Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶାହୀଦଙ୍କୁ ଅଣଦେଖା କଲେ କରୀନା

ମୁମ୍ବାଇ: ଦାଦା ସାହେବ ଫାଲକେ ଆନ୍ତର୍ଜାତୀୟ ପୁରସ୍କାର ସମାରୋହ ମୁମ୍ବାଇରେ ଆୟୋଜିତ ହୋଇଯାଇଛି । ଏଥିରେ ବଲିଉଡର ନାମୀ ଦାମୀ ସେଲିବେଟି ସାମିଲ ହୋଇଥିଲେ । ତେବେ ରେଡ କାର୍ପେଟରେ କରୀନା କାପୁର ଓ ଶାହୀଦ କାପୁର ମୁହାଁମୁହିଁ ହେବାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଶାହୀଦ ଫିଲ୍ମ…

‘ଜବାନ’ ପାଇଁ ଶାହାରୁଖାନ-ନୟନତାରାଙ୍କୁ ଦାଦାସାହେବ ଫାଲକେ ଆଓ୍ବାର୍ଡ, ଜାଣନ୍ତୁ ଆଉ କେଉଁ ମାନେ…

ମୁମ୍ବାଇ: ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୪ । ଦେଶର ଅନ୍ୟତମ ସମ୍ମାନଜନକ ପୁରସ୍କାର ମଧ୍ୟରୁ ଦାଦାସାହେବ ଫାଲକେ ଅନ୍ତର୍ଜାତୀୟ ପୁରସ୍କାର ଗୋଟିଏ । ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇର ତାଜ୍ ଲ୍ୟାଣ୍ଡସ ଏଣ୍ଡରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ ।…

ପୁଅର ନାମ ‘ଅକାୟ’ ରଖିଲେ ବିରାଟ ଓ ଅନୁଷ୍କା, ଜାଣନ୍ତୁ ଏହି ନାଁର ଅର୍ଥ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ପିତାମାତା ହୋଇଛନ୍ତି । ଅନୁଷ୍କା ଶର୍ମା ଗତକାଲି ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିବା ନେଇ ଏକ ଭାବପ୍ରବଣ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ତାଙ୍କ ଶିଶୁପୁତ୍ରର ନାମ ‘ଅକାୟ’…

ମା’ ହେବେକି ଦୀପିକା ପାଦୁକୋନ, ଭାଇରାଲ ହେଉଛି BAFTA ସମାରୋହରେ ପେଟ ଲୁଚାଉଥିବା ର ଭିଡିଓ

ମୁମ୍ବାଇ: ମା’ ହେବେକି ଦୀପିକା ପାଦୁକୋନ? ଦୀପିକାଙ୍କ ପ୍ରେଗନେନ୍ସି ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ବିବାହକୁ ଇତି ମଧ୍ୟରେ ୫ବର୍ଷ ହୋଇସାରିଲାଣି । ଏହାରି ଭିତରେ ସମସ୍ତେ ଏବେ ଗୁଡ ନ୍ୟୁଜ୍ କୁ ଅପେକ୍ଷା କରି ରହିଛନ୍ତି । ଏହାରିଭିତରେ ଲଣ୍ଡନରେ…

ଓଡ଼ିଆ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’ର ମହୁରତ୍

ଭୁବନେଶ୍ୱର : ଅନନମିସ୍ ପ୍ରଡକ୍ସନ ନିବେଦିତ ଚତୁର୍ଥ ଚଳଚ୍ଚିତ୍ର 'ଚନ୍ଦ୍ରବଂଶୀ'ର ମହୁରତ ବରମୁଣ୍ଡା ନିକଟସ୍ଥ କାଳୀ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏହି ଚଳଚ୍ଚିତ୍ରରେ ଯେଉଁଥିରେ ସିଦ୍ଧାନ୍ତ ମହାପାତ୍ର, ଶ୍ରୀତମ ଦାସ, ଆକାଶ ଦାସ ନାୟକ, ରାଜ ରାଜେଶ୍, ପୁନମ୍, ଜସ୍ମିନ୍, ଲିପସା, ଶକ୍ତି…

ରାମାୟଣର ସୁଟିଂ ପୂର୍ବରୁ ସାମ୍ନାକୁ ଆସିଲା ରଣବୀରଙ୍କ ଅନ୍ୟ ଏକ ଫଟୋ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିଲା ଅଭିନେତା ରଣବୀର କପୁରଙ୍କ ଚଳଚ୍ଚିତ୍ର ‘ଆନିମଲ’ । ଏଥିରେ ରଣବୀର ଏକ ଭୟଙ୍କର ଚରିତ୍ରରେ ନଜର ଆସିଥିଲେ । ବର୍ତ୍ତମାନ ରଣବୀରଙ୍କୁ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଚଳଚ୍ଚିତ୍ର ରାମାୟଣରେ ପ୍ରଭୁ ରାମଙ୍କ ଭୂମିକାରେ ଦେଖିବାକୁ…

ଏଥର ପରସ୍ପରର ସପକ୍ଷରେ ନୁହେଁ ବିପକ୍ଷରେ ନଜର ଆସିବେ ଶାହରୁଖ ଓ ସଲମାନ ଖାନ

ମୁମ୍ବାଇ: ଅଭିନେତା ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ଏକାଠି ଦେଖିବାକୁ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଭରି ହୋଇ ରହିଛି । ଶେଷ ଥର ସଲମାନ ଖାନଙ୍କୁ ଶାହାରୁଖଙ୍କ ଚଳଚ୍ଚିତ୍ର ପଠାନରେ ଦେଖିବାକୁ ମିଳିଥିଲା । ସେବେଠାରୁ ପ୍ରଶଂସକମାନେ ଉଭୟଙ୍କୁ ଏକା ସାଙ୍ଗରେ ଦେଖିବାକୁ ଅପେକ୍ଷା କରି…

ଡନ ୩ରେ କିଆରା ଆଡଭାନୀଙ୍କ ଏଂଟ୍ରି

ମୁମ୍ବାଇ: ଫରହାନ ଅଖତାରଙ୍କ ଡନ ୩ ଫିଲ୍ମରେ କିଆରା ଆଡଭାନୀଙ୍କ ଏଂଟ୍ରି ହୋଇଛି । ପ୍ରଥମ ଥର ପାଇଁ ରଣବୀର ସିଂ ଓ କିଆରା ଯୋଡିଙ୍କୁ ଦର୍ଶକ ଏକତ୍ର ଦେଖିବାକୁ ପାଇବେ । ମେକର୍ସଙ୍କ ପକ୍ଷରୁ ଜାରୀ ଏକ ଭିଡିଓ ମାଧ୍ୟମରେ ଏ ସମ୍ପର୍କରେ ଘୋଷଣା କରାଯାଇଛି । ଗତ ବର୍ଷ ଫରହାନ ଡନ ୩ରେ ରଣବୀରଙ୍କୁ…

ଆରପାରିରେ ଅନୁପମା ଫେମ୍ ଅଭିନେତା ଋତୁରାଜ ସିଂ

ମୁମ୍ବାଇ: ଆରପାରିରେ ଅନୁପମା ଫେମ୍ ଅଭିନେତା ଋତୁରାଜ ସିଂ । ୫୯ ବୟସରେ ଆରପାରିକୁ ଚାଲିଗଲେ ଟିଭି ଇଣ୍ଡଷ୍ଟ୍ରିର ଭେଟେରିଆନ ଅଭିନେତା ଋତୁରାଜ ସିଂ । ମୁମ୍ବାଇର ଲୋଖଣ୍ଡୱାଲାସ୍ଥିତ ବାସଭବନରେ ଋତୁରାଜଙ୍କ ମୃତ୍ୟୁ ହୋଇଛି । ତେବେ ହୃଦଘାତରେ ଅଭିନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

ରାମଚରଣଙ୍କ ପରେ ସୂରିୟାଙ୍କ ସହ ଫିଲ୍ମ କରିବେ ଜାହ୍ନବୀ

ମୁମ୍ବାଇ: ଧଡକ ଫିଲ୍ମ ମାଧ୍ୟମରେ ବଲିଉଡରେ ପଦାର୍ପଣ କରିଥିବା ଜାହ୍ନବୀ କାପୁରଙ୍କ ଚାହିଦା ଦକ୍ଷିଣ ଭାରତ ଫିଲ୍ମରେ ବୃଦ୍ଧି ପାଇବାରେ ଲାଗିଛି । ସାଉଥ ସୁପରଷ୍ଟାର ରାମଚରଣଙ୍କ ସହ ସେ ଆରସି ୧୬ ଫିଲ୍ମ ସାଇନ କରିଛନ୍ତି । ଏହା ବୁଚି ବାବୁ ସନା ନିର୍ଦ୍ଦେଶନା ଦେବେ । ଜାହ୍ନବୀ ଜୁନିୟର…