Latest Odisha News
Browsing Category

ମନୋରଞ୍ଜନ

ସେନସର ବୋର୍ଡ ଉପରେ କାହିଁକି ବର୍ଷିଲେ ହାଇକୋର୍ଟ

ମୁମ୍ବାଇ: କଙ୍ଗନା ରଣାୱତଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ଦୀର୍ଘ ଦିନ ଧରି ବିବାଦ ଘେରରେ ରହିଛି। ଏହି ଫିଲ୍ମକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ତରଫରୁ ଫିଲ୍ମ ରିଲିଜ ନେଇ ମଧ୍ୟ କ୍ଲିୟରାନ୍ସ ମିଳିନାହିଁ। ଏହାରି ମଧ୍ୟରେ ଆଜି ବମ୍ବେ ହାଇକୋର୍ଟରେ…

ପରଲୋକରେ ହିମେଶ ରେଶମିୟାଙ୍କ ବାପା

ମୁମ୍ବାଇ: ପରଲୋକରେ ହିମେଶ ରେଶମିୟାଙ୍କ ବାପା। ୮୭ ବର୍ଷ ବୟସରେ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ବିପିନ ରେଶମିୟାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ…

ଧମାଲ କରୁଛି ସ୍ତ୍ରୀ-୨; ଯବାନକୁ ପଛରେ ପକାଇ ବନିଲା ନଂ ୧

ମୁମ୍ବାଇ: ଧମାଲ କରୁଛି ସ୍ତ୍ରୀ-୨। ଶ୍ରଦ୍ଧା କପୁରଙ୍କ ଅଭିନୀତ ଏହି ଫିଲ୍ମ ବର୍ତ୍ତମାନ ହିନ୍ଦୀ ସିନେମାର ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ଏପରିକି କିଙ୍ଗ ଖାନଙ୍କ 'ଯବାନ'କୁ ପଛରେ ପକାଇ ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ମ୍ୟାଡକ୍ ଫିଲ୍ମସ୍ ପକ୍ଷରୁ…

କାହିଁକି ବିକିଲେ ମୁମ୍ଵାଇ ବଙ୍ଗଳା, ଖୁଲାସା କଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ବିବାଦୀୟ ବୟାନ ଯୋଗୁଁ ଅନେକ ସମୟରେ ଶୀର୍ଷରେ ଥା’ନ୍ତି। ତାଙ୍କ ଫିଲ୍ମ ଏମର୍ଜେନ୍ସିକୁ ନେଇ ବିବାଦ ଚାଲିଥିବାରୁ ଫିଲ୍ମ ଏପର୍ଯ୍ୟନ୍ତ ରିଲିଜ ହୋଇନାହିଁ। ଏହି ସମୟରେ କଙ୍ଗନାଙ୍କୁ ନେଇ ବଡ଼ ଅପଡେଟ ଆସିଛି। କଙ୍ଗନାଙ୍କୁ ମୁମ୍ବାଇ ବଙ୍ଗଳା…

ଅଜବ ଫ୍ୟାନ୍ସ, ହିରୋଙ୍କ ପାଇଁ ବନିଯାଇଥିଲେ ଚାକରାଣୀ

ମୁମ୍ବାଇ: ନିଜ ପ୍ରିୟ ହିରୋଙ୍କୁ ଅସଲ ଜୀବନରେ ଦେଖିବା ପାଇଁ ସମସ୍ତେ ଇଚ୍ଛା କରିଥାନ୍ତି। ଅନେକ ସତ ଜୀବନରେ ଭେଟିଥାନ୍ତି ମଧ୍ଯ। କିନ୍ତୁ ଇଏ ଏଭଳି ଜଣେ ଫ୍ୟାନ୍ସ ଯିଏ ନିଜ ପ୍ରିୟ ହିରୋଙ୍କୁ ଦେଖିବା ପାଇଁ ବନିଯାଇଥିଲେ ଚାକରାଣୀ। ଏପରି ଏକ ଖୁଲାସା କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦାଙ୍କ…

କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ହାଇଦ୍ରାବାଦ: ତେଲୁଗୁ କୋରିଓଗ୍ରାଫର ଜାନି ମାଷ୍ଟରଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ଜାତୀୟ ପୁରସ୍କାର ପ୍ରାପ୍ତ ନୃତ୍ୟ ନିର୍ଦେଶକ ଜାନି ମାଷ୍ଟରଙ୍କ ନାଁରେ ରୁଜୁ ହୋଇଛି ଦୁଷ୍କର୍ମ ମାମଲା। ତାଙ୍କ କାର୍ଯ୍ୟ କରୁଥିବା ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ଜାନି ଦୁଷ୍କର୍ମ କରିଥିବା…

ପଡିଲା ହାତଗଣ୍ଠି, ଅଦିତିଙ୍କ ସାତ ଜନ୍ମର ସାଥୀ ହେଲେ ସିଦ୍ଧାର୍ଥ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ଅଦିତି ରାଓ ହାଇଦରୀ । ଅଦିତିଙ୍କ ସାତ ଜନ୍ମର ସାଥୀ ହେଲେ ସିଦ୍ଧାର୍ଥ । ମାର୍ଚ୍ଚରେ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଏବେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହେଁ ସିକ୍ରେଟ ଭାବେ ବିବାହ କରିଥିବା ବେଳେ ଏବେ ଦମ୍ପତିଙ୍କ ବିବାହ ଫଟୋ…

ସିକନ୍ଦରରେ କାଜଲଙ୍କ ଏଣ୍ଟ୍ରି

ମୁମ୍ବାଇ: ସଲମାନ ଖାନ ୨୦୨୪ର ଆରମ୍ଭରୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ସିକନ୍ଦର ଘୋଷଣା କରିଥିଲେ। ଯାହା ପରେ ପ୍ରଶଂସକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ ଏହା ସହିତ ଜଡିତ ପ୍ରତ୍ୟେକ ଅପଡେଟକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଫିଲ୍ମ ସହ ଜଡିତ ଏକ ମଜାଦାର ଅପଡେଟ୍ ସାମ୍ନାକୁ ଆସିଛି।…

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ଦୀପିକା, ସାମ୍ନାକୁ ଆସିଲା ଦମ୍ପତିଙ୍କ ପ୍ରଥମ ଝଲକ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ କପଲ୍ ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ୮ ସେପ୍ଟେମ୍ବର ୨୦୨୪ ରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ସେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କିନ୍ତୁ ସେମାନେ ନିଜର ଝିଅର ଫଟୋ ସୋସିଆଲ ମିଡିଆରେ ସେୟାର କରିନାହାଁନ୍ତି। ସେମାନେ ଗୋପନ ରଖିବାକୁ…

ବିଜୟଙ୍କ ଶେଷ ଫିଲ୍ମ ଅକ୍ଟୋବର ୨୦୨୫ରେ ହେବ ରିଲିଜ

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟଙ୍କ ଶେଷ ଫିଲ୍ମ ଦଳପତି ୬୯ର ରିଲିଜ ଡେଟ କେବେ ହେବ ତାର ଘୋଷଣା ମେକର୍ସ କରିଛନ୍ତି । ବିଜୟ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଏହା ତାଙ୍କର ଶେଷ ଫିଲ୍ମ ହେବ କହିଥିଲେ । କେଭିଏନ ପ୍ରଡକ୍ସନ ଏହି ଫିଲ୍ମ ନିର୍ମାଣ କରୁଛି । ଆସନ୍ତା ବର୍ଷ ଅକ୍ଟୋବରରେ ଫିଲ୍ମ…