାଇଁ ସମ୍ଭାବ୍ୟ…

ଆଇପିଏଲ: ଅଧିକ ଖେଳାଳି ରିଟେନଶନ ପାଇଁ ଅନୁରୋଧ କଲେ ଫ୍ରାଂଚାଇଜର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ମେଗା ଅକ୍ସନ ଏଥର ଆୟୋଜିତ ହେବ । ଆଗାମୀ ୩ଟି ସିଜନ ପାଇଁ ଫ୍ରାଂଚାଇଜରୀ ଖେଳାଳିଙ୍କୁ ଟିମରେ ନେବେ । ଇତି ମଧ୍ୟରେ ଅଧିକାଂଶ ଫ୍ରାଂଚାଇଜର ଖେଳାଳି ରିଟେନଶନ ସଂଖ୍ୟା ବଢ଼େଇବା ପାଇଁ ଅନୁରୋଧ କରିଛନ୍ତି । ୫ରୁ୭ ଖେଳାଳିଙ୍କୁ ସେମାନେ ଦଳରେ ରଖିବା ପାଇଁ…

‘କ୍ରୀଡ଼ାର ପ୍ରଚାର ଓ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ାଇବାରେ ଗଣମାଧ୍ୟମର ଭୂମିକା ରହିଛି’

ଭୁବନେଶ୍ୱର: କ୍ରୀଡ଼ାର ପ୍ରଚାର ପ୍ରସାର ଓ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ାଇବାରେ ଗଣମାଧ୍ୟମର ଭୂମିକା ଉପରେ ଓଡ଼ିଶାର ପ୍ରମୁଖ କ୍ରୀଡ଼ାବିତ୍ମାନେ ଗୁରୁତ୍ୱାରୋପ କରିଛନ୍ତି । ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମର ଟେନିସ୍ ଅଡିଟୋରିୟମରେ ଓଡ଼ିଶା କ୍ରୀଡ଼ା…

ଆନ୍ତର୍ଜାତୀୟ ମ୍ୟାଚ ଖେଳୁଥିବା ବେଳେ ଚାଲିଗଲା ୧୭ ବର୍ଷୀୟ ଝାଙ୍ଗଙ୍କ ଜୀବନ

ବେଜିଂ: ଇଣ୍ଡୋନେସିଆରେ ଏକ ଆନ୍ତର୍ଜାତୀୟ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଅବସରରେ ୧୭ ବର୍ଷୀୟ ଯୁବକଙ୍କ ହାର୍ଟ ଆଟାକରେ ପ୍ରାଣ ଚାଲି ଯାଇଛି । ଚୀନର ଝାଙ୍ଗ ଝିଜି ମ୍ୟାଚ ଖେଳୁଥିବା ବେଳେ ହଠାତ ଅଚେତ ହୋଇ ପଡିଗଲେ । ତାଙ୍କୁ ସଙ୍ଗେ ସଙ୍ଗେ ଭେନ୍ୟୁରେ ପ୍ରାଥମିକ ଉପଚାର କରାଗଲା । ମାତ୍ର ଏଥିରେ…

କ୍ୟାନସର ଆକ୍ରାନ୍ତ ଗାଏକ୍ୱାଡଙ୍କୁ ଆର୍ଥୀକ ସହଯୋଗ ଯୋଗାଇଦେବା ପାଇଁ ବିସିସିଆଇକୁ ଅନୁରୋଧ କଲେ ସନ୍ଦୀପ ପାଟିଲ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଓପନ ଅଂଶୁମାନ ଗାଏକ୍ୱାଡ ଏବେ ବ୍ଲଡ କ୍ୟାନ୍ସରରେ ଆକ୍ରାନ୍ତ । ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ସନ୍ଦୀପ ପାଟିଲ ବିସିସିଆଇକୁ ଅନୁରୋଧ କରିଛନ୍ତି । ଗାଏକ୍ୱାଡ ଏବେ ଲଣ୍ଡନର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପାଟିଲ ସେଠାରେ…