Latest Odisha News

BREAKING NEWS

Browsing Category

ଖେଳ

୮୬୫୭୮୦୨୫୦୦ ଟଙ୍କାରେ ମାଂଚେଷ୍ଟର ସହ ଚୁକ୍ତିବଦ୍ଧ ହେଲେ ବେଞ୍ଜାମିନ

ନୂଆଦିଲ୍ଲୀ: ସ୍ଲେଭୋନିଆର ଷ୍ଟାର ଫରୱାର୍ଡ ଖେଳାଳି ବେଞ୍ଜାମିନ ସେସ୍କୋଙ୍କୁ ମାଂଚେଷ୍ଟର ୟୁନାଇଟେଡ ବିଶ୍ୱାସ ନ ହେଲା ପରି ଅର୍ଥରେ ଚୁକ୍ତିବଦ୍ଧ କରିଛି । ରିପୋର୍ଟ ମୁତାବକ ୮୫ ମିଲିୟନ ୟୁରୋ ଏହି ଚୁକ୍ତି ହୋଇଛି । ଯାହାର ମୂଲ୍ୟ ଭାରତୀୟ କରେନ୍ସିରେ ୮୬୫ କୋଟି ଟଙ୍କା ହେବ । ୨୨ ବର୍ଷୀୟ ଏହି…

କୋହଲିଙ୍କ ଏହି ସ୍ମାରକୀ ଘରେ ରଖିଛନ୍ତି ସିରାଜ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ମହମ୍ମଦ ସିରାଜ ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ୨୩ ୱିକେଟ ନେଇଥିଲେ । ନିର୍ଣ୍ଣାୟକ ଅନ୍ତିମ ଟେଷ୍ଟରେ ସେ ଭାରତ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସିରାଜ ସର୍ବଦା…

ଏସିଆନ କପ୍ ଯୋଗ୍ୟତା ପରେ ଫିଫା ରାଙ୍କିଙ୍ଗରେ ଉପରକୁ ଉଠିଲା ଭାରତ; ଜାଣନ୍ତୁ କେତେ ସ୍ଥାନରେ ପହଞ୍ଚିଲା…

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ବିପକ୍ଷରେ ଐତିହାସିକ ବିଜୟ ପରେ, ଭାରତୀୟ ମହିଳା ଫୁଟବଲ୍ ଦଳ ସଦ୍ୟତମ ଫିଫା ରାଙ୍କିଙ୍ଗରେ ସାତ ସ୍ଥାନ ଉପରକୁ ଉଠି ୬୩ତମ ସ୍ଥାନରେ ପହଞ୍ଚିଛି। ଏହି ବିଜୟ ସହିତ, ଦଳ ଇତିହାସ ସୃଷ୍ଟି କରିଛି ଏବଂ AFC ମହିଳା ଏସୀୟ କପରେ ମଧ୍ୟ ସ୍ଥାନ ପାଇଛି। ଭାରତୀୟ ମହିଳା…

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ନ ପାରନ୍ତି ସଞ୍ଜୁ ସାମସନ

ଜୟପୁର: ଆଗାମୀ ଆଇପିଏଲ ପୂର୍ବରୁ ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନ ଦଳ ଛାଡିବା ପାଇଁ ଚିନ୍ତା କରୁଥିବା ଖବର ପ୍ରକାଶ ପାଇଛି । ରାଜସ୍ଥାନର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ଚମତ୍କାର ପ୍ରଦର୍ଶନ ଜାରୀ ରଖିଥିବାରୁ ସଞ୍ଜୁ ଦଳ ଛାଡିବା ପାଇଁ ଚିନ୍ତା କରୁଛନ୍ତି ବୋଲି ପୂର୍ବତନ କ୍ରିକେଟର ଆକାଶ…

ଅଭ୍ୟାସ ଆରମ୍ଭ କଲେ ବିରାଟ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ସମୟ ବ୍ରେକ ନେବା ପରେ ଅଭ୍ୟାସ ଆରମ୍ଭ କରିଛନ୍ତି । ସେ ଅଭ୍ୟାସ କରୁଥିବା ଫଟୋ ଏବେ ସମ୍ମୁଖକୁ ଆସିଛି । ଗୁଜରାଟ ଟାଇଟାନ୍ସର ସହକାରୀ କୋଚ ନଇମ ଅମୀନଙ୍କ ସହ ଇନଡୋର ନେଟ୍ସରେ ଅଭ୍ୟାସ କରୁଥିଲେ । ଚଳିତ ବର୍ଷ…

ଚେନ୍ନାଇ ସୁପର କିଙ୍ଗସ ଛାଡିବେ ଏହି ମହାନ ସ୍ପିନର

ଚେନ୍ନାଇ: ୯ ବର୍ଷ ପରେ ଭାରତୀୟ କ୍ରିକେଟର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆଇପିଏଲ ୨୦୨୫ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିଥିଲେ । ମେଗା ନିଲାମରେ ଚେନ୍ନାଇ ତାଙ୍କୁ ୯.୭୫ କୋଟି ଟଙ୍କାରେ କିଣିଥିଲା । ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ଅଶ୍ୱୀନ ଚେନ୍ନାଇ ଟିମର ସଦସ୍ୟ ରହିଥିଲେ ।…

ଗିଲ, ଗମ୍ଭୀରଙ୍କ ମଧୂଚନ୍ଦ୍ରିକା ଶେଷ: ଏଥର ଆଗକୁ ରହିଛି ଗୁରୁତ୍ୱପୂର୍ଣ୍ଣ ସିରିଜ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ ଡ୍ର ରଖିବା ଏବେ ଭାରତୀୟ କ୍ରିକେଟ ଟିମଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ନୂଆ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଅନ୍ୟ ଅର୍ଥରେ କୋଚ ଗୌତମ ଗମ୍ଭୀର ଓ ଗିଲଙ୍କ ମଧୂଚନ୍ଦ୍ରିକା…

ଗିଲ, ଯଶସ୍ୱୀ, ରାହୁଲ ଖେଳି ନ ପାରନ୍ତି ଏସିଆ କପ

ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରି ସ୍ୱଦେଶ ପ୍ରତ୍ୟାବର୍ତନ କରିଛି । ଏବେ ଭାରତୀୟ ଦଳ ଏସିଆ କପ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ରିପୋର୍ଟ ମୁତାବକ ଟେଷ୍ଟ ଟିମର ୪ ଜଣ ଖେଳାଳି ଏସିଆ କପରେ ସୁଯୋଗ ପାଇ ନ ପାରନ୍ତି ।…

ଏସିଆ କପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ ନେଇ ଏବେ ବି ସସ୍ପେନ୍ସ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ କି ନାହିଁ ସେ ନେଇ ସସ୍ପେନ୍ସ ଲାଗି ରହିଛି । ସୂଚନାଯୋଗ୍ୟ, ଏଥର ଏସିଆ କପ ୟୁଏଇରେ ଆୟୋଜିତ ହେବ । କାର୍ଯ୍ୟସୂଚୀ ଅନୁସାରେ ସେପ୍ଟମ୍ବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଦୁଇ ଦେଶ…

ଏହି କାରଣରୁ ଏସିଆ କପରୁ ଓହରିଲା ପାକିସ୍ତାନ

ନୂଆଦିଲ୍ଲୀ:ଭାରତ ଆସିବନି ପାକିସ୍ତାନ । ପାକିସ୍ତାନ ପୁରୁଷ ହକି ଦଳ ଅଗଷ୍ଟ ୨୯ ରୁ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବିହାରର ରାଜଗିରରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପରୁ ଓହରି ଯାଇଛି । ବୁଧବାର ଦିନ ଏକ ସାକ୍ଷାତକାରରେ ହକି ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ, ଭାରତ ସରକାର…