Latest Odisha News

BREAKING NEWS

Browsing Category

ଖେଳ

ଆତଙ୍କବାଦୀଙ୍କ ଗୁଳି ମାଡରୁ ବଂଚିଥିଲେ, ଏବେ ଭାରତ-ଇଂଲଣ୍ଡ ମ୍ୟାଚରେ କରୁଛନ୍ତି ଅମ୍ପାୟରିଂ

ମାଂଚେଷ୍ଟର: ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୪ର୍ଥ ମୁକାବିଲା ମାଂଚେଷ୍ଟରରେ ଖେଳାଯାଉଛି । ଏହି ମ୍ୟାଚରେ ରୋଡ ଟକର ଓ ଏହାସନ ରାଜା ଫିଲ୍ଡ ଅମ୍ପାୟରିଂ ଦାୟିିତ୍ୱ ତୁଲାଉଛନ୍ତି । ଶ୍ରୀଲଙ୍କାର କୁମାର ଧର୍ମସେନା ତୃତୀୟ ଅମ୍ପାୟର ଓ ଜ୍ୟେଫ କ୍ରୋ ମ୍ୟାଚ ରେଫରୀ ରହିଛନ୍ତି ।…

କୁମ୍ବଲେ-ଅଂଶୁଲଙ୍କ ମଧ୍ୟରେ କଣ ରହିଛି ସଂଯୋଗ

ନୂଆଦିଲ୍ଲୀ: ଓଲ୍ଡ ଟ୍ରାଫେଡରେ ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଖେଳାଯାଉଛି । ଭାରତୀୟ କ୍ରିକେଟ ଟିମ ତାର ଚୂଡାନ୍ତ ଏକାଦଶରେ ଯୁବ ବୋଲର ଅଂଶୁଲ କମ୍ବୋଜଙ୍କୁ ସୁଯୋଗ ଦେଇଛି । କରୁଣ ନାୟାର, ନୀତିଶ ରେଡ୍ଡୀ ଓ ଆକାଶଦୀପଙ୍କ ସ୍ଥାନରେ ଟିମ ଇଣ୍ଡିଆ ସାଈ ସୁଦର୍ଶନ, ଅଂଶୁଲ କମ୍ବୋଜ ଓ…

ଆକ୍ରମଙ୍କ ରେକର୍ଡ ଭାଙ୍ଗିବେ ବୁମରାହ

ମାଂଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମାଂଚେଷ୍ଟରରେ ଜୁଲାଇ ୨୩ରୁ ଖେଳାଯିବ । ଏହି ମ୍ୟାଚରେ ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ବୁମରାହ ଏହି ମ୍ୟାଚରେ ଖେଳିଲେ ତାଙ୍କ ନିକଟରେ ପାକିସ୍ତାନର ୱାସିମ ଆକ୍ରମଙ୍କ ରେକର୍ଡ ଭାଙ୍ଗିବା…

ଗିଲ ସ୍ପଷ୍ଟ କଲେ ୪ର୍ଥ ଟେଷ୍ଟରେ କିଏ କରିବେ ୱିକେଟ କିପିଂ

ମାଂଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଜୁଲାଇ ୨୩ରୁ ମାଂଚେଷ୍ଟରରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଆଘାତ ସମସ୍ୟା ଭାରତୀୟ ଟିମ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଭଲ ଫର୍ମରେ ଥିବା ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଥିଲା । ତେବେ…

ଭାରତୀୟ କ୍ରିକେଟ ଇତିହାସର ଏହି ୫ଜଣଙ୍କୁ ଶାସ୍ତ୍ରୀ କହିଲେ ଶ୍ରେଷ୍ଠ

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର, କୋଚ ତଥା ଭାଷ୍ୟକାର ରବି ଶାସ୍ତ୍ରୀ ଏହି ୫ଜଣଙ୍କୁ ଭାରତର ମହାନ ଖେଳାଳି ବୋଲି କହିଛନ୍ତି । ଭାରତୀୟ କ୍ରିକେଟର ୯୩ ବର୍ଷର ଇତିହାସରେ ଏହି ୫ଜଣଙ୍କ ଯୋଗଦାନ ସର୍ବଦା ମନେ ପକାଯିବ । ସୁନୀଲ ଗାଭାସ୍କର, କପିଳ ଦେବ, ସଚିନ ତେନ୍ଦୁଲକର, ଏମଏସ ଧୋନୀ ଓ ବିରାଟ…

ବିଦର୍ଭରୁ ନୁହେଁ ଏଥର କର୍ଣ୍ଣାଟକ ପକ୍ଷରୁ ଖେଳିବେ କରୁଣ

ବାଙ୍ଗାଲୋର: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ କରୁଣ ନାୟାର ଏବେ ବିଦର୍ଭ ବଦଳରେ କର୍ଣ୍ଣାଟକ ପକ୍ଷରୁ ଘରୋଇ କ୍ରିକେଟ ଖେଳିବେ । ବିଦର୍ଭ କ୍ରିକେଟ ଆସୋସିଏଶନ ତାଙ୍କୁ ଏନଓସି ଦେଇସାରିଛି । ୩ ବର୍ଷ ହେବ ଘରୋଇ କର୍ଣ୍ଣାଟକ ଟିମ ଛାଡି କରୁଣ ବିଦର୍ଭ ପକ୍ଷରୁ…

ଭାରତରେ ଅଭ୍ୟାସ କରିବ ନେପାଳ କ୍ରିକେଟ ଟିମ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ୱାଲିଫାୟର ଚଳିତ ବର୍ଷ ଅକ୍ଟୋବରରେ ହେବ । ଏଥିପାଇଁ ନେପାଳ ଟିମ ଜୋରଦାର ଅଭ୍ୟାସ ଜାରୀ କରିଛି । ଆହୁରି ଭଲ ଅଭ୍ୟାସ ପାଇଁ ନେପାଳ ଟିମ ବିସିସିଆଇ ସେଂଟର ଅଫ ଏକ୍ସିଲେନ୍ସରେ ପ୍ରଶିକ୍ଷଣ ନେବେ । ସେମାନେ ୨୦ ଅଗଷ୍ଟରୁ ସେପ୍ଟମ୍ବର ୪ ପର୍ଯ୍ୟନ୍ତ ବାଙ୍ଗାଲୋରରେ…

୨୩ବର୍ଷ ପରେ ଭାରତରେ ଆୟୋଜନ ହେବ ବିଶ୍ୱକପ୍…

ନୂଆଦିଲ୍ଲୀ:୨୩ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ, ଦେଶକୁ ପୁଣି ଥରେ ୨୦୨୫ ଚେସ୍ ବିଶ୍ୱକପ୍ ଆୟୋଜନ ମିଳିଛି। ଭାରତ ୨୦୨୫ ଚେସ୍ ବିଶ୍ୱକପ୍ ଆୟୋଜନ କରିବ । ଅକ୍ଟୋବର ୩୦ରୁ ନଭେମ୍ବର ୨୭, ୨୦୨୫ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ । ୨୦୨୫ ଚେସ୍ ବିଶ୍ୱକପ୍‌ରେ ୨୦୬ ଜଣ ଖେଳାଳି ନକଆଉଟ୍…

ଟିମ ଇଣ୍ଡିଆକୁ ବଡ ଆଶ୍ୱସ୍ତି, ଖେଳିବେ ଏହି ଷ୍ଟାର ବୋଲର

ଓଲ୍ଡ ଟ୍ରାଫେଡ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ର୍ଥ କ୍ରିକେଟ ଟେଷ୍ଟ ଜୁଲାଇ ୨୩ରୁ ଓଲ୍ଡ ଟ୍ରାଫେଡରେ ଆରମ୍ଭ ହେବ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ଲର୍ଡସ ଟେଷ୍ଟ ପରେ ଟିମ ଇଣ୍ଡିଆ ଖେଳାଳିଙ୍କ ଆଘାତ ସମସ୍ୟା ନେଇ ଅଡୁଆରେ ପଡିଛି । ପ୍ରସିଦ୍ଧ କ୍ରିଷ୍ଣା ଓ ଆକାଶଦୀପ…

୧୭ କିଗ୍ରା ଓଜନ କମାଇ ବଦଳି ଯାଇଛନ୍ତି ସର୍ଫରାଜ

ନୂଆଦିଲ୍ଲୀ: ୨୦୨୪ରେ ଇଂଲଣ୍ଡ ବିପକ୍ଷରେ ଭାରତର ଯୁବ ବ୍ୟାଟ୍ସମ୍ୟାନ ସର୍ଫରାଜ ଖାଁ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ଏ ପର୍ଯ୍ୟନ୍ତ ତାଙ୍କୁ ବିଦେଶ ମାଟିରେ ଖେଳିବା ପାଇଁ ସୁଯୋଗ ମିଳି ନାହିଁ । ଇଂଳଣ୍ଡ ବିପକ୍ଷ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ପାଇଁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳି ନ…