Latest Odisha News

BREAKING NEWS

Browsing Category

ଖେଳ

ଲୋକସଭାରେ ପାରିତ ହେଲା ଜାତୀୟ କ୍ରୀଡ଼ା ବିଲ୍: ଜାଣନ୍ତୁ କ୍ରୀଡା କ୍ଷେତ୍ରରେ କେମିତି ଆଣିବ ସଂସ୍କାର….

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା ବହୁ ପ୍ରତୀକ୍ଷିତ ଜାତୀୟ କ୍ରୀଡା ଶାସନ ବିଲ୍ । ବିହାରରେ ଭୋଟର ତାଲିକା ସଂଶୋଧନକୁ ନେଇ ବିରୋଧୀଙ୍କ ବିରୋଧ ମଧ୍ୟରେ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିଆ ସୋମବାର ଲୋକସଭାରେ ଏହାକୁ ଗୃହୀତ କରିଥିବା ବେଳେ ଏହାକୁ ସ୍ୱାଧୀନତା ପରଠାରୁ ଭାରତୀୟ କ୍ରୀଡାରେ…

୮ ବର୍ଷର ସଂପର୍କ, ୫ ସନ୍ତାନର ପିତା…. ଏବେ ବିବାହ କରିବେ ଏହି ମହାନ୍ ଫୁଟବଲ୍ ଖେଳାଳୀ, ଚର୍ଚ୍ଚାରେ ନିର୍ବନ୍ଧ….

ନୂଆଦିଲ୍ଲୀ: ୮ ବର୍ଷର ଡେଟିଂ, ୫ ସନ୍ତାନର ପିତାମାତା, ହେଲେ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି ବିଶ୍ବ ଫୁଟବଲ୍ କିଙ୍ଗ୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରଡ୍ରିଗ୍ସ । ହେଲେ ଏବେ ଚର୍ଚ୍ଚ ହେଉଛି ଦୁହେଁ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ…

ଭିଭିଏସ୍ ଲକ୍ଷ୍ମଣଙ୍କୁ କାହିଁକି ଭେଟିଲେ ଓସିଏ ସଭାପତି ପଙ୍କଜ ମହାନ୍ତି ?

ଭୁବନେଶ୍ବର:ନିକଟରେ ବେଙ୍ଗାଲୁରୁ ଗସ୍ତରେ ଯାଇଥିଲେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସଭାପତି ପଙ୍କଜ ଲୋଚନ ମହାନ୍ତି । ପଙ୍କଜ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ) ଓ ବିସିସିଆଇର ସେଣ୍ଟର ଅଫ୍ ଏକ୍ସେଲେନ୍ସ ପରିଦର୍ଶନରେ ଯାଇଥିଲେ ଓ ଏହାର ଅଧ୍ଯକ୍ଷ ଭିଭିଏସ୍…

ଧୋନୀଙ୍କ ୧୦୦ କୋଟି ମାନହାନି କେସର ପୂନର୍ବାର ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟ ମହେନ୍ଦ୍ର ସିଂ ଧୋନୀଙ୍କ ୧୦ ବର୍ଷ ତଳର ମାନହାନି କେସର ଶୁଣାଣି ପୂନର୍ବାର ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଧୋନୀ ୨ଟି ବଡ ମିଡିଆ ସଂସ୍ଥା ସମେତ ଜନୈକ ପତ୍ରକାର ଓ ଆଇପିଏସ ଅଧିକାରୀଙ୍କ ନାମରେ ମାନହାନି ମୋକଦ୍ଦମା କରିଥିଲେ । ଧୋନୀ ଆଇପିଏଲ…

ଏସିଆ କପ କ୍ରିକେଟ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେବାକୁ ପଡିବ ଫିଟନେସ ଟେଷ୍ଟ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ସେପ୍ଟମ୍ବର ୯ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ । ଭାରତୀୟ ଚୟନ କମିଟି ଏବେ ଏଥିପାଇଁ ଦଳ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏସିଆ କପରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବା ନେଇ ଏବେ ବି ସନ୍ଦେହ ରହିଛି । ଏଥିପାଇଁ ପ୍ରଥମେ ତାଙ୍କୁ ଫିଟନେସ ଟେଷ୍ଟ ଦେବାକୁ…

ମହିଳା ବିଶ୍ୱକପ କ୍ରିକେଟର କାଂଉଟଡାଉନ ଆରମ୍ଭ

ନୂଆଦିଲ୍ଲୀ: ଆଇସିସି ମହିଳା ଦିନିକିଆ ବିଶ୍ୱକପ ଟ୍ରଫି ଉନ୍ମୋଚିତ ହେବା ସହ ପ୍ରତିଯୋଗିତାର କାଂଉଟଡାଉନ ଆରମ୍ଭ ହୋଇଛି । ଭାରତ ପ୍ରଥମ ଥର ପାଇଁ ଆଇସିସି ଟ୍ରଫି ହାତେଇବା ଲକ୍ଷ୍ୟରେ ଏଥର ରହିଛି । ସେପ୍ଟେମ୍ବର ୩୦ରୁ ଏହି ମେଗା ଇଭେଂଟ ଆରମ୍ଭ ହେବ । ଟ୍ରଫି ଉନ୍ମୋଚନ ଅବସରରେ ଭାରତୀୟ କ୍ରିକେଟର…

ଚମକିଲେ ଅନୀମେଶ, ପ୍ରଜ୍ଞା: ନିରାଶ କଲେ ଲାଲୁ, ଶ୍ରାବଣୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ୱାର୍ଲ୍ଡ ଆଥଲେଟିକ୍ସ କଂଟିନେଂଟାଲ ଟୁର ବ୍ରୋଞ୍ଜ ଇଭେଂଟରେ ଓଡିଶାର ଅନୀମେଶ କୁଜୁର ଚମତ୍କାର ପ୍ରଦର୍ଶନ କରିଛନ୍ତି । ଭାରତରେ ପ୍ରଥମଥର ପାଇଁ ଏହି ମେଗା ପ୍ରତିଯୋଗିତା ଆୟୋଜିତ ହେଉଛି । ଅନୀମେଶ ୨୦୦ ମିଟର ପୁରୁଷ ଦୌଡରେ ସ୍ୱର୍ଣ୍ଣ ପଦକ…

ରୋହିତ, କୋହଲିଙ୍କ ସପକ୍ଷରେ ବାହାରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଭୟ ଖେଳାଳି ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । ଏବେ କେବଳ ସେମାନେ ଦିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି ।…

୧୧ ମାସ ହେବ ଟି୨୦ରେ ହାରିନି ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଆନ୍ତର୍ଜାତୀୟ ଟି୨୦ରେ ଅଷ୍ଟ୍ରେଲିଆ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୧୭ ରନରେ ହରାଇ ଦେଇଛି । ଜବରଦସ୍ତ ଫର୍ମରେ ଥିବା ଅଷ୍ଟ୍ରେଲିଆର ଏହା କ୍ରମାଗତ ୯ମ ବିଜୟ । ଏଥିସହ ୧୧ ମାସ ହେବ ଅଷ୍ଟ୍ରେଲିଆ କ୍ରିକେଟର ଏହି ଫର୍ମାଟରେ ପରାଜୟବରଣ କରିନି । ପ୍ରଥମେ…

ବର୍ଷର ସର୍ବାଧିକ ରନ ସଂଗ୍ରହରେ ରୁଟଙ୍କୁ ପଛରେ ପକାଇଲେ ଗିଲ

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେ ୭୫.୪୦ ଆଭରେଜରେ ୭୫୪ ରନ କରିଥିଲେ । ୨୦୨୫ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହରେ ସେ ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ…