Latest Odisha News

BREAKING NEWS

Browsing Category

ଖେଳ

ବୁମରାହଙ୍କ ଅନୁପସ୍ଥିତିରେ ଭାରତର ବିଜୟକୁ ସଂଯୋଗ କହିଲେ ସଚିନ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତୀୟ କ୍ରିକେଟ ଟିମ ୨-୨ରେ ଡ୍ର କରିବା ପରେ ଏବେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି ବିଜୟକୁ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ସିରିଜରେ ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ୩ଟି…

ଦୀନେଶ କାର୍ତିକଙ୍କ ଭବିଷ୍ୟବାଣୀ ହେଲା ଠିକ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ ୨-୨ରେ ଶେଷ ହୋଇଛି । ଏହି ରୋମାଂଚକ କ୍ରିକେଟ ସିରିଜରେ ଖେଳାଳିଙ୍କ ପ୍ରଦର୍ଶନ ପ୍ରଶଂସକଙ୍କ ମନ ଜିଣିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଯେତେବେଳେ ଶୁଭମନ ଗିଲଙ୍କ ନେତୃତ୍ୱରେ ଯୁବ ଟିମ ଏହି ଗସ୍ତରେ ଯାଇଥିଲା । ସେ ସମୟରେ…

ରୋହିତ, କୋହଲିଙ୍କ ସହ ଆଲୋଚନା କରିବ ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୨ରେ ଡ୍ର ରଖିବାରେ ସଫଳ ହୋଇଛି । ଏଥର ଟିମ ଇଣ୍ଡିଆ ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛି । ଦୁଇ ଅଭିଜ୍ଞ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ବିଶ୍ୱକପରେ ଖେଳିବେ କି ନାହିଁ…

ଟିମ ଇଣ୍ଡିଆରୁ ବାଦ ପଡିବେ ସିରାଜ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ମହମ୍ମଦ ସିରାଜ ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ସିରିଜରେ ୨୩ଟି ୱିକେଟ ଅକ୍ତିଆର କରିଥିଲେ । ଏବେ ଭାରତୀୟ ଟିମ କିଛି ଦିନ ବ୍ରେକ ପରେ ସେପ୍ଟମ୍ବରରେ ପୂନର୍ବାର…

କପିଳ ଦେବ, ଗାଙ୍ଗୁଲିଙ୍କ ସହ ସମକକ୍ଷ ହେଲେ ଗିଲ

ଦି ଓଭାଲ: ଭାରତୀୟ କ୍ରିକେଟ ଟିମ ଶୁଭମନ ଗିଲଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୨ରେ ଡ୍ର ରଖିବାରେ ସଫଳ ହୋଇଛି । ବିଦେଶ ମାଟିରେ ଏହି ଯୁବ ଅଧିନାୟକ ତାଙ୍କ ପ୍ରଥମ ସିରିଜରେ ସମ୍ପୂର୍ଣ୍ଣ ପ୍ରଭାବ ଛାଡିଛନ୍ତି । ସେ ବ୍ୟାଟ୍ସମ୍ୟାନମାନେ ଭାବେ ମଧ୍ୟ ସଫଳ ହୋଇଛନ୍ତି ।…

ସିରାଜଙ୍କୁ ୫ ୱିକେଟ: ସିରିଜ ଡ୍ର କଲା ଭାରତ

ଦି ଓଭାଏ: ଅନ୍ତିମ ଦିବସରେ ଇଂଲଣ୍ଡର ୪ଟି ୱିକେଟ ଅକ୍ତିଆର କରି ଭାରତ ୬ ରନରେ ୫ମ ଟେଷ୍ଟକୁ ଜିତି ନେଇଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଟିମ ଇଣ୍ଡିଆ ୨-୨ରେ ଡ୍ର ରଖିବାରେ ସଫଳ ହୋଇଛି । ମହମ୍ମଦ ସିରାଜ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ…

କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତମନ୍ନା

ନୂଆଦିଲ୍ଲୀ:ବହୁତ ଦିନ ତଳେ ବିରାଟ କୋହଲି ଓ ତମନ୍ନା ଭାଟିୟାଙ୍କ ଏକ ଫଟୋ ଭାଇରାଲ ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଗୁଜବ ଜୋର ଧରିଥିଲା । ସେତେବେଳେ କୋହଲି ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ଥିଲେ । ଏ ନେଇ ସେ ସମୟରେ ଉଭୟ ଚୁପ ରହିବା ଶ୍ରେୟ ମନେ କରିଥିଲେ । ଦୀର୍ଘ…

କୁମାର ସଙ୍ଗକାରାଙ୍କୁ ପଛରେ ପକାଇଲେ ରୁଟ

ଦି ଓଭାଲ: ଇଂଲଣ୍ଡର ଜୋ ରୁଟ ଟେଷ୍ଟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଭାରତ ବିପକ୍ଷ ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ତୃତୀୟ ଶତକ ହାସଲ କରିଛନ୍ତି । ଏଥିସହ ତାଙ୍କର ଓଭରାଲ ଶତକ ସଂଖ୍ୟା ୩୯ରେ ପଂହଚିଛି । ସେ ଶ୍ରୀଲଙ୍କାର ମହାନ ବ୍ୟାଟ୍ସମ୍ୟାନ କୁମାର ସଙ୍ଗକାରାଙ୍କୁ…

୧୪୮ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମ

ଦି ଓଭାଲ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବ ଦେଖିବାକୁ ମିଳିଛି । ସିରିଜରେ ଏ ପର୍ଯ୍ୟନ୍ତ ୧୯ ଶତକ ମରାଯାଇଥିବା ବେଳେ ଜୋ ରୁଟ ୬୩ ଓ ହ୍ୟାରୀ ବ୍ରୁକ ୯୦ ରନ କରି ଖେଳୁଛନ୍ତି । ୧୪୮ ବର୍ଷ ଇତିହାସରେ ଏତେ ଶତକ ଦେଖିବାକୁ…

ଚୌକା, ଛକାରେ ଭାରତର ରେକର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଅନେକଗୁଡିଏ ରେକର୍ଡ ନିଜ ନାମରେ କରିଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୪୭୦ ବାଉଣ୍ଡରୀ ମାରି ଇତିହାସ ସୃଷ୍ଟି କରିଛି । ଏହା ପୂର୍ବରୁ ଟିମଇଣ୍ଡିଆ ୧୯୬୪ରେ ୩୮୪ ବାଉଣ୍ଡରୀ ମାରିଥିଲା । ଏଥିରେ ୪୨୨ ଚୌକା ଓ ୪୮ ଛକା ସାମିଲ ।…