Latest Odisha News

BREAKING NEWS

Browsing Category

ଖେଳ

ଖେଳ ରତ୍ନ, ଅର୍ଜୁନ ପୁରସ୍କାର ଫେରାଇବେ ଭିନେଶ

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ଭିନେଶ ଫୋଗଟ ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ସମ୍ମାନ ଫେରାଇବେ । ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ମୁଁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ଫେରାଉଛି । ଏହି ଅବସ୍ଥାରେ ମୋତେ ପଂହଚାଇଥିବାରୁ କ୍ଷମତାଶାଳୀଙ୍କୁ…

ପୁଅର ଜନ୍ମ ଦିନରେ ଭାବପ୍ରବଣ ହେଲେ ଶିଖର ଧାୱନ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଓପନର ଶିଖର ଧାୱନ ପୁଅ ଜୋରାଭରର ଜନ୍ମ ଦିନରେ ଭାବପ୍ରବଣ ହୋଇଛନ୍ତି । ଇନଷ୍ଟାଗ୍ରାମରେ ଧାୱନ ଏ ନେଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ତୁମକୁ ବର୍ଷେ ହେବ ମୁଁ ଦେଖି ନାହିଁ । ୩ମାସ ହେବ ସମସ୍ତ ସ୍ଥାନରେ ମୋତେ ବ୍ଲକ କରି ଦିଆଯାଇଛି । ତୁମକୁ ଜନ୍ମ ଦିନର ଶୁଭେଚ୍ଛା…

ଆସନ୍ତୁ ଜାଣିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ କ୍ରିକେଟ ଟେଷ୍ଟରେ କି ଭଳି ରହିବ ପିଚ

ସେଂଚୁରିଆନ: ଡିସେମ୍ବର ୨୬ରୁ ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ ଆରମ୍ଭ ହେବ । ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ । ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲି ଦଳ ସହିତ ଯୋଗ ଦେବା…

୨୦୨୩ରେ କ୍ରୀଡା: ଅଳ୍ପକେ ହାତଛଡା ହୋଇଗଲା ବିଶ୍ୱକପ କ୍ରିକେଟ

କ୍ରୀଡାରେ ସଫଳତା ଓ ବିଫଳତା ନୂତନ ଫର୍ଦ୍ଦ ଯୋଡିବା ପରେ ୨୦୨୩ ପାଦ କାଢ଼ିଲାଣି ଯିବାକୁ... । ଆଉ କିଛି ଦିନ ପରେ ସ୍ୱପ୍ନ ଅସୁମାରୀ ନେଇ ଆସିବ ୨୦୨୪ । ୨୦୨୩ରେ ଭାରତୀୟ କ୍ରୀଡା ଅନେକ ସଫଳତା ଆଣିଥିଲେ ମଧ୍ୟ ବିଶ୍ୱକପ କ୍ରିକେଟ ଜିତିନ ପାରିବା ପ୍ରଶଂସକଙ୍କୁ ବେଶ ବାଧିଥିଲା । ଆସନ୍ତୁ ନଜର…

ହାର୍ଦ୍ଦିକଙ୍କୁ ନେବା ପାଇଁ ଗୁଜରାଟକୁ ମୁମ୍ବାଇ ଦେଇଛି ୧୦୦ କୋଟି ଟଙ୍କା : ରିପୋର୍ଟ

ମୁମ୍ବାଇ: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାକୁ ଟ୍ରେଡ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ୧୦୦ କୋଟି ଟଙ୍କା ଗୁଜରାଟ ଟାଇଟନ୍ସକୁ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି । ହାର୍ଦ୍ଦିକ ଆଇପିଏଲ ୨୦୨୪ରେ ୫ ଥର ଚାମ୍ପିୟନ ମୁମ୍ବାଇର ନେତୃତ୍ୱ ନେବେ । ମୁମ୍ବାଇ ଓ ଗୁଜରାଟ ଫ୍ରାଂଚାଇଜର କେତେ ଟଙ୍କା…

ଟେଷ୍ଟରେ କେଏଲ ରାହୁଲ ୱିକେଟ କିପିଂ କରିବେ

ସେଂଚୁରିଆନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଡିସେମ୍ବର ୨୬ରୁ ଖେଳାଯିବ । ମୁକାବିଲା ପୂର୍ବରୁ କେଏଲ ରାହୁଲ ୱିକେଟ କିପିଂ କରିବେ ବୋଲି କୋଚ ରାହୁଲ ଡ୍ରାଭିଡ ସ୍ପଷ୍ଟ କରିଛନ୍ତି । ଏଠାକାର ପିଚରେ ବଲ ବେଶୀ ଟର୍ଣ୍ଣ କରୁ ନ ଥିବାରୁ ରାହୁଲଙ୍କୁ ବିଶେଷ ଅସୁିବିଧା ହେବ…

ଟି୨୦ ବିଶ୍ୱକପ: ଇଂଲଣ୍ଡ ଟିମ ସହିତ ଯୋଡି ହେଲେ ପୋଲାର୍ଡ

ଲଣ୍ଡନ: ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡ ଟିମ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ରବିବାର ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ କିରନ ପୋଲାର୍ଡଙ୍କୁ ଇଂଲଣ୍ଡର ଆସିଷ୍ଟାଂଟ କୋଚ ଭାବେ ନିଯୁକ୍ତ କରାଯାଇଛି । ୱେଷ୍ଟଇଣ୍ଡିଜରେ ଏହି ବିଶ୍ୱକପ ଖେଳାଯିବାକୁ ଥିବାରୁ ୩୬ ବର୍ଷୀୟ ପୋଲାର୍ଡଙ୍କ…

ଧୋନୀଙ୍କ ଆଇପିଏଲରୁ ଅବସର ସମ୍ପର୍କରେ ରହସ୍ୟ ଉଜାଗର କଲେ ଚେନ୍ନାଇ ସିଇଓ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣ ପରେ ମହେନ୍ଦ୍ର ସିଂ ଧୋନୀ ଅବସର ନେବେ କି ନାହିଁ ସେ ସମ୍ପର୍କରେ ଚେନ୍ନାଇ ସୁପର କିଙ୍ଗସ ସିଇଓ କାଶୀ ବିଶ୍ୱନାଥନ ଖୁଲାସା କରିଛନ୍ତି । ସେ ପ୍ରଥମେ ଧୋନୀଙ୍କ ଫିଟନେସ ନେଇ କହିଥିଲେ । ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଓ ୧୦ ଦିନ…

ମହିଳା କ୍ରିକେଟ ଟେଷ୍ଟ: ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କଲା ଟିମ ଇଣ୍ଡିଆ

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଟିମ ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ ବିରୋଧରେ ଭାରତର ଏହା ପ୍ରଥମ ଟେଷ୍ଟ ବିଜୟ । ରବିବାର ଅନ୍ତିମ ଦିବସରେ ଅଷ୍ଟ୍ରେଲିଆ ଟିମ ଦ୍ୱିତୀୟ ଇନିଂସରେ ୧୬୧ ରନରେ ଅଲଆଉଟ ହୋଇଯାଇଥିଲା…

କ୍ରିକେଟଠାରୁ ୫ ମାସ ଦୂରେଇ ରହି ପାରନ୍ତି ହାର୍ଦ୍ଦିକ: ରିପୋର୍ଟ

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଅବସରରେ ହାର୍ଦ୍ଦିକ ପାଣ୍ଡ୍ୟା ଆଘାତପ୍ରାପ୍ତ ହୋଇଥିଲେ । ବର୍ତମାନ ସୁଦ୍ଧା ସେ ସମ୍ପୂର୍ଣ୍ଣ ଭାବେ ତାଙ୍କ ଆଘାତରୁ ମୁକୁଳି ପାରି ନାହାନ୍ତି । ମିଡିଆ ରିପୋର୍ଟ୍ସ ଅନୁସାରେ ସେ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ଓ ଆଇପିଏଲ ୨୦୨୪ ଖେଳି ନ…