Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶାହାରୁଖଙ୍କ ସହ କୋର୍ଟରୁମ ଡ୍ରାମା କରିବାକୁ ଚାହୁଁଛନ୍ତି ପଠାନ ନିର୍ଦ୍ଦେଶକ

ମୁମ୍ବାଇ: ସୁପରହିଟ ଫିଲ୍ମ ପଠାନର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ତାଙ୍କର ଆଗାମୀ ଫିଲ୍ମ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଶାହାରୁଖ ଖାଁଙ୍କ ସହିତ କୋର୍ଟରୁମ ଡ୍ରାମା ଫିଲ୍ମ କରିବାକୁ ଚାହୁଁଛି । ଦୀର୍ଘ ଦିନ ଧରି ଏ ନେଇ ମୁଁ ଶାହାରୁଖଙ୍କ ସହିତ…

‘ବିଗ୍‌ବସ୍-୧୮’ର ମହଙ୍ଗା ପ୍ରତିଯୋଗୀ ନିୟା ଶର୍ମା, ଜାଣନ୍ତୁ କେତେ ନେବେ ପାରିଶ୍ରମିକ

ମୁମ୍ବାଇ: ଏବେ ବଲିଉଡର ଟାଇଗର ସଲମାନ ଖାନଙ୍କ ସୋ’ ବିଗ୍ ବସ୍ ୧୮କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟେଲିଭିଜନ୍‌ ଜଗତର ଲୋକପ୍ରିୟ ଶୋ’ ‘ବିଗ୍‌ ବସ୍‌-୧୮’। ଏଥିରେ ଭାଗ ନେବା ପାଇଁ ଅନେକ ପ୍ରତିଯୋଗୀଙ୍କ ନାଁ ଲଗାତାର ଚର୍ଚ୍ଚାକୁ ଆସୁଛି। ଚଳିତ…

ନାଗା ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦକୁ ନେଇ ମନ୍ତ୍ରୀଙ୍କ ବିବାଦୀୟ ବୟାନ

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ନାଗା ଚେତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ପ୍ରତ୍ୟାହାର କଲେ ତେଲେଙ୍ଗାନା ମନ୍ତ୍ରୀ କୋଣ୍ଡା ସୁରେଖା। ଏହାପୂର୍ବରୁ କୋଣ୍ଡା ସୁରେଖା ନାଗା ଚେତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦ ପଛରେ ବରିଷ୍ଠ ବିଆରଏସ ନେତା…

ପ୍ରଥମ ପତ୍ନୀଙ୍କ ଦୁଃଖରେ ପରିବାର ସହ ଛିଡା ହେଲେ ଅମୀର

ମୁମ୍ବାଇ: ଆମୀର ଖାନଙ୍କ ପ୍ରଥମ ତଥା ପୂର୍ବ ପତ୍ନୀ ରୀନା ଦତ୍ତଙ୍କ ପିତାଙ୍କର ଦେହାନ୍ତ ହୋଇଛି। ତେବେ ମୃତ୍ୟୁର କାରଣ ଜଣା ପଡିନାହିଁ। ବୁଧବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି କଷ୍ଟ ସମୟରେ ଆମୀର ଖାନ ରୀନାଙ୍କ ପରିବାର ସହିତ ଠିଆ ହୋଇଥିବା ନଜର ଆସିଛନ୍ତି। ରୀନାଙ୍କ ପିତା ଏକଦା…

‘ଦେଶର ପିତା ନୁହଁନ୍ତି, ବରଂ ଦେଶର ପୁଅ ଅଟନ୍ତି’

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ବୟାନବାଜୀ ପାଇଁ ଅନେକ ସମୟରେ ବିବାଦରେ ରହିଥାନ୍ତି । ମଣ୍ଡି ଲୋକସଭା ଆସନରୁ ସାଂସଦ କଙ୍ଗନା ରାଣାୱତ ବିନା ଦ୍ୱିଧାରେ ନିଜର ମତ ରଖିଥାନ୍ତି । କିନ୍ତୁ ତାଙ୍କର ଏହି କଥା ପାଇଁ କଙ୍ଗନାଙ୍କୁ ଅନେକ ଥର ଟ୍ରୋଲ କରାଯାଇଛି । ବର୍ତ୍ତମାନ…

୨୦୦ କୋଟି କ୍ଲବରେ ସାମିଲ ହେଲା ଜୁନିୟର ଏନଟିଆରଙ୍କ ‘ଦେବାରା-୧’

ମୁମ୍ବାଇ: ଗତ ସେପ୍ଟେମ୍ବର ୨୭ ତାରିଖରେ ମୁକ୍ତିଲାଭ କରିଥିଲା ଆକ୍ସନ ଷ୍ଟାର ଜୁନିୟର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବାରା-୧’ । ଫିଲ୍ମ ରିଲିଜ ହେବାର ଇତି ମଧ୍ୟରେ ୬ଦିନ ବିତିଗଲାଣି । ଏହି ୬ଦିନ ଭିତରେ ଫିଲ୍ମଟି ଜୋରଦାର ଆୟ ମଧ୍ୟ କରିଛି । ବକ୍ସ ଅଫିସରେ ଚଳଚ୍ଚିତ୍ରଟି…

ବିଜୟ ଥାଲାପତିଙ୍କ ଫିଲ୍ମରେ ବବି ଦେଓଲଙ୍କ ଏଣ୍ଟ୍ରି

ହାଇଦ୍ରାବାଦ: 'ଥାଲାପାଥି ୬୯' ସାଉଥ ସୁପରଷ୍ଟାର ବିଜୟଙ୍କ ଶେଷ ଚଳଚ୍ଚିତ୍ର ହୋଇପାରେ। ଯାହାକୁ ନେଇ ଖୁବ୍ ଉତ୍ସାହିତ ଫ୍ୟାନ୍। ନିର୍ମାତା ଫିଲ୍ମର କାଷ୍ଟକୁ ଆନାଉନ୍ସ କରିଛନ୍ତି, ଯେଉଁଥିରେ ବବି ଦେଓଲ ଏହି ଫିଲ୍ମରେ ନଜର ଆସିବେ ବୋଲି ଜଣାପଡିଛି। ନିକଟରେ ବଲିଉଡ ଅଭିନେତା ବବି ଦେଓଲ…

ଏକସିଡେଟାଂଲ୍ ଫାୟରିଂ : ଗୋବିନ୍ଦା ସ୍ଥିର, ଫ୍ୟାନ ଆଶ୍ୱସ୍ତ 

ମୁମ୍ବାଇ: ବଡ ଅଘଟଣରୁ ବର୍ତ୍ତିଲେ ଅଭିନେତା ଗୋବିନ୍ଦା । ସକାଳୁ ସକାଳୁ ଖବର ଆସିଲା ଯେ, ଗୋବିନ୍ଦାଙ୍କୁ ଗୁଳି ଲାଗିଛି । ସ୍ତବ୍ଧ ହୋଇଯାଇଥିଲେ ସିନେପ୍ରେମୀ । ପ୍ରକୃତ ଘଟଣା କ’ଣ, ତାହା ଧୀରେ ଧୀରେ ସ୍ପଷ୍ଟ ହୋଇଥିଲା । ମୁମ୍ବାଇର ଜୁହୁ ସ୍ଥିତ ବାସଭବନରେ ଗୋବିନ୍ଦା ନିଜର ଲାଇସେନ୍ସପ୍ରାପ୍ତ…

‘ଦମନ’କୁ ମିଳିବ ଜାତୀୟ ପୁରସ୍କାର, ପୁଣି ଥରେ ହେବ ରିଲିଜ

ଭୁବନେଶ୍ଵର: ୨୦୨୨ ମସିହା ନଭେମ୍ବର ୪ ତାରିଖରେ ମୁକ୍ତିଲାଭ କରିଥିବା ଓଡିଆ ଚଳଚ୍ଚିତ୍ର ଦମନକୁ ମିଳିବ ଜାତୀୟ ପୁରସ୍କାର । ଆସନ୍ତା ୮ ତାରିଖରେ ଏହି ପୁରଷ୍କାର ପ୍ରଦାନ କରାଯିବ । ଏହା ସହ ଠିକ୍ ପରଦିନ ଅର୍ଥାତ୍ ୯ ତାରିଖରେ ପୁଣି ସିନେମାଟି ପ୍ରେକ୍ଷାଳୟରେ ରିଲିଜ ହେବ । ତେବେ ଓଡ଼ିଶାର ୬…

ଅପରେସନ ପରେ ମେଡିକାଲରୁ ଅଡିଓ ଜାରି କଲେ ଗୋବିନ୍ଦା…

ମୁମ୍ବାଇ: ଗୋଡରେ ଗୁଳି ବାଜିବା ପରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା । ଅପରେସନ କରାଯାଇ ତାଙ୍କ ଗୋଡରୁ ଗୁଳି ବାହାର କରାଯାଇଥିବାବେଳେ, ମେଡିକାଲରୁ ପ୍ରଥମ ବୟାନ ତାଙ୍କର ସାମ୍ନାକୁ ଆସିଛି । ଗୋବିନ୍ଦା ଧୀର ସ୍ୱରରେ ନିଜର ବୟାନ ଦେଇଛନ୍ତି…