Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ତନୁ ୱେଡ୍ସ ମନୁ- ୩’ରେ ତ୍ରିପଲ୍ ରୋଲରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ପୁଣିଥରେ ଆସିବାକୁ ଯାଉଛି 'ତନୁ ୱେଡ୍ସ ମନୁ- ୩'। ୨୦୧୧ ମସିହାରେ ନିର୍ଦ୍ଦେଶକ ଆନନ୍ଦ ଏଲ ରୟଙ୍କ ତନୁ ୱେଡ୍ସ ମନୁ ଫିଲ୍ମ ରିଲିଜ ହୋଇଥିଲା। ଯେଉଁଥିରେ କଙ୍ଗନା ରାନାୱତ ଏବଂ ଆର ମାଧବନଙ୍କୁ ଦେଖିବାକୁ ମିଳିଥିଲା। ଏହି ଯୋଡି ବକ୍ସ ଅଫିସରେ ଏକ ଧମାକା କରିଥିଲେ। ​ ଏହାର ଚାରି…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଗୋବିନ୍ଦା

ମୁମ୍ବାଇ: ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଗୋବିନ୍ଦା। ବଲିଉଡ ଅଭିନେତା ଗୋବିନ୍ଦା ମୁମ୍ବାଇର ଜୁହୁ ସ୍ଥିତ ବାସଭବନରେ ନିଜର ଲାଇସେନ୍ସପ୍ରାପ୍ତ ରିଭଲଭର ସଫା କରି କପବୋର୍ଡରେ ରଖୁଥିବା ବେଳେ ତଳେ ପଡି ଆକସ୍ମିକ ଗୁଳି ଫୁଟି ଥିଲା। ଗୁଳି ଗୋବିନ୍ଦାଙ୍କ ଆଂଠୁରେ ଲାଗିଥିଲା। ଏହି ଦୁର୍ଘଟଣା ପରେ…

ଖୁବ ଶୀଘ୍ର କିକ ୨: ଫେରିବ ଡେଭିଲ

ମୁମ୍ବାଇ: ୨୦୧୪ରେ ରିଲିଜ ହୋଇଥିବା ସଲମାନ ଖାଁ ଅଭିନୀତ କିକ ୨ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଡେଭିଲ ଭୂମିକାରେ ସେ ପ୍ରଶଂସକଙ୍କ ମନ ଜିଣିବାରେ ସଫଳ ହୋଇଥିଲେ । ଏହାର ସୀକ୍ୱେଲ ଖୁବ ଶୀଘ୍ର ଆସୁଛି । ନିର୍ମାତା ସାଜିଦ ନାଡିୟାଡୱାଲା ଏହାର ଘୋଷଣା କରିବା ସହ ଫାଷ୍ଟ ଲୁକ ମଧ୍ୟ ଜାରୀ…

୨୦ ବର୍ଷର ଝିଅ ସହ ରୋମାନ୍ସ କରିବେ ରଣଭୀର !

ମୁମ୍ବାଇ: ରଣଭୀର ସିଂ ଖୁବ୍ ଶୀଘ୍ର 'ସିଙ୍ଘମ୍ ଏଗେନ୍'ରେ ନଜର ଆସିବେ ଏବଂ ତାଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ ଏହି ସୂଚନା ମଧ୍ୟ ପ୍ରକାଶ ପାଇଛି। ରଣଭୀର ଆଦିତ୍ୟ ଧରଙ୍କ ସହିତ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି, ଯାହା ଏକ ସ୍ପାଇ ଆକ୍ସନ୍ ଥ୍ରୀଲର ହେବ। ସମ୍ପ୍ରତି ସୂଚନା…

ରିଲିଜ୍ ପୂର୍ବରୁ ‘ଭୁଲ୍‌ ଭୁଲେୟା-୩’ର କଲେକ୍ସନ୍‌ ହେଲାଣି ଏତିକି କୋଟି !

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଧୁମ୍ ମଚେଇଥିବା ଲୋକପ୍ରିୟ ଫିଲ୍ମ ‘ଭୂଲ ଭୂଲୈୟା ଫ୍ରାଞ୍ଚାଇଜ’ର ପାର୍ଟ-୨ ରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ନିଜ କାମର ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତିଥିଲେ। ଲୋକମାନେ ତାଙ୍କ ଫିଲ୍ମରେ ଅଭିନୟକୁ ବହୁତ ପସନ୍ଦ କରିଥିଲେ। ପ୍ରଶଂସକଙ୍କ ଏହି ଭଲପାଇବାକୁ…

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ଭେଟେରାନ୍ ଅଭିନେତାଙ୍କ ଦେହାନ୍ତ

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ଭେଟେରାନ୍ ଅଭିନେତା ସିନେମା ଜଗତକୁ ବିଦାୟ ଦେଇଛନ୍ତି। ୭୦ ବର୍ଷ ବୟସରେ ସାଉଥ୍ ଅଭିନେତା ମୋହନ ରାଜଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଗମ୍ଭୀର ରୋଗରେ ପୀଡିତ ଥିଲେ। ମୋହନ ରାଜ କେରଳର କାଞ୍ଜିରାମକୁଲମରେ ଥିବା ତାଙ୍କ ଘରେ ଚିକିତ୍ସିତ…

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର: ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ। ଗତ ରାତିରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଥିବା ଜଣାଯାଇଛି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ପେଟରେ ଅସହ୍ୟ ଯନ୍ତ୍ରଣା…

ନୂଆ ବିବାଦରେ ‘ବିବାଦ ରାଣୀ’

ମୁମ୍ବାଇ:ବିବାଦ କଙ୍ଗନା ରନୌତଙ୍କ ପିଛା ଛାଡୁନାହିଁ । ଏବେ ପୁଣି ନୂଆ ବିବାଦରେ ଫସିଛନ୍ତି ଅଭିନେତ୍ରୀରୁ ନେତ୍ରୀ ସାଜିଥିବା କଙ୍ଗନା । ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀରେ କଙ୍ଗନା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ହେଲେ…

ସାମନ୍ଥାଙ୍କୁ ନେଇ ଆପତ୍ତିଜନକ ବୟାନ, ଫସିଲେ ତେଲେଙ୍ଗାନା ମନ୍ତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନା କଂଗ୍ରେସ ସରକାରରେ ଜଣେ ମହିଳା ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ବୋବାଲ୍ ।  ମନ୍ତ୍ରୀଙ୍କ ବୟାନକୁ ନେଇ ତେଲେଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆକ୍ରୋଶ । ବିରୋଧୀ ଭାରତ ରାଷ୍ଟ୍ର ସମିତି-ବିଆରଏସର ବରିଷ୍ଠ ନେତା କେ.ଟି ରାମା ରାଓଙ୍କ ବିରୋଧରେ ଏକ ଅଭିଯୋଗ କରିଥିଲେ…

ତେଲେଙ୍ଗାନା ମନ୍ତ୍ରୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ନାଗାର୍ଜୁନ

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ନାଗା ଚେତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦକୁ ନେଇ ତେଲେଙ୍ଗାନା ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦ ଲାଗି ରହିଛି। ଏହା ମଧ୍ୟରେ ନାଗା ଚେତନ୍ୟଙ୍କ ବାପା ନାଗାର୍ଜୁନ ଆକ୍କିନେନି ତେଲେଙ୍ଗାନା ମନ୍ତ୍ରୀ ତଥା କଂଗ୍ରେସ ନେତା କୋଣ୍ଡା ସୁରେଖାଙ୍କ…