Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସିଦ୍ଧାର୍ଥ ଆନନ୍ଦଙ୍କ ଆକ୍ସନ ଫିଲ୍ମରେ ଅଭିନୟ କରିବେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ କ୍ରମାଗତ ଫ୍ଲପ ହେବା ପରେ ଏବେ ଖେଲ ଖେଲ ମେଁ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି । ଇତି ମଧ୍ୟରେ ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅକ୍ଷୟ ପଠାନ ଫେମ ଫିଲ୍ମମେକର ସିଦ୍ଧାର୍ଥ ଆନନ୍ଦଙ୍କ ସହ ଏକ ଫିଲ୍ମ କରିବାକୁ ଯାଉଛନ୍ତି ।…

ସୋସିଆଲ ମିଡିଆରେ ରାଜ୍ କରୁଛନ୍ତି ଅଭିନେତ୍ରୀ, ଫୋଲର୍ସ ରେସରେ ମୋଦିଙ୍କୁ ପଛରେ ପକାଇଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ବର୍ତ୍ତମାନ ମୁକ୍ତିଲାଭ କରିଥିବା କମେଡି ଫିଲ୍ମ ସ୍ତ୍ରୀ-୨ ର ସଫଳତାକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୫ରେ ମୁକ୍ତିଲାଭ କରିଛି। ଆଜି ଅର୍ଥାତ ଅଗଷ୍ଟ ୨୧ରେ ଫିଲ୍ମ ଏହାର ପ୍ରଥମ ସପ୍ତାହ ଶେଷ କରିବାକୁ ଯାଉଛି। ଏହି…

ପ୍ରମୋସନ ସମୟରେ ନିଜ ଡ୍ରେସରେ ନିଆଁ ଲଗାଇଲେ ଉର୍ଫି ଜାଭେଦ

ମୁମ୍ବାଇ: ସେନ୍ସର ଗାର୍ଲ ଉର୍ଫି ଜାଭେଦ ଆସିବା ଦିନଠାରୁ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଡ୍ରେସିଂ ସେନ୍ସ, ବୋଲ୍ଡନେସ୍ ଏବଂ ଖୋଲା ମନ୍ତବ୍ୟ ଯୋଗୁଁ ଉର୍ଫି ପ୍ରାୟତଃ ଆଲୋଚନାରେ ରୁହନ୍ତି। ବିଭିନ୍ନ ପ୍ରକାରର ଜିନିଷରେ ତିଆରି ଆଉଟଫିଟ ପିନ୍ଧି ଲୋକଙ୍କ ଦୃଷ୍ଟି…

ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କୁ ଦୁଷ୍କର୍ମ ଧମକ

କୋଲକାତା: ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ମିଳିଛି ଦୁଷ୍କର୍ମ ଧମକ। ଏନେଇ ସେ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଆମେ ମହିଳାଙ୍କ ପାଇଁ ନ୍ୟାୟ ଦାବି କରୁଛୁ, ଠିକ୍‌ ତ? ଏମାନେ ହେଉଛନ୍ତି ସେମାନଙ୍କ ମଧ୍ୟରୁ…

ସିକନ୍ଦରରେ ସଲମାନଙ୍କ ଡବଲ ରୋଲ

ମୁମ୍ବାଇ: ସଲମାନ ଖାଁ ଏବେ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦରର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଆର ମୁରୁଗାଦାସ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସାଜିଦ ନାଡିୟାଡୱାଲ ପ୍ରଡ୍ୟୁସର ରହିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ସିକନ୍ଦରରେ ସଲମାନ ଡବଲ ରୋଲ କରିବେ । ଇଦ ୨୦୨୫ରେ…

‘ଛାଭା’ ଟିଜର ଆଉଟ: ନୂଆ ରୂପରେ ବିକି କୌଶଲ, ଏହି ଦିନ ପରଦାକୁ ଆସିବ ଫିଲ୍ମ

ମୁମ୍ବାଇ: ଅଗଷ୍ଟ ୧୫ ରେ ଚଳଚ୍ଚିତ୍ର ‘ଛାଭା’ରେ ବିକି କୌଶଲଙ୍କର ପ୍ରଥମ ପୋଷ୍ଟର ଏବଂ ପ୍ରଥମ ଲୁକ ରିଲିଜ୍ ହୋଇଥିଲା। ଏହା ପରେ ଆଜି ତାଙ୍କର ସମ୍ପୂର୍ଣ୍ଣ ଲୁକ୍ ଏବଂ ଟିଜର ରିଲିଜ ହୋଇଛି। ବଲିଉଡ ଅଭିନେତା ବିକି କୌଶଲ ପୁଣି ପରଦାରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ । ବର୍ତ୍ତମାନ ଅଭିନେତା…

ଖୁବଶୀଘ୍ର ଯୁବରାଜ ସିଂଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ମୁମ୍ବାଇ: କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌ ଫିଲ୍ମ। ପ୍ରସିଦ୍ଧ ନିର୍ମାତା ଭୂଷଣ କୁମାର ଯୁବରାଜଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ୨୦୦୭ରେ ଟି-୨୦ ବିଶ୍ୱକପ ଚାମ୍ପିୟନ ଏବଂ ୨୦୧୧ରେ ଏକ ଦିବସୀୟ ବିଶ୍ୱକପ ଚାମ୍ପୟନ ହେବା ସମୟରେ…

ବି-ଟାଉନରେ ରକ୍ଷା ବନ୍ଧନ ଉତ୍ସବ, ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ସେଲିବ୍ରିଟିଙ୍କ ଫଟୋ

ମୁମ୍ବାଇ: ଆଜି ସାରା ଦେଶ ରକ୍ଷାବନ୍ଧନ ପର୍ବ ପାଳନ ହେଉଛି। ଭଉଣୀମାନେ ଭାଇଙ୍କୁ ରାକ୍ଷୀ ବାନ୍ଧି ବନ୍ଧୁଛନ୍ତି। ଭଉଣୀମାନଙ୍କୁ ସୁରକ୍ଷା ଦେବା ପାଇଁ ଭାଇମାନେ ପ୍ରତିଶ୍ରୁତି ଦେଉଛନ୍ତି। ଏହି ସମୟରେ ବଲିଉଡର ସେଲିବ୍ରେଟମାନେ ମଧ୍ୟ ସୁନ୍ଦର ପର୍ବ ରାକ୍ଷୀ ପାଳନ କରୁଛନ୍ତି। ବଲିଉଡର…

ନ୍ୟୁୟର୍କରେ ଭାରତୀୟ କଳା ସଂସ୍କୃତିର ଝଲକ, ୪୨ତମ ବାର୍ଷିକ ଇଣ୍ଡିଆ ଡେ ପରେଡରେ ସୋନାକ୍ଷୀ ଓ ପଙ୍କଜ ତ୍ରିପାଠୀ ସାମିଲ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସହରରେ ଭାରତୀୟ କଳା ସଂସ୍କୃତିର ଝଲକ। ରାମ ମନ୍ଦିର ଢାଞ୍ଚାର ପ୍ରଜ୍ଞାପନ ମେଢ଼ ସହ ପାରମ୍ପରିକ ବାଦ୍ୟ ଗୀତରେ କମ୍ପିଲା ନ୍ୟୁୟର୍କ ସହର। ୪୨ ତମ ବାର୍ଷିକ ଇଣ୍ଡିଆ ଡେ ପରେଡରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ପରେଡରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା,…

ହସ୍ପିଟାଲରେ ଭର୍ତ୍ତି ହେଲେ ମୋହନଲାଲ

କୋଚି: ମାଲାୟାଲମ୍ ସୁପରଷ୍ଟାର ମୋହନଲାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ମୋହନଲାଲଙ୍କୁ ଜ୍ୱର ସହ ଶ୍ୱାସକ୍ରିୟାରେ ସମସ୍ୟା ଏବଂ ମାଂସପେଶୀରେ ଯନ୍ତ୍ରଣା ଯୋଗୁ ତାଙ୍କୁ କୋଚିର ଅମୃତା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି। ପରବର୍ତ୍ତୀ ସମୟରେ…