Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ବିଗ୍‌ବସ୍‌ ୧୮’ରେ ନିୟାଙ୍କୁ ମିଳିଲା ନାହିଁ ଏଣ୍ଟ୍ରି, କ୍ଷମା ମାଗିଲେ ଅଭିନେତ୍ରୀ

ମୁମ୍ବାଇ: ଆରମ୍ଭ ହେଲା ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌ ୧୮’। ରବିବାରଠାରୁ ଏହି ଶୋ’ ଆରମ୍ଭ ହୋଇଯାଇଛି। ଏହି ଶୋ’ରେ ଅଭିନେତ୍ରୀ ନିୟା ଶର୍ମା ଅଂଶଗ୍ରହଣ କରୁଥିବା ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। ନିୟା ମଧ୍ୟ ପୂର୍ବରୁ ଉକ୍ତ ରିପୋର୍ଟକୁ ସ୍ଵୀକାର କରିଥିଲେ। ତେବେ ସେ ରବିବାର…

ଫିଲ୍ମ ସୁଟିଂ ସମୟରେ କଟିଲା ଇମ୍ରାନ ହାସମିଙ୍କ ବେକ…

ହାଇଦ୍ରାବାଦ: ଫିଲ୍ମ ସୁଟିଂ ବେଳେ ଆହତ ହେଲେ କିସର ବଏ । ଆକ୍ସନ୍ ରେ ଭରପୁର ଥିବା ଫିଲ୍ମ 'ଗୁଡାଚାରି ୨'ର ସୁଟିଂ ଚାଲିଥିବାବେଳେ ଇମରାନ ହାସମିଙ୍କ ବେକରେ ଗଭୀର ଆଘାତ ଲାଗିଛି । ଆଘାତ ସହିତ ତାଙ୍କର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କର ବେକ କଟିଯାଇଥିବା ବେଳେ ଏଥିରୁ ରକ୍ତ…

ପୁଣି ନିଜର ରୋମାଣ୍ଟିକ ଅନ୍ଦାଜରେ ବଲିଉଡକୁ ଫେରିବେ ଏହି ପାକିସ୍ତାନୀ ହିରୋ

ମୁମ୍ବାଇ: ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କର ପ୍ରଶଂସକ ମଧ୍ୟ ଭାରତରେ କମ୍ ନୁହଁନ୍ତି । ଦିନ ଥିଲା ତାଙ୍କର ରୋମାଣ୍ଟିକ୍ ଅନ୍ଦାଜରେ ପ୍ରଶଂସକମାନେ ପ୍ରଭାବିତ ହେଉଥିଲେ । ସୁନ୍ଦର ଚେହେରା ସହିତ ଚମତ୍କାର ଅଭିନୟ କରୁଥିବା ଫୱାଦ୍ ଖାନ୍ ୮ ବର୍ଷ ପରେ ପୁଣି ବଲିଉଡକୁ ପ୍ରତ୍ୟାବର୍ତ୍ତନ…

ଏତେ ପ୍ରଶଂସା ସାଉଟିବା ପରେ ମଧ୍ୟ କାହିଁକି ବନ୍ଦ ହେଲା ‘ସିଆଇଡି’, କାରଣ କହିଲେ ଏସିପି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ସୋ' ମଧ୍ୟରୁ ସିଆଇଡି ଥିଲା ଗୋଟେ l 1998ରେ ଆରମ୍ଭ ହୋଇଥିବା ଏହି ସୋ' ଦୀର୍ଘ 20 ବର୍ଷ ମଧ୍ୟରେ ବେଶ ପ୍ରଶଂସା ସାଉଁଟିବା ସହ ଭଲ ଟିଆରପି ମଧ୍ୟ ପାଇଥିଲା l ତେବେ 2018 ମସିହାରେ ଏହି ସୋ'କୁ ବନ୍ଦ କରାଯାଇଥିଲା l ଏହି ସୋ'ର…

କ୍ୟାଟ୍ରିନାଙ୍କୁ ଡାଏବେଟିସ୍ ! ହାତରେ କଳା ପ୍ୟାଚ୍ ଦେଖି ଚିନ୍ତାରେ ଫ୍ୟାନ୍ସ

ମୁମ୍ଵାଇ: ବଲିଉଡ୍‌ର ବାର୍ବିଡଲ୍‌ କ୍ୟାଟ୍ରିନା କୈଫଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ଅଛନ୍ତି ପ୍ରଶଂସକ। କାରଣ ତାଙ୍କ ହାତରେ ଏକ କଳା ପ୍ୟାଚ୍ ଦେଖିବାକୁ ମିଳିଛି। ଏହି କଳା ଦାଗ ମଧୁମେହ ରୋଗ ଥିଲେ ଦେଖିବାକୁ ମିଳେ। ଯାହାକୁ ଦେଖି ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ…

ପୁଣି ଏକାଠି ନଜର ଆସିବେ ନିର୍ଦ୍ଦେଶକ ମଣିରତ୍ନମ ଓ ଅଭିନେତା ରଜନୀକାନ୍ତ

ମୁମ୍ବାଇ: ପୁଣି ଠାରେ ଦୀର୍ଘ 36 ବର୍ଷ ପରେ ଏକାଠି ନଜର ଆସିବେ ଅଭିନେତା କମଲ ହାସନ ଏବଂ ନିର୍ଦ୍ଦେଶକ ମଣିରତ୍ନମ l ଶେଷଥର ପାଇଁ ଏହି ଦୁଇଜଣଙ୍କ ଯୋଡିକୁ 1987 ମସିହାର ହିଟ୍ ଫିଲ୍ମ 'ନାୟକନ୍'ରେ ଦେଖିବାକୁ ମିଳିଥିଲା l ଏହାପରେ ଆଗାମୀ ଚଳଚ୍ଚିତ୍ର 'ଠଗ୍ ଲାଇଫ୍'ରେ ଏହି ଦୁହେଁଙ୍କୁ ଦେଖିବାକୁ…

କୋରିଓଗ୍ରାଫର୍‌ଙ୍କୁ ଝଟ୍‌କା: ଫେରାଇ ନିଆଗଲା ଜାତୀୟ ପୁରସ୍କାର

ମୁମ୍ବାଇ: କୋରିଓଗ୍ରାଫର ଜାନି ମାଷ୍ଟରଙ୍କୁ ଝଟକା। ଶାରୀରିକ ନିର୍ଯାତନା ଅଭିଯୋଗରେ ଜାନି ମାଷ୍ଟର ସେପ୍ଟେମ୍ବର ୧୯ରୁ ଜେଲରେ ଅଛନ୍ତି। ଏହାରି ଭିତରେ ତାଙ୍କୁ ଲାଗିଛି ଆଉ ଏକ ବଡ଼ ଝଟକା। 'ମେଘମ୍ କାରୁକଥା' ଗୀତ ପାଇଁ 'ଶ୍ରେଷ୍ଠ କୋରିଓଗ୍ରାଫି କ୍ୟାଟେଗୋରୀରେ ଜାନି ମାଷ୍ଟରଙ୍କୁ ଦିଆଯାଇଥିବା…

୧୨ ବର୍ଷ ପରେ ଏକାଠି ସ୍କ୍ରିନ୍ ସେୟାର କରିବେ କରୀନା ଓ ସୈଫ୍, ଦର୍ଶକଙ୍କ ମନରେ ଉତ୍କଣ୍ଠା

ମୁମ୍ବାଇ: ପ୍ରଭାସ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ତାଙ୍କର ଚଳଚ୍ଚିତ୍ର 'କଲ୍‌କି 2898 AD' ରିଲିଜ୍ ହୋଇଛି। ଫିଲ୍ମଟି ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଥିଲା। ବର୍ତ୍ତମାନ ସେ ପରବର୍ତ୍ତୀ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି। ଫିଲ୍ମ ‘ସ୍ପିରିଟ୍‌’…

ଅଡୁଆରେ ରିୟା: ୫୦୦ କୋଟି ଠକେଇ ମାମଲରେ ଅଭିନେତ୍ରୀଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ପୁଣି ଅଡୁଆରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ୫୦୦ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀ ପୋଲିସ୍‌ ନୋଟିସ୍ ଜାରି କରିଛି। HIBOX ଆପ୍ ସହିତ ୫୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ଜେରା ପାଇଁ ରିୟାଙ୍କୁ ନୋଟିସ୍ ପଠାଇଛି ଦିଲ୍ଲୀ ପୋଲିସ୍‌। ଏଠାରେ କହି ରଖୁଛୁ HIBOX…

୩୯ର ହିରୋ, ୧୯ର ହିରୋଇନ; ୨୦ ବର୍ଷର ଛୋଟ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ… 

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ନିଜର ଆଗାମୀ ପ୍ରୋଜେକ୍ଟ ପାଇଁ ଲାଇମଲାଇଟରେ ରହିଛନ୍ତି। ନିକଟରେ ଖବର ଆସିଥିଲା ​​ଯେ 'ଡନ୍' 'ବ୍ୟତୀତ ଅଭିନେତା ଜଣକ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଆଉ ଏକ ଫିଲ୍ମ କରୁଛନ୍ତି। ତାଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ ଏବଂ ଆର ମାଧବନ ମଧ୍ୟ ଏହି…