Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଡୁଆରେ ରିୟା: ୫୦୦ କୋଟି ଠକେଇ ମାମଲରେ ଅଭିନେତ୍ରୀଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ପୁଣି ଅଡୁଆରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ୫୦୦ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀ ପୋଲିସ୍‌ ନୋଟିସ୍ ଜାରି କରିଛି। HIBOX ଆପ୍ ସହିତ ୫୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ଜେରା ପାଇଁ ରିୟାଙ୍କୁ ନୋଟିସ୍ ପଠାଇଛି ଦିଲ୍ଲୀ ପୋଲିସ୍‌। ଏଠାରେ କହି ରଖୁଛୁ HIBOX…

୩୯ର ହିରୋ, ୧୯ର ହିରୋଇନ; ୨୦ ବର୍ଷର ଛୋଟ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ… 

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂ ନିଜର ଆଗାମୀ ପ୍ରୋଜେକ୍ଟ ପାଇଁ ଲାଇମଲାଇଟରେ ରହିଛନ୍ତି। ନିକଟରେ ଖବର ଆସିଥିଲା ​​ଯେ 'ଡନ୍' 'ବ୍ୟତୀତ ଅଭିନେତା ଜଣକ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଆଉ ଏକ ଫିଲ୍ମ କରୁଛନ୍ତି। ତାଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ ଏବଂ ଆର ମାଧବନ ମଧ୍ୟ ଏହି…

‘ତନୁ ୱେଡ୍ସ ମନୁ- ୩’ରେ ତ୍ରିପଲ୍ ରୋଲରେ ନଜର ଆସିବେ କଙ୍ଗନା

ମୁମ୍ବାଇ: ପୁଣିଥରେ ଆସିବାକୁ ଯାଉଛି 'ତନୁ ୱେଡ୍ସ ମନୁ- ୩'। ୨୦୧୧ ମସିହାରେ ନିର୍ଦ୍ଦେଶକ ଆନନ୍ଦ ଏଲ ରୟଙ୍କ ତନୁ ୱେଡ୍ସ ମନୁ ଫିଲ୍ମ ରିଲିଜ ହୋଇଥିଲା। ଯେଉଁଥିରେ କଙ୍ଗନା ରାନାୱତ ଏବଂ ଆର ମାଧବନଙ୍କୁ ଦେଖିବାକୁ ମିଳିଥିଲା। ଏହି ଯୋଡି ବକ୍ସ ଅଫିସରେ ଏକ ଧମାକା କରିଥିଲେ। ​ ଏହାର ଚାରି…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଗୋବିନ୍ଦା

ମୁମ୍ବାଇ: ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଗୋବିନ୍ଦା। ବଲିଉଡ ଅଭିନେତା ଗୋବିନ୍ଦା ମୁମ୍ବାଇର ଜୁହୁ ସ୍ଥିତ ବାସଭବନରେ ନିଜର ଲାଇସେନ୍ସପ୍ରାପ୍ତ ରିଭଲଭର ସଫା କରି କପବୋର୍ଡରେ ରଖୁଥିବା ବେଳେ ତଳେ ପଡି ଆକସ୍ମିକ ଗୁଳି ଫୁଟି ଥିଲା। ଗୁଳି ଗୋବିନ୍ଦାଙ୍କ ଆଂଠୁରେ ଲାଗିଥିଲା। ଏହି ଦୁର୍ଘଟଣା ପରେ…

ଖୁବ ଶୀଘ୍ର କିକ ୨: ଫେରିବ ଡେଭିଲ

ମୁମ୍ବାଇ: ୨୦୧୪ରେ ରିଲିଜ ହୋଇଥିବା ସଲମାନ ଖାଁ ଅଭିନୀତ କିକ ୨ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଡେଭିଲ ଭୂମିକାରେ ସେ ପ୍ରଶଂସକଙ୍କ ମନ ଜିଣିବାରେ ସଫଳ ହୋଇଥିଲେ । ଏହାର ସୀକ୍ୱେଲ ଖୁବ ଶୀଘ୍ର ଆସୁଛି । ନିର୍ମାତା ସାଜିଦ ନାଡିୟାଡୱାଲା ଏହାର ଘୋଷଣା କରିବା ସହ ଫାଷ୍ଟ ଲୁକ ମଧ୍ୟ ଜାରୀ…

୨୦ ବର୍ଷର ଝିଅ ସହ ରୋମାନ୍ସ କରିବେ ରଣଭୀର !

ମୁମ୍ବାଇ: ରଣଭୀର ସିଂ ଖୁବ୍ ଶୀଘ୍ର 'ସିଙ୍ଘମ୍ ଏଗେନ୍'ରେ ନଜର ଆସିବେ ଏବଂ ତାଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ ଏହି ସୂଚନା ମଧ୍ୟ ପ୍ରକାଶ ପାଇଛି। ରଣଭୀର ଆଦିତ୍ୟ ଧରଙ୍କ ସହିତ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି, ଯାହା ଏକ ସ୍ପାଇ ଆକ୍ସନ୍ ଥ୍ରୀଲର ହେବ। ସମ୍ପ୍ରତି ସୂଚନା…

ରିଲିଜ୍ ପୂର୍ବରୁ ‘ଭୁଲ୍‌ ଭୁଲେୟା-୩’ର କଲେକ୍ସନ୍‌ ହେଲାଣି ଏତିକି କୋଟି !

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଧୁମ୍ ମଚେଇଥିବା ଲୋକପ୍ରିୟ ଫିଲ୍ମ ‘ଭୂଲ ଭୂଲୈୟା ଫ୍ରାଞ୍ଚାଇଜ’ର ପାର୍ଟ-୨ ରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ନିଜ କାମର ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିତିଥିଲେ। ଲୋକମାନେ ତାଙ୍କ ଫିଲ୍ମରେ ଅଭିନୟକୁ ବହୁତ ପସନ୍ଦ କରିଥିଲେ। ପ୍ରଶଂସକଙ୍କ ଏହି ଭଲପାଇବାକୁ…

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ଭେଟେରାନ୍ ଅଭିନେତାଙ୍କ ଦେହାନ୍ତ

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ଭେଟେରାନ୍ ଅଭିନେତା ସିନେମା ଜଗତକୁ ବିଦାୟ ଦେଇଛନ୍ତି। ୭୦ ବର୍ଷ ବୟସରେ ସାଉଥ୍ ଅଭିନେତା ମୋହନ ରାଜଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଗମ୍ଭୀର ରୋଗରେ ପୀଡିତ ଥିଲେ। ମୋହନ ରାଜ କେରଳର କାଞ୍ଜିରାମକୁଲମରେ ଥିବା ତାଙ୍କ ଘରେ ଚିକିତ୍ସିତ…

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର: ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ହସ୍ପିଟାଲରୁ ଡିସଚାର୍ଜ ହେଲେ ସୁପରଷ୍ଟାର ରଜନୀକାନ୍ତ। ଗତ ରାତିରେ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଥିବା ଜଣାଯାଇଛି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ପେଟରେ ଅସହ୍ୟ ଯନ୍ତ୍ରଣା…

ନୂଆ ବିବାଦରେ ‘ବିବାଦ ରାଣୀ’

ମୁମ୍ବାଇ:ବିବାଦ କଙ୍ଗନା ରନୌତଙ୍କ ପିଛା ଛାଡୁନାହିଁ । ଏବେ ପୁଣି ନୂଆ ବିବାଦରେ ଫସିଛନ୍ତି ଅଭିନେତ୍ରୀରୁ ନେତ୍ରୀ ସାଜିଥିବା କଙ୍ଗନା । ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀରେ କଙ୍ଗନା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ହେଲେ…