Latest Odisha News

BREAKING NEWS

Browsing Category

ଖେଳ

ଟି୨୦ରେ ମ୍ୟାକ୍ସୱେଲଙ୍କ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ଆନ୍ତର୍ଜାତୀୟ ଟି୨୦ରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ୪ର୍ଥ ଟି୨୦ରେ ସେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ । ସେ ୧୮ ବଲରେ ୪୭ ରନ କରିଥିଲେ । ଏଥିରେ ୬ଟି ଛକା…

୯୩ ବର୍ଷ ପରେ ଏହି ଉପଲବ୍ଧି ହାସଲ କରିବାରେ ପ୍ରଥମ ଏସୀୟ ଖେଳାଳି ହେଲେ ଗିଲ

ମାଂଚେଷ୍ଟର: ଭାରତୀୟ ଟେଷ୍ଟ କ୍ରିକେଟ ଟିମର ଅଧିନାୟକ ଶୁଭମନ ଗିଲ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଇଂଲଣ୍ଡ ଗସ୍ତରେ ସେ ଅନେକଗୁଡିଏ ରେକର୍ଡ ସ୍ଥାପନ କରିଛନ୍ତି । ବିଦେଶ ମାଟିରେ ଗୋଟିଏ ସିରିଜରେ ସେ ୭୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ସୁନୀଲ ଗାଭାସ୍କରଙ୍କ ପରେ ସେ ଦ୍ୱିତୀୟ…

କୂଲଦୀପଙ୍କୁ ଖେଳାଇବାକୁ ଚାହୁଁଥିଲେ ଗିଲ

ମାଂଚେଷ୍ଟର: ଭାରତ-ଇଂଲଣ୍ଡ ଚତୁର୍ଥ କ୍ରିକେଟ ଟେଷ୍ଟ ଏବେ ରୋମାଂଚକ ମୋଡରେ ପଂହଚିଛି । ଭାରତ ମ୍ୟାଚ ଡ୍ର ରଖିବା ପାଇଁ ଉଦ୍ୟମ କରୁଥିବା ବେଳେ ଇଂଲଣ୍ଡ ବିଜୟ ହାସଲ ଲକ୍ଷ୍ୟରେ ରହିଛି । ଏହି ଅବସରରେ ପୂର୍ବତନ ମହାନ ଖେଳାଳି ସୁନୀଲ ଗାଭାସ୍କରଙ୍କ ଏକ ବୟାନ ଚର୍ଚ୍ଚାରେ ବିଷୟ ସାଜିଛି । ସେ…

ସୋବର୍ସ, କାଲିସଙ୍କ ପରେ ତୃତୀୟ ଅଲରାଉଣ୍ଡର ଭାବେ ଏହି କ୍ଲବରେ ସାମିଲ ହେଲେ ଷ୍ଟୋକ୍ସ

ମାଂଚେଷ୍ଟର: ଭାରତ ବିପକ୍ଷ ୪ର୍ଥ କ୍ରିକେଟ ଟେଷ୍ଟରେ ବେନ ଷ୍ଟୋକ୍ସଙ୍କ ଆକର୍ଷଣୀୟ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ସୁବିଧାଜନକ ସ୍ଥିତିରେ ରହିଛି । ଷ୍ଟୋକ୍ସ ଏହି ମ୍ୟାଚ ଅବସରରେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଟେଷ୍ଟ କ୍ରିକେଟର ତୃତୀୟ ଅଲରାଉଣ୍ଡର ଭାବେ ୭୦୦୦ ଓ ୨୦୦ ୱିକେଟ ହାସଲ…

ଏସିଆ କପ କ୍ରିକେଟ: ଏହି ଦିନ ହୋଇପାରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ଆୟୋଜନ ସଙ୍କଟରୁ ବାଦଲ ହଟିଛି । ବିବାଦୀୟ ପରିସ୍ଥିତି ପରେ ଏବେ ଏହା ୟୁଏଇରେ ହେବ ବୋଲି ସ୍ଥିର ହୋଇଛି । ସେପ୍ଟମ୍ବର ୯ରୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ଏହା ୟୁଏଇରେ ଖେଳାଯିବ ବୋଲି ଏସିଆନ କ୍ରିକେଟ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି । ବିସିସିଆଇର ଏହାର ଆୟୋଜକ…

ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୧୧ ରନର ଅଗ୍ରଣୀ

ମାଂଚେଷ୍ଟର: ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ଚତୁର୍ଥ ମୁକାବିଲାରେ ଭାରତର ସ୍ଥିତି ଖରାପ ହୋଇଛି । ଇଂଲଣ୍ଡ ଟିମ ପ୍ରଥମ ଇନିଂସରେ ୩୧୧ ରନର ଅଗ୍ରଣୀ ହାସଲ କରିଛି । ଜବାବରେ ଭାରତ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ ଶୂନରେ ହରାଇ ବିପଦରେ ପଡିଛି । ଯଶସ୍ୱୀ ଜୈସୱାଲ ଓ ସାଈ ସୁଦର୍ଶନ ଖାତା ଖୋଲିପାରି ନ…

ଆର ପାରିରେ ଲୋକପ୍ରିୟ ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ହଲ୍କ ହୋଗାନ

ନୂଆଦିଲ୍ଲୀ: ଡବ୍ଲୁଡବ୍ଲ୍ୟୁଡବ୍ଲ୍ୟୁଇର ମହାନ ରେସଲର ହଲ୍କ ହୋଗାନଙ୍କ ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କର ପ୍ରକୃତ ନାମ ଟେରୀ ଜିନ ବୋଲିୟା । ଫ୍ଲୋରିଡା ସ୍ଥିତ ବାସଭବନରେ ହୃଦଘାତ ଯୋଗୁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ୧୯୮୦ ଦଶକରେ ସେ ଯୁବ ପିଢ଼ୀଙ୍କ ନିକଟରେ ବେଶ ପରିଚିତ ଥିଲେ…

୧୯ ବର୍ଷରୁ କମ କ୍ରିକେଟରେ ଏହି ବ୍ୟାଟ୍ସମ୍ୟାନ ମାରିଲେ ପ୍ରଥମ ଦ୍ୱିଶତକ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ଯୁବ ବ୍ୟାଟ୍ସମ୍ୟାନ ଜେରିକ ଭାନ ସାଲଭିକ ଇତିହାସ ରଚିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ଏହି ଫର୍ମାଟରେ ଦ୍ୱିଶତକ ହାସଲ କରି ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଶୁକ୍ରବାର ଜିମ୍ବାୱେ ବିପକ୍ଷରେ ସେ ଏହି କୀର୍ତିମାନ ସ୍ଥାପନ…

ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହରେ ସଚିନଙ୍କ ନିକଟତର ହେଉଛନ୍ତି ଜୋ ରୁଟ

ମାଂଚେଷ୍ଟର: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ଟେଷ୍ଟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଭାରତ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ରୁଟ ଆକର୍ଷଣୀୟ ଶତକ ହାସଲ କରିବା ସହ ରାହୁଲ ଡ୍ରାଭିଡ ଓ ଜ୍ୟାକ୍ସ କାଲିସଙ୍କୁ ପଛରେ ପକାଇ ଦେଇଛନ୍ତି । ସେମାନଙ୍କୁ ଅତିକ୍ରମ କରିବା…

ଏସିଆ କପ କ୍ରିକେଟ: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ୩ ଥର ମୁକାବିଲା

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫କୁ ସମସ୍ତେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ରିପୋର୍ଟ ମୁତାବକ ଚଳିତ ବର୍ଷ ସେପ୍ଟମ୍ବରରେ ଏହା ୟୁଏଇରେ ଆୟୋଜିତ ହୋଇପାରେ । ଯଦି ସବୁ କିଛି ଠିକ ଠାକ ରୁହେ ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ୩ ଥର ମୁକାବିଲା ହେବାର ସମ୍ଭାବନା ରହିଛି ।…