Latest Odisha News

BREAKING NEWS

Browsing Category

ଖେଳ

ବାତ୍ୟା ଯୋଗୁ ବାର୍ବାଡୋସରେ ଫସିଛନ୍ତି ଭାରତୀୟ କ୍ରିକେଟ ଟିମ

କିଙ୍ଗଷ୍ଟନ ଓଭାଲ: ଟି୨୦ବିଶ୍ୱକପ ୨୦୨୪ ଟାଇଟଲ ଜିତିଥିବା ଭାରତୀୟ କ୍ରିକେଟ ଟିମ ଏବେ ବାର୍ବାଡୋସରେ ବାତ୍ୟା ଯୋଗୁ ଫସି ଯାଇଛନ୍ତି । ବୋରେଲ ତୋଫାନ ଯୋଗୁ ସେମାନେ ବିମାନବନ୍ଦରରେ ଅଟକି ରହିଛନ୍ତି । ଏବେ ୨୧୦ କିଲୋମଟର ବେଗରେ ସେଠାରେ ପବନ ବୋହୁଛି । ଅବଶ୍ୟ ଏହି ଝଡ ବାର୍ବାଡୋସରୁ ୫୭୦…

୨ଟି କ୍ୟାଚ ଦୁଇଟି ବିଶ୍ୱକପ

ନୂଆଦିଲ୍ଲୀ: କ୍ୟାଚ ଜିତାଏ ମ୍ୟାଚ । ତାହା ପୂର୍ନବାର ପ୍ରମାଣିତ ହୋଇଛି । ଟି୨୦ ବିଶ୍ୱକପ ୨୦୨୪ ଫାଇନାଲରେ ଏହା ପୂନର୍ବାର ପ୍ରମାଣିତ ହୋଇଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିୟନ ହୋଇଛି । ଶେଷ ଓଭରରେ ୧୬ ରନ ଆବଶ୍ୟକ ହେଉଥିବା ବେଳେ ହାର୍ଦ୍ଦିକଙ୍କ ବଲରେ…

ଚାମ୍ପିୟନ ଟିମ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତ ଟି୨୦ ବିଶ୍ୱକପ ୨୦୨୪ ଜିତିବା ପରେ ପୁରସ୍କାରର ସୁଅ ଛୁଟିବାରେ ଲାଗିଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବିଜୟୀ ଟିମ ଇଣ୍ଡିଆ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି । ବିସିସିଆଇ ସେକ୍ରେଟାରୀ ଜୟ ଶାହ ସୋସିଆଲ ମିଡିଆରେ ପୋଷ୍ଟ କରି ଏ ସମ୍ପର୍କରେ…

୨୦୦୭ରେ ଡ୍ରାଭିଡ ୱେଷ୍ଟଇଣ୍ଡିଜରେ କାନ୍ଦିଥିଲେ, ସେଠାରେ ଭାରତ ଜିତିଲା ଟି୨୦ ବିଶ୍ୱକପ

କିଙ୍ଗଷ୍ଟନ ଓଭାଲ: ୨୦୦୭ ବିଶ୍ୱକପ ୱେଷ୍ଟଇଣ୍ଡିଜରେ ଖେଳା ଯାଇଥିଲା । ସେ ସମୟର ରାହୁଲ ଡ୍ରାଭିଡ ଭାରତ ନେତୃତ୍ୱ ନେଉଥିଲେ । ଷ୍ଟାର ଖେଳାଳିରେ ଭରପୂର ଟିମ ଇଣ୍ଡିଆ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା । ସବୁ ଦୋଷ ଡ୍ରାଭିଡଙ୍କ ନେତୃତ୍ୱ ଉପରେ ଲଦି ଦିଆ ଯାଇଥିଲା ।…

ଟି୨୦ ବିଶ୍ୱକପ: ଟ୍ରଫି ଆଣିବା ବେଳେ ଏହି ମହାନ ଖେଳାଳିଙ୍କ ଶୈଳୀକୁ ନକଲ କରିଥିଲେ ରୋହିତ

କିଙ୍ଗଷ୍ଟନ ଓଭାଲ: ଟି୨୦ ବିଶ୍ୱକପ ୨୦୨୪ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚାମ୍ପିୟନ ହୋଇଛି । ଏଥିସହ ୨୦୧୧ ପରେ ଭାରତ ଆଇସିସି ଟ୍ରଫି ଜିତିବା ସୌଭାଗ୍ୟ ଅର୍ଜନ କରିଛି । ଭାରତ ଚାମ୍ପିୟନ ହେବା ପରେ ଅଧିନାୟକ ରୋହିତ ଶର୍ମା ଏକ ନିଆରା ଶୈଳୀରେ ଟ୍ରଫି ଆଣିବାକୁ ଯାଇଥିଲେ । ଏଥିରେ…

ଜାଡେଜା ବି ନେଲେ ଅବସର

ନୂଆଦିଲ୍ଲୀ: ଭାରତ ଟି୨୦ ବିଶ୍ୱକପ ୨୦୨୪ ଟାଇଟଲ ହାସଲ କରିବା ପରେ ସାରା ଦେଶ ଉତ୍ସବ ମୁଖରିତ । ଏହା ମଧ୍ୟରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଟି୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏହି ଧାରାରେ ଏବେ ସାମିଲ ହୋଇଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ସେ ମଧ୍ୟ…

ରଣନୀତି, ଦକ୍ଷତା ଓ ଅଭିଜ୍ଞତାର ୩ ମହାରଥୀ ଭାରତକୁ ଜିତାଇଲେ

ଦୀର୍ଘ ଦିନ ପରେ ଭାରତ ଆଇସିସି ବିଶ୍ୱକପ ଜିତିବା ଗୌରବ ଅର୍ଜନ କରିଛି । ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ହାରିବା ପରେ ବିଶେଷ ଭାବେ ସମାଲୋଚିତ ହୋଇଥିଲେ ଭାରତର ୩ ମହାରଥୀ ରାହୁଲ ଡ୍ରାଭିଡ, ରୋହିତ ଶର୍ମା ଓ ବିରାଟ କୋହଲି । ଏଥର କିନ୍ତୁ ଟି୨୦ ବିଶ୍ୱକପ  ଫାଇନାଲରେ ଏହି ୩ ରଥୀଙ୍କ କୌଣସି…

ଟି-୨୦ ବିଶ୍ୱକପ୍ ବିଜୟ: ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଭାରତ ଟି-୨୦ କ୍ରିକେଟର ନୂଆ ଚାମ୍ପିୟନ ହୋଇଛି। ଭାରତୀୟ ଦଳ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଛି। ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହେବା ପରେ ବିଭିନ୍ନ ଦିଗକୁ ଟିମ୍ ଇଣ୍ଡିଆ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ…

ବିରାଟଙ୍କ ପରେ ରୋହିତ ବି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର

ନୂଆଦିଲ୍ଲୀ: ଶନିବାର ବିଶ୍ୱକପ୍ ଫାଇନାଲରେ ଭାରତକୁ ବିଜୟୀ କରାଇବା ପରେ ଅଧିନାୟକ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରୋହିତ କହିଛନ୍ତି ଯେ ସେ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ଭାରତର ପ୍ରତିନିଧିତ୍ୱ ଜାରି ରଖିବେ, କିନ୍ତୁ ସେ କ୍ରିକେଟର ସବୁଠାରୁ ଛୋଟ…

ସମାଲୋଚିତ ହେଉଥିଲେ, ଏବେ ଶାଣିତ ବୋଲିଂ ପାଇଁ ସମସ୍ତେ ହାର୍ଦ୍ଦିକଙ୍କୁ ମନେ ରଖିବେ..

ନୂଆଦିଲ୍ଲୀ: ଏଇ କିଛି ଦିନ ପୂର୍ବରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ସମାଲୋଚିତ ହୋଇଥିଲେ। ସୋଶିଆଲ ମିଡିଆ ହେଉ ଅବା ଗଣମାଧ୍ୟମ ସବୁଠି ହାର୍ଦ୍ଦିକ ପାଣ୍ଡ୍ୟା ସମାଲୋଚିତ ଥିଲେ। କିନ୍ତୁ ବିଶ୍ୱକପ ଫାଇନାଲରେ ଶେଷ ଓଭରରେ ଯେଉଁଭଳି ବୋଲିଂ…