Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କିଏ ସେ ତୁମ୍ବାଡ ଫିଲ୍ମର ଦେବତା ହସ୍ତର, କ’ଣ ତାଙ୍କ ଅସଲ କାହାଣୀ?

ମୁମ୍ବାଇ: ସୋହମ୍ ଶାହାଙ୍କ ଚଳଚ୍ଚିତ୍ର ତୁମ୍ବାଡ ୨୦୧୮ରେ ମୁକ୍ତିଲାଭ କରିଥିଲା, କିନ୍ତୁ ବର୍ତ୍ତମାନ ଏହାର ପୁନଃ ରିଲିଜ୍ ପରେ ଅଧିକ ଆଲୋଚନାର କେନ୍ଦ୍ର ପାଲଟିଛି । ଲୋକମାନେ ବିଶେଷ ଭାବରେ ଏହି ଚଳଚ୍ଚିତ୍ରର ହସ୍ତରଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହୁଛନ୍ତି । ତେବେ ଜାଣନ୍ତୁ ଏହି…

ବଲିଉଡ ସମ୍ପର୍କରେ କଙ୍ଗନା ଯାହା କହୁଛନ୍ତି ତାହା ଠିକ: ଉର୍ବଶୀ

ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ଫିଲ୍ମ ଇଣ୍ଡଷ୍ଟ୍ରିର ନକାରାତ୍ମକ ଦିଗକୁ ସାହସର ସହ ସାମ୍ନା ଆଣିଥାନ୍ତି । ଅଭିନେତ୍ରୀ ଉର୍ବଶୀ ରୌତେଲା ଏବେ କଙ୍ଗନାଙ୍କୁ ସମର୍ଥନ କରିଛନ୍ତି । ସେ କହିଛନ୍ତି କଙ୍ଗନା କିଛି ଭୁଲ କଥା କହୁ ନାହାନ୍ତି । ତାଙ୍କର ସାହସ ଅଛି ବୋଲି ସେ ଏ…

ଅଭିଷେକଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା ଭିତରେ ଐଶ୍ୟର୍ଯ୍ୟଙ୍କ ହାତରେ ଏ କଣ?

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ଆଜିକାଲି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି ମାସ ହେବ ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ମତଭେଦ ହେଉଥିବା ଖବର ଚର୍ଚ୍ଚାରେ ରହିଛି । କିନ୍ତୁ ଦୁହେଁ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି। ଉଭୟ ଐଶ୍ୱର୍ଯ୍ୟା ଓ ଅଭିଷେକ ନିଜ ସମ୍ପର୍କ…

ଓସ୍କାର ଦୌଡ଼ରେ ‘ଲାପତା ଲେଡିଜ୍‌’

ମୁମ୍ବାଇ: ଓସ୍କାର ଆୱାର୍ଡ ଦୌଡ଼ରେ ହିନ୍ଦୀ ଫିଲ୍ମ 'ଲାପତା ଲେଡିଜ୍‌'। ବେଷ୍ଟ ଫରେନ୍ ଫିଲ୍ମ-୨୦୨୫ ବର୍ଗରେ ସ୍ଥାନ ପାଇଲା ଲାପତା ଲେଡିଜ୍। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବ ବୋଲି ଘୋଷଣା ହୋଇଛି। ଫିଲ୍ମଟି ଜବରଦସ୍ତ ହିଟ୍‌…

ସୁନ୍ଦରୀ ରିୟା ସିଙ୍ଘା ପିନ୍ଧିଲେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ମୁକୁଟ

ଜୟପୁର: ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ମୁକୁଟ ପିନ୍ଧିଲେ ରିୟା ସିଙ୍ଘା l ରାଜସ୍ଥାନର ଜୟପୁରରେ ଆୟୋଜିତ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ପ୍ରତିଯୋଗିତାର ଟାଇଟଲ୍ ଜିତିଛନ୍ତି ରିୟା ସିଙ୍ଘା l ରିୟାଙ୍କୁ ଏହି ମୁକୁଟ ପିନ୍ଧାଇଛନ୍ତି ବଲିଉଡ ସୁନ୍ଦରୀ ଉର୍ବଶୀ ରାଉତେଲା । ପ୍ରାୟ ୫୧ ଜଣ…

ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ମେଗାଷ୍ଟାର ଚିରଞ୍ଜିବୀ

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ଚିରଞ୍ଜିବୀଙ୍କ ନାମ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଏହି ମେଗାଷ୍ଟାର ତାଙ୍କ ୪୫ ବର୍ଷ କ୍ୟାରିୟରରେ ୫୩୭ ଗୀତରେ ୨୪ ହଜାର ପ୍ରକାରର ଡ୍ୟାନ୍ସ ମୁଭ କରିଛନ୍ତି । ବଲିଉଡ ଅଭିନେତା ଅମୀର ଖାଁ ତାଙ୍କୁ ଏଥିନେଇ ସ୍ୱତନ୍ତ୍ର…

ପୁଣି ରିଲିଜ ହେଲା ଫିଲ୍ମ ‘ଭୀର ଜାରା’, ଶହେ କୋଟି ଆୟ କରି ରଚିଲା ଇତିହାସ

ମୁମ୍ବାଇ: ପୁଣି ରିଲିଜ ହେଲା ୨୦ ବର୍ଷ ପୁରୁଣା ଫିଲ୍ମ 'ଭୀର ଜାରା'। ବଲିଉଡ ତାରକା ଶାହାରୁଖ ଖାନ ଏବଂ ପ୍ରୀତି ଜିଣ୍ଟାଙ୍କ ଅଭିନୀତ ଏହି ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ୍ ପରେ ମଧ୍ୟ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି। ୟଶ ଚୋପ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ଭୀର ଜାରା ବକ୍ସ ଅଫିସରେ ୧୦୦…

ଜାତିସଂଘରେ ଭାରତର ଯୁବ ଚାମ୍ପିଅନ୍ ସଞ୍ଜନା, ଯୁବପିଢ଼ିଙ୍କୁ ନେଇ ଦେଲେ ବାର୍ତ୍ତା

ନୂଆଦିଲ୍ଲୀ: ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (UNDP) ଭାରତ ଯୁବ ଚାମ୍ପିଅନ୍ ଭାବରେ ଅଭିନେତ୍ରୀ ସଞ୍ଜନା ସାଂଘୀଙ୍କୁ ନିଯୁକ୍ତ କରାଯାଇଛି। ନିଜର ଦାୟିତ୍ୱକୁ ସମ୍ପୂର୍ଣ୍ଣ ଆନ୍ତରିକତାର ସହ ଗ୍ରହଣ କରି ସଞ୍ଜନା ଶନିବାର ନ୍ୟୁୟର୍କରେ ମିଳିତ ଜାତିସଂଘର ଭବିଷ୍ୟତ କାର୍ଯ୍ୟ ଦିବସ…

‘ସିଂଘମ ଏଗେନ’ରେ ଚୁଲବୁଲ ପାଣ୍ଡେଙ୍କ ହେବ କି ଏଣ୍ଟ୍ରି !

ମୁମ୍ବାଇ: ସିଂଘମ ଫ୍ରାଞ୍ଚାଇଜର ଭାଗିଦାରୀ ହେବାକୁ ଯାଉଛନ୍ତି କି ଚୁଲବୁଲ ପାଣ୍ଡେ? ରୋହିତ ଶେଟ୍ଟୀଙ୍କ ସଂଘମ ଏଗେନ ଦିପାବଳୀ ଅବସରରେ ରିଲିଜ ହେବାକୁ ଯାଉଛି। ଏଥିଲାଗି ପ୍ରସ୍ତୁତି ଜୋରସୋର ଚାଲିଛି। ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ଫିଲ୍ମର ଟ୍ରେଲର ପାଇଁ…

ସଲମାନ ଖାନଙ୍କ ବାପାଙ୍କୁ ପୁଣି ହତ୍ୟା ଧମକ !

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଅନେକ ଥର ମୃତ୍ୟୁ ଧମକ ମିଳିଛି। କିଛି ଦିନ ପୂର୍ବେ ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଗୁଳି ଚାଳନା ହୋଇଥିଲା। ବର୍ତ୍ତମାନ ଏହାର କିଛି ମାସ ପରେ ତାଙ୍କ ପିତା ସଲିମ ଖାନଙ୍କୁ ବୁର୍ଖା ପିନ୍ଧିଥିବା ଜଣେ ମହିଳା ଧମକ…