Latest Odisha News

BREAKING NEWS

Browsing Category

ଖେଳ

ହସମତୁଲାହ, ଆଜମାତୁଲାହଙ୍କ ଅର୍ଦ୍ଧଶତକ: ଭାରତ ସମ୍ମୁଖରେ ୨୭୩ ରନର ଟାର୍ଗେଟ ରଖିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ଆଫଗାନିସ୍ତାନ ୨୭୩ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଟିମ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ । ହାସମୁତଲ୍ଲା ଶାହୀଦ ୮୦ ଓ ଅଜମୁତାଲ୍ଲା ୬୨ ରନର ଇନିଂସ ଖେଳିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ…

ଭାରତ-ପାକ ମ୍ୟାଚ ଉପଭୋଗ କରିବେ ଅମିତାଭ, ରଜନୀକାନ୍ତ, ସଚିନ

ଅହମ୍ମଦାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ୧୪ ଅକ୍ଟୋବରରେ ପାକିସ୍ତାନକୁ ଭେଟିବ । ରଜନୀକାନ୍ତ, ଅମିତାଭ ବଚ୍ଚନ ଓ ସଚିନ ତେନ୍ଦୁଲକରଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହାକୁ ଉପଭୋଗ କରିବା ପାଇଁ ଷ୍ଟାଡିୟମକୁ ଆସିବେ ବୋଲି ଜଣାପଡିଛି । ଲୋକପ୍ରିୟ ଗାୟକ ଅରଜିତ ସିଂ ମ୍ୟାଚ…

ବିଶ୍ୱକପ କ୍ରିକେଟ: ଘରୋଇ ପରିବେଶରେ ଆଫଗାନିସ୍ତାନକୁ ପ୍ରଥମ ଥର ପାଇଁ ଭେଟିବ ଭାରତ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ବୁଧବାର ଭାରତ ତାର ଦ୍ୱିତୀୟ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ । ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବା ଭାରତୀୟ ଦଳର ମନୋବଳ ଉଚ୍ଚରେ ରହିଛି । ପ୍ରଥମ ଥର ପାଇଁ ଘରୋଇ ପରିବେଶରେ ଆଫଗାନିସ୍ତାନକୁ ଭାରତ ଭେଟବାକୁ…

ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କଲା ଇଂଲଣ୍ଡ

ଧର୍ମଶାଳା: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଚାମ୍ପିୟନ ଇଂଲଣ୍ଡ ଶୋଚନୀୟ ଭାବେ ୧୩୭ ରନର ବ୍ୟବଧାନରେ ବାଂଲାଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୫୦ ଓଭରରେ ୯ୱିକେଟ ହରାଇ ୩୬୪ ରନ କରିଥିଲା । ଡେଭିଡ ମଲାନ ୧୪୦ରନର ବିସ୍ଫୋରକ…

ଡାକ୍ତରଖାନାରୁ ହୋଟେଲକୁ ଗଲେ ଗିଲ

ଚେନ୍ନାଇ: ଭାରତୀୟ କ୍ରିକେଟ ଟିମର ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହୋଇଛି । ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ତାଙ୍କର ପ୍ଲେଟଲେଟର ମାତ୍ରା କମି ଯାଇଥିଲା । କାଭେରୀ ଡାକ୍ତରଖାନାରେ ଭର୍ତି କରାଯିବା ପରେ ତାଙ୍କୁ ଭଲ ଭାବେ ଚକିତ୍ସା କରାଯାଇଥିଲା । ମଙ୍ଗଳବାର…

ଆଜି ଏସୀୟ କ୍ରୀଡାବିତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ । ଏସୀୟ କ୍ରୀଡ଼ା…

ବିଦ୍ୟାଳୟରେ ଛାତ୍ରଛାତ୍ରୀ ଶୁଣିଲେ ହକିର ଜୟଗାଥା, ପ୍ରାର୍ଥନା ସଭାରେ ଶିକ୍ଷକ ଶୁଣାଇଲେ ହକିର ସଫଳତା

ଭବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ହକିର ସଫଳତା ସମ୍ବନ୍ଧରେ ଏକ ପ୍ରେରଣାଦାୟୀ ବକ୍ତବ୍ୟ ଦିଆଯାଇଛି । ସୋମବାର ଦିନ ପ୍ରାର୍ଥନା ସଭାରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ହକିଦଳର…

ନ୍ୟୁଜିଲାଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ, ସାଂଟେନରଙ୍କ ଚମତ୍କାର ବୋଲିଂ

ହାଇଦ୍ରାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ନ୍ୟୁଜିଲାଣ୍ଡ ୯୯ ରନରେ ନେଦରଲାଣ୍ଡକୁ ପରାସ୍ତ କରିଛି । କିୱି ଟିମର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ୱିକେଟ ବିନିମୟରେ ୩୨୨ ରନ ସଂଗ୍ରହ କରିଥିଲା । ୱିଲ ୟଙ୍ଗ (୭୦), ରଚୀନ ରବୀନ୍ଦ୍ର(୫୧) ଓ…

ଭାରତ ବିରୋଧୀ ବିବାଦୀୟ ଟୁଇଟ ନେଇ ବିଶ୍ୱକପରୁ ବିଦା ହେଲେ ପାକିସ୍ତାନ ଆଙ୍କର ଜୈନବ ଆବାସ

ନୂଆଦିଲ୍ଲୀ: ଭାରତରେ ଦିନିକିଆ କ୍ରିକେଟ ବିଶ୍ୱକପ ଆୟୋଜିତ ହେଉଛି । ଏଥିପାଇଁ ପାକିସ୍ତାନର ଟିମ ବ୍ୟତୀତ ବିଶେଷଜ୍ଞ, ପ୍ରଶଂସକ ଓ ଆଙ୍କର ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି । ଏହା ମଧ୍ୟରେ ଏକ ବିବାଦୀୟ ଖବର ସମ୍ମୁଖକୁ ଆସିଛି । ପାକିସ୍ତାନର ଲୋକପ୍ରିୟ ଆଙ୍କର ଜୈନବ ଆବାସଙ୍କୁ ବିଶ୍ୱକପ…

ଖୋ ଖୋ ସିରିଜ: ଆନ୍ଧ୍ର ବିପକ୍ଷରେ ଓଡିଶା ୨-୦ରେ ଅଗ୍ରଣୀ

ପୁରୀ: ତାଳବଣିଆସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ପ୍ରସ୍ତୁତିମୂଳକ ଅଭ୍ୟାସ ସିରିଜ ଆୟୋଜିତ ହେଉଛି । ସୋମବାର ଅନୁଷ୍ଠିତ ୨ଟି ଯାକ ମୁକାବିଲାରେ ଓଡିଶା ବିଜୟ ହାସଲ କରିଛି । ଓଭରାଲ ୬ଟି ମ୍ୟାଚ ଖେଳାଯିବ । ଓଡିଶା ଦଳର ନେତୃତ୍ୱ ଦେବେଳ ନାଥ ନେଇଥିବା ବେଳେ…