Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ପୁଷ୍ପା ୨ ଦି ରୁଲ୍‌’ର ନୂଆ ପୋଷ୍ଟର ରିଲିଜ୍; ଦର୍ଶକ କହିଲେ ଭାଙ୍ଗିବ ସବୁ ରେକର୍ଡ

ମୁମ୍ବାଇ‌: ବହୁ ପ୍ରତୀକ୍ଷିତ ଦକ୍ଷିଣ ଭାରତୀୟ ଫିଲ୍ମ‘ପୁଷ୍ପା ୨ ଦି ରୁଲ୍‌’ର ନୂଆ ପୋଷ୍ଟର ରିଲିଜ୍‌ ହୋଇଛି। ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଉ ଏକ ଲୁକ୍ ଦର୍ଶକଙ୍କୁ ଅକୃଷ୍ଟ କରିଛି। ଏହି ପୋଷ୍ଟର ପୁଣି ଥରେ ପ୍ରଶଂସକଙ୍କ ଉତ୍କଣ୍ଠାକୁ ଦ୍ୱିଗୁଣ ବଢାଇଛି। ନୂଆ ପୋଷ୍ଟରରେ ଅଭିନେତା…

ଫେମିନା ମିସ୍ ଇଣ୍ଡିଆ ୨୦୨୪ ବନିଲେ ନିକିତା ପୋରୱାଲ୍

ମୁମ୍ବାଇ: ମଧ୍ୟପ୍ରଦେଶର ଉଜୈନ ବାସିନ୍ଦା ନିକିତା ପୋରୱାଲ ଫେମିନା ମିସ୍ ଇଣ୍ଡିଆ ୨୦୨୪ ଟାଇଟଲ୍ ଜିତିଛନ୍ତି। ନିକିତା ଏବେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ପାଇଁ ପ୍ରତିନିଧିତ୍ୱ କରିବେ। ଫେମିନା ମିସ୍ ଇଣ୍ଡିଆ ୨୦୨୩ର ବିଜେତା ନନ୍ଦିନୀ ଗୁପ୍ତା ନିକିତାଙ୍କୁ ମୁକୁଟ ପିନ୍ଧାଇଥିଲେ। ଏହି ଘଟଣା…

କିଏ ନିକିତା ପୋରୱାଲ ? ଯିଏ ଫେମିନା ମିସ୍ ଇଣ୍ଡିଆ ୨୦୨୪ର ପିନ୍ଧିଲେ ମୁକୁଟ

ନୂଆଦିଲ୍ଲୀ: ଫେମିନା ମିସ ଇଣ୍ଡିଆ ୨୦୨୪ର ଗ୍ରାଣ୍ଡ ଫାଇନାଲ ଅକ୍ଟୋବର ୧୬ରେ ଆୟୋଜିତ ହୋଇଯାଇଛି। ଭାରତର ଏହି ମୋଷ୍ଟ ଆଇକନିକ ବିୟୁଟି ପେଜେଣ୍ଟର ୬୦ ତମ ବାର୍ଷିକୀରେ, ମଧ୍ୟପ୍ରଦେଶର ନିକିତା ପୋରୱାଲ ବିଜୟୀ ହୋଇଛନ୍ତି। ସେ ଫେମିନା ମିସ୍ ଇଣ୍ଡିଆ ୨୦୨୪ର ପିନ୍ଧିଲେ ମୁକୁଟ। ତାଙ୍କୁ ଫେମିନା…

ଫିଲ୍ମ ଷ୍ଟାରଙ୍କ ଅପେକ୍ଷା ଏହି ଗ୍ୟାଙ୍ଗଷ୍ଟର ଅଧିକ ଗୁଡଲୁକିଂ: ରାମ ଗୋପାଳ ବର୍ମା

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ସେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ପ୍ରଶଂସା କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କୌଣସି ଷ୍ଟାରଙ୍କ ଅପେକ୍ଷା ଗ୍ୟାଙ୍ଗଷ୍ଟର ଲରେନ୍ସ ଅଧିକ ସୁନ୍ଦର ବୋଲି…

ଡେଲିଭରିର ମାତ୍ର ୪୦ ଦିନ ପରେ କାମକୁ ଫେରିଲେ ଦୀପିକା…

ମୁମ୍ବାଇ: ଗତ ମାସରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମା' ହୋଇଥିଲେ । ସେ ସେପ୍ଟେମ୍ବର ୮ରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ, ଯାହା ସେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ । ଅଭିନେତ୍ରୀ ମାଆ ହେବାର ୪୦ ଦିନ ନବିତୁଣୁ ପୁଣି ସେ ଅଭିନୟ ଦୁନିଆକୁ ଫେରୁଥିବା ନେଇ ଦୀପିକା ନିଜେ ଘୋଷଣା…

ବିଷ୍ଣୋଇ ସମ୍ପ୍ରଦାୟ ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ କଳା ହରିଣ? ସଲମାନ ଓ ଲରେନ୍ସ ମଧ୍ୟରେ ଚାଲିଛି ଛକାପଞ୍ଝା

ମୁମ୍ବାଇ: ୧୯୯୮ ମସିହାରେ ଫିଲ୍ମ ‘ହମ ସାଥ ସାଥ ହୈ’ର ସୁଟିଂ ସମୟରେ ଅଭିନେତା ସଲମାନ ଖାନଙ୍କ ସମେତ କିଛି ସେଲିବ୍ରିଟି କୃଷ୍ଣସାର ମୃଗକୁ ଶୀକାର କରିଥିବା ଅଭିଯୋଗ ଆସିଥିଲା। ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅଛି। ଏହି ଘଟଣାରେ ବିଷ୍ଣୋଇ ସମାଜ ମଧ୍ୟରେ ବ୍ୟାପକ କ୍ରୋଧ ସୃଷ୍ଟି…

୧୫ ବର୍ଷ ପରେ ଟେଲିଭିଜନ ଜଗତକୁ ଫେରିବେ ସ୍ମୃତି ଇରାନୀ!

ମୁମ୍ବାଇ: ଅଭିନେତ୍ରୀରୁ ରାଜନେତା ସାଜିଥିବା ସ୍ମୃତି ଇରାନୀଙ୍କୁ ଏକତା କପୁରଙ୍କ ସୋ 'କ୍ୟୁଙ୍କି ସାସ୍ ଭି କଭୀ ବହୁ ଥି'ରୁ ଏକ ନୂଆ ପରିଚୟ ମିଳିପାରି ଥିଲା । ଏହାପରେ ସ୍ମୃତି ଟେଲିଭିଜନ ଦୁନିଆରୁ ଏକ ପ୍ରକାରର ଦୁରେଇ ଯାଇଥିଲେ l ଏବେ ଦୀର୍ଘ ୧୫ ବର୍ଷ ପରେ ସ୍ମୃତି ଇରାନୀ ପୁଣି ଥରେ…

ବାବା ସିଦ୍ଦିକିଙ୍କ ପରେ ଲରେନ୍ସ ବିଷ୍ଣୋଇଙ୍କ ହିଟ୍ ଲିଷ୍ଟରେ ଜଣେ ବଡ ହାସ୍ୟ ଅଭିନେତା

ମୁମ୍ବାଇ: ବାବା ସିଦ୍ଦିକିଙ୍କ ପରେ ଜଣେ ବଡ ହାସ୍ୟ ଅଭିନେତା ଏବେ ଲରେନ୍ସ ବିଷ୍ଣୋଇଙ୍କ ହିଟ୍ ଲିଷ୍ଟରେ ଅଛନ୍ତି। ଏହି ହାସ୍ୟ ଅଭିନେତା ହିନ୍ଦୁ ଦେବାଦେବୀଙ୍କ ଉପରେ ଅନେକ ଥର ମନ୍ତବ୍ୟ ଦେଇ ସାରିଛନ୍ତି। ଏହି ହାସ୍ୟ ଅଭିନେତାଙ୍କ ବିଷୟରେ ମୁମ୍ବାଇ ପୋଲିସ ଗୁପ୍ତ ସୂଚନା ପାଇଛି। ଏନସିପି ଅଜିତ…

ଏହି ଫିଲ୍ମ ପାଇଁ ନାସିରୁଦ୍ଦିନଙ୍କ ପ୍ରଶ୍ନ: ସମସ୍ତ ଆତଙ୍କବାଦୀ ମୁସଲମାନ କାହିଁକି ?

ମୁମ୍ବାଇ: ଅଜୟ ଦେବଗାନଙ୍କ ଫିଲ୍ମ 'ଔରୋଁ ମୈଁ କାହାଁ ଦମ୍ ଥା' ବକ୍ସ ଅଫିସରେ ଖରାପ ପ୍ରଦର୍ଶନ କରିଥିଲା। ବର୍ତ୍ତମାନ ଏହା ପ୍ରାଇମ୍ ଭିଡିଓରେ ଷ୍ଟ୍ରିମିଂ ହେଉଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୀରଜ ପାଣ୍ଡେ ଏବଂ ଶୀତଲ ଭାଟିଆ। ଏକାଠି ସେମାନଙ୍କର ପ୍ରଥମ ଉଦ୍ୟମ ଥିଲା 'ଏ ୱେଡନେସ ଡେ' ନାମକ…

୨୦୨୪ର ସୁନ୍ଦରୀ ଶାକାହାରୀ ସେଲିବ୍ରିଟି ବନିଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ

ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପିପୁଲ୍ସ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ (ପେଟା) ଭାରତ ପକ୍ଷରୁ 'ସବୁଠୁ ସୁନ୍ଦର ଶାକାହାରୀ ସେଲିବ୍ରିଟି' ଭାବେ ସମ୍ମାନିତ କରାଯାଇଛି। ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇଥିବା ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଦୀର୍ଘ ଦିନ ଧରି…