Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ମୁସଲମାନମାନଙ୍କୁ ଭଲ ଚରିତ୍ରରେ ଦେଖାଯାଇ, ପଣ୍ଡିତମାନଙ୍କୁ ପରିହାସ କରାଯାଉଛି’

ମୁମ୍ବାଇ: ଭାରତରେ 'ଚକ୍ ଦେ! 'ଇଣ୍ଡିଆ' ଏକ ବହୁତ ଲୋକପ୍ରିୟ ଚଳଚ୍ଚିତ୍ର ଅଟେ । ଲୋକମାନେ ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରୁଥିବାବେଳେ ଏହାକୁ ସମାଲୋଚକମାନେ ମଧ୍ୟ ପ୍ରଶଂସା କରିଥିଲେ । ଶାହାରୁଖ ଖାନଙ୍କ ସହ କଳାକାରମାନଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଇଥିଲା । ବକ୍ସ ଅଫିସରେ ସଫଳ…

ଘୋଷଣା ହେଲା ‘ପୁଷ୍ପା ୨’ର ନୂଆ ରିଲିଜ୍ ତାରିଖ, ରେକର୍ଡ ଭାଙ୍ଗିବାକୁ ମେକର୍ସଙ୍କ ପ୍ଲାନ୍

ମୁମ୍ବାଇ‌: ବହୁ ପ୍ରତୀକ୍ଷିତ ଦକ୍ଷିଣ ଭାରତୀୟ ଫିଲ୍ମ‘ପୁଷ୍ପା ୨ ଦି ରୁଲ’ର ନୂଆ ରିଲିଜ୍‌ ତାରିଖ ଘୋଷଣା ହୋଇଛି। ଏହି ଫିଲ୍ମଟି ପୂର୍ବରୁ ଡିସେମ୍ବର ୬ ତାରିଖରେ ରିଲିଜ ହେବାର ଥିଲା, କିନ୍ତୁ ଅଲୁ ଅର୍ଜୁନ ନିଜେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜାରି କରି ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି।…

‘ଗଜନୀ ୨’ ପାଇଁ ଏକାଠି ସୁଟିଂ କରିବେ କି ଆମିର ଓ ସୁରିୟା… 

ମୁମ୍ବାଇ: ୨୦୦୮ ମସିହାରେ ଆମୀର ଖାନଙ୍କ ସୁପରହିଟ ଫିଲ୍ମ 'ଗଜନୀ' ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ପାର୍ କରିଥିଲା। ପ୍ରାୟ ୧୬ବର୍ଷ ପରେ ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସିକ୍ୱେଲ୍ ତିଆରି କରିବାକୁ ନିର୍ମାତା ମାନେ ଚିନ୍ତା କରିଛନ୍ତି। ଆମୀର ଖାନ ଏନେଇ ନିର୍ମାତା ଅଲୁ ଅରବିନ୍ଦ ଏବଂ ମଧୁ…

ମୁମ୍ବାଇ ପୋଲିସକୁ ବଡ ସଫଳତା, ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ଭୁବନେଶ୍ଵର: ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଦିଆଯିବା ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମୁମ୍ବାଇ ପୋଲିସ । ଧମକ ଦେଇଥିବା ଅଭିଯୁକ୍ତକୁ ଜମସେଦପୁରରୁ ଗିରଫ କରିଛି ମୁମ୍ବାଇ ପୋଲିସର ଏକ ଟିମ୍ । ଅଭିଯୁକ୍ତ ଜଣଙ୍କ କିଛି ଦିନ ତଳେ ମୁମ୍ବାଇ ଟ୍ରାଫିକ ପୋଲିସ ପାଖକୁ ଏକ ମେସେଜ…

ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଖୁସିରେ ବଞ୍ଚନ୍ତୁ ଯେପରିକି ଏହା ଆପଣଙ୍କର ଶେଷ ଦିନ: ହିନା

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରୀରୁ ବଲିଉଡ ପର୍ଯ୍ୟନ୍ତ ଯାତ୍ରା କରିଥିବା ହିନା ଖାନ ଆଜିକାଲି କ୍ୟାନ୍ସର ରୋଗ ସହ ଲଢୁଛନ୍ତି । ତେବେ ଅଭିନେତ୍ରୀଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟକର ସମୟ । କିଛି ଦିନ ପୂର୍ବରୁ ହିନା ଫ୍ୟାନ୍ସଙ୍କ ସହ ଏହା ସେୟାର କରିଥିଲେ ଯେ ତାଙ୍କୁ ବ୍ରେଷ୍ଟ କ୍ୟାନ୍ସର ହୋଇଛି ଏବଂ…

ହତ୍ୟା ଧମକ ପରେ ବି ଚାଲିଛି ସଲ୍ଲୁଙ୍କ ସୁଟିଂ, ‘ସିଙ୍ଘମ୍ ଏଗେନ୍’ରେ କେମିଓ କରିବେ ଭାଇଜାନ

ମୁମ୍ବାଇ: ଅନେକ ବଡ ଅଭିନେତା ଏକାଠି 'ସିଙ୍ଘମ୍' ରେ ସ୍କ୍ରିନ୍ ସେୟାର କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କ ସହ ରୋହିତ ଶେଟ୍ଟୀ ଏହି ଚଳଚ୍ଚିତ୍ରରେ ବହୁ ବଡ ବଡ଼ କଳାକାରଙ୍କୁ ମଧ୍ୟ ସାମିଲ କରାଇଛନ୍ତି। କୁହାଯାଉଥିଲା ଯେ ସଲମାନ ଖାନ ମଧ୍ୟ…

ପୁଣି ତାଜା ହେଲାକି ନସିରୁଦ୍ଦିନ ଶାହା ଓ ଅନୁପମ ଖେର ବିବାଦ!

ମୁମ୍ବାଇ: ବଲିଉଡ ଜଗତର ଦୁଇ ଲୋକପ୍ରିୟ କଳାକାର ନସିରୁଦ୍ଦିନ ଶାହା ଏବଂ ଅନୁପମ ଖେରଙ୍କ ମଧ୍ୟ ପୁଣି ବିବାଦ l କିଛି ବର୍ଷ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ହୋଇଥିବା ବିବାଦକୁ ପୁଣି ଉଠେଇଛନ୍ତି ଅନୁପମ l ଅନୁପମ କହିଛନ୍ତି ଯେ, ନସିରୁଦ୍ଦିନ ସାରଙ୍କୁ ଜବାବ ଦେବା ଜରୁରୀ ଥିଲା l କିନ୍ତୁ ତା ପରେ…

କାହିଁକି କୁହାଯାଏ ‘କୁମ୍ଭୀର କାନ୍ଦଣା’, ମିଛ କାନ୍ଦଣା….

ଭୁବନେଶ୍ବର: ଆମେମାନେ ପିଲାବେଳୁ ଏକ ରୂଢି ବାକ୍ୟ ଶୁଣି ଆସିଛେ, ଯାହା ହେଉଛି ‘କୁମ୍ଭୀର କାନ୍ଦଣା’ । ଅନେକ କଥାରେ ଲୋକେ କୁହନ୍ତି, ହେ ସେ କୁମ୍ଭୀର କାନ୍ଦଣା କାନ୍ଦୁଛି । ଅର୍ଥ, ମିଛରେ କାନ୍ଦୁଛି । ଅର୍ଥ ହେଲା କପଟୀର ଲୋକ ଦେଖା ପ୍ରଳାପ । ତେବେ କ’ଣ ଆପଣ ଜାଣନ୍ତି, କାହିଁକି ଏହାକୁ…

ଏହି ଓ୍ବେବ୍ ସିରିଜ୍ ମାଧ୍ୟମରେ ପୁଣି ଓଟିଟିକୁ ଫେରିବେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ୱେବ୍ ସିରିଜ୍ 'ସିଟାଡେଲ୍' ଯେଉଁଭଳି ଭାବେ ପ୍ରମୋସନ କରାଯାଇଥିଲା ସେହିଭଳି ତାହା ସଫଳତା ହାସଲ କରିପାରି ନଥିଲା । ତେବେ ନିର୍ମାତାମାନେ ଏହାର ଦ୍ୱିତୀୟ ଭାଗ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଏବଂ ସେ ସିଟାଡେଲ୍ ର ସୁଟିଂ…

ସାମନ୍ଥା ଟ୍ବିଟ୍ କରି କଙ୍ଗନାଙ୍କ ପାଇଁ ଲେଖିଲେ ଏପରି କିଛି…

ମୁମ୍ବାଇ: ଫିଲ୍ମ 'ଏମରଜେନ୍ସି' ରିଲିଜକୁ ନେଇ କଙ୍ଗନା ରାନାୱତ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସୁଥିଲେ । ଅଭିନେତ୍ରୀ କଙ୍ଗନା ଜଣେ ସୋସିଆଲ ମିଡିଆ 'ଏକ୍ସ' ବ୍ୟବହାରକାରୀଙ୍କୁ ଜାବାବ ଦେଇଛନ୍ତି ଯିଏ ଲେଖିଛନ୍ତି ଯେ, 'ଲୋଗୋଁକୋ ଉହ୍ନେ ଜଲାନେବୋଲଁସେ ଡରନା ଚାହିଏ' । ଏହି ପୋଷ୍ଟ ଉପରେ ଏକ…