Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମଜା ମଜାରେ କହିଦେଲେ ପ୍ରେମିକାଙ୍କ ନାମ, ଜାଣନ୍ତୁ କାର୍ତ୍ତିକଙ୍କ ଗର୍ଲଫ୍ରେଣ୍ଡ କିଏ

ମୁମ୍ବାଇ: ବର୍ତ୍ତମାନ ଯାହା ପାଟିରେ ଶୁଣିବା କେବଳ ଜଣଙ୍କ ନାଁ l ଆଉ ସେ ହଉଛନ୍ତି ବଲିଉଡର ମୋଷ୍ଟ ହ୍ୟାଣ୍ଡସମ ଅଭିନେତା କାର୍ତ୍ତିକ ଆର୍ଯ୍ୟନ l ଭୁଲ ଭୁଲେୟା-୩ କୁ ନେଇ ଏବେ ଚାରିଆଡେ କାର୍ତ୍ତିକଙ୍କ ଚର୍ଚ୍ଚା l ଆଉ ସେପଟେ ବକ୍ସ ଅଫିସରେ ଧମାଲ କରୁଛି କାର୍ତ୍ତିକଙ୍କ ଅଭିନୀତ ଚଳଚ୍ଚିତ୍ର ଭୁଲ…

ପ୍ରଶଂସକଙ୍କ ପାଇଁ ଖୁସି ଖବର: ସିଗାରେଟ ଛାଡିଲେ କିଙ୍ଗଖାନ

ମୁମ୍ବାଇ: ଗତ ନଭେମ୍ବର ୨ ତାରିଖରେ ବଲିଉଡ ବାଦଶାହା କିଙ୍ଗଖାନ ତାଙ୍କର ୫୯ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ପ୍ରଶଂସକ ମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି ଶାହାରୁଖ । ଧୁମ୍ରପାନ ଛାଡିଛନ୍ତି ଅଭିନେତା ଶାହାରୁଖ ଖାନ । ଜନ୍ମଦିନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାହାରୁଖ…

ଚଳଚ୍ଚିତ୍ର ନିର୍ମାତା ଗୁରୁପ୍ରସାଦଙ୍କର ଗଳିତ ମୃତଦେହ ଉଦ୍ଧାର 

ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ ଚଳଚ୍ଚିତ୍ର ନିର୍ମାତା ଗୁରୁପ୍ରସାଦ ଆଉ ନାହାଁନ୍ତି। ଏହି ନିର୍ମାତା ଜଣକ ସିଲିଂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ କର୍ଣ୍ଣାଟକର ତାଙ୍କ ଘରୁ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଚଳଚ୍ଚିତ୍ର ନିର୍ମାତାଙ୍କର ୫୨ ବର୍ଷ ବୟସରେ ଦେହାନ୍ତ…

ଦ୍ଵିତୀୟ ବିବାହ କରିବେ କି ଅଭିଷେକ ? ଭାଇରାଲ ହେଉଛି ଅଭିନେତାଙ୍କ ବୟାନ

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ଖବର ଜୋରସୋରରେ ଚାଲିଛି। ତେବେ ବଚ୍ଚନ ପରିବାର କିମ୍ବା ଦମ୍ପତି ଏ ବିଷୟରେ କିଛି କହି ନାହାଁନ୍ତି। ସେମାନେ ନୀରବତା ଅବଲମ୍ବନ କରିୁଛନ୍ତି। କିନ୍ତୁ ପ୍ରଶଂସକମାନେ ଚାହାଁନ୍ତି ଯେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ହେବା ଉଚିତ୍ ଏବଂ…

ସାମ୍ବାଦିକଙ୍କ ଫୋନ କାହିଁକି ଛଡ଼ାଇଲେ ରାଜପାଲ ଯାଦବ… 

ମୁମ୍ବାଇ: କମେଡିଆନ ରାଜପାଲ ଯାଦବ ନିଜ ଅଭିନୟ ମାଧ୍ୟମରେ ଲୋକଙ୍କୁ ହସାଇଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କର ଏଭଳି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯିବେ। ରାଜପାଲ ଯାଦବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଅଭିନେତା…

ବକ୍ସ ଅଫିସରେ ଧମାଲ କରୁଛି ‘ଭୁଲ ଭଲୈୟା-୩’ ଓ ‘ସିଙ୍ଗହମ୍ ଏଗେନ୍’: ଦ୍ୱିତୀୟ ଦିନରେ କାହାର…

ମୁମ୍ବାଇ: ନଭେମ୍ବର ୧ ଶୁକ୍ରବାର ସିନେମା ପ୍ରେମୀଙ୍କ ପାଇଁ ଏକ ବିଶେଷ ଦିନ ଥିଲା। କାରଣ ଦିପାବଳୀ ସହ ବିଶ୍ୱର ସମସ୍ତ ପ୍ରେକ୍ଷାଳୟରେ ଚଳିତ ବର୍ଷର ଦୁଇଟି ବଡ ଚଳଚ୍ଚିତ୍ର ମଧ୍ୟରେ ଏକ ଜବରଦସ୍ତ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଗୋଟିଏ ପଟେ କାର୍ତ୍ତିକ ଆର୍ଯ୍ୟଙ୍କ ଭୟଙ୍କର କମେଡି ଫିଲ୍ମ…

ରିଭିଲ୍ ହେଲା ଦୀପିକା-ରଣଭୀରଙ୍କ ଝିଅର ନାଁ, ସେୟାର କଲେ ଝିଅର ପ୍ରଥମ ଝଲକ

ମୁମ୍ବାଇ: ରିଭିଲ୍ ହେଲା ବଲିଉଡ୍ ଅଭିନେତ୍ରୀଦୀପିକା ପାଦୁକୋନ ଏବଂ ରଣଭୀର ସିଂହଙ୍କ ଝିଅର ନାଁ। ଏହାସହ ଦୀପିକା ଏବଂ ରଣଭୀର ସିଂ ଶୁକ୍ରବାର ଦିନ ନିଜ ଝିଅର ପ୍ରଥମ ଝଲକ ସେୟାର କରିଛନ୍ତି। ସେପ୍ଟେମ୍ବରରେ ଦୀପିକା ଏବଂ ରଣଭୀର ସେମାନଙ୍କର ଶିଶୁ କନ୍ୟାକୁ ସ୍ୱାଗତ କରିଥିଲେ। ଏବେ ଫ୍ୟାନ୍ସଙ୍କ…

ଲରେନ୍ସ ବିଷ୍ଣୋଇଙ୍କ ଭାଇକୁ ନେଇ ଆମେରିକାର ଆଲର୍ଟ, ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କାର୍ଯ୍ୟକଳାପକୁ ରୋକିବା ପାଇଁ ପ୍ରୟାସକୁ ବୃଦ୍ଧି କରାଯାଇଛି। ଏହାକୁ ନେଇ ଆମେରିକାର କର୍ତ୍ତୃପକ୍ଷ ସେମାନଙ୍କ ଦେଶରେ ଲରେନ୍ସଙ୍କ ସାନଭାଇ ଅନମୋଲ ବିଷ୍ଣୋଇ (୨୫) ଙ୍କ ଉପସ୍ଥିତି ସମ୍ପର୍କରେ ମୁମ୍ବାଇ ପୋଲିସକୁ ସତର୍କ କରାଇଛନ୍ତି।…

ଏଥର ପୁଅ ପାଇଁ ଫିଲ୍ମ କରିବେ ରାଜକୁମାର ହିରାନୀ

ମୁମ୍ବାଇ: ଲୋକପ୍ରିୟ ନିର୍ମାତା ରାଜକୁମାର ହୀରାନୀ ତାଙ୍କ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ସଂଜୟ ଦତ, ଶାହାରୁଖ ଖାଁ ଓ ଅମୀର ଖାଁଙ୍କ ସହ ସେ ଫିଲ୍ମ କରିଛନ୍ତି । ଏବେ ରାଜକୁମାର ତାଙ୍କ ପୁତ୍ର ବୀର ହିରାନୀଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ଓଟିଟି…

ଶାହାରୁଖ @ ୫୯: ଜାଣନ୍ତୁ କିଙ୍ଗଖାନଙ୍କ ବିଷୟରେ କିଛି ଅଜଣା କଥା

ମୁମ୍ବାଇ: କିଏ ତାଙ୍କୁ ବାଜିଗର କୁହେ ତ ଆଉ କିଏ କୁହେ ଦେବଦାସ । କିଏ ପୁଣି ଜିରୋ କୁହେ ତ ଆଉ କିଏ ଦିଲୱାଲେ । ‘କୁଛ କୁଛ ହୋତା ହେ’ ଠୁ ଆରମ୍ଭ କରି ‘ଦିଲ ବାଲେ ଦୁଲହନିଆ ଲେ ଜାୟେଙ୍ଗ’ ପର୍ଯ୍ୟନ୍ତ, ବଲିଉଡକୁ ଗୋଟିଏ ପରେ ଗୋଟିଏ ସୁପରହିଟ୍ ମୁଭି ଭେଟି ଦେଇଛନ୍ତି ସେ । ତାଙ୍କର ଦମଦାର ଅଭିନୟ…