Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ହ୍ୟୁମାନଙ୍କ ଦେହାନ୍ତ ସଙ୍ଗୀତ ପାଇଁ ଅପୂରଣୀୟ କ୍ଷତି: ଶୋକ ପ୍ରକାଶ କଲେ ମୋହନ ଓ ନବୀନ

ଭୁବନେଶ୍ୱର: ଲୋକପ୍ରିୟ ଓଲିଉଡ୍ ଗାୟକ ହ୍ୟୁମାନ୍ ସାଗରଙ୍କର ସୋମବାର ସନ୍ଧ୍ୟାରେ ଏମ୍ସ-ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ୩୬ ବର୍ଷ ଥିଲା। ତେବେ ତାଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି ଶୋକ ପ୍ରକାଶ କରି କହିଛନ୍ତି,…

ଏୟାରଲିଫ୍ଟ ପାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ନାହିଁ: ହ୍ୟୁମାନ ସାଗରଙ୍କ ପତ୍ନୀ

ଭୁବନେଶ୍ବର: ୩୪ ବର୍ଷୀୟ ଓଲିଉଡ ଗାୟକ ହ୍ୟୁମାନ ସାଗରଙ୍କୁ ଶୁକ୍ରବାର ଦିନ ଏମ୍ସ-ଭୁବନେଶ୍ୱରର ମେଡିକାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (MICU)ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ନେଇ ସୂଚନା ମିଳିଛି। ତାଙ୍କୁ ୭୨ ଘଣ୍ଟା ଧରି କଡ଼ା ନିରୀକ୍ଷଣରେ…

‘ବାରାଣସୀ’ ଘାଟରୁ ରେକର୍ଡ କରିବାକୁ ପ୍ରସ୍ତୁତ ମହେଶ ବାବୁ ଓ ପ୍ରିୟଙ୍କା…

ମୁମ୍ବାଇ: ଏସଏସ ରାଜମୌଲିଙ୍କ ଫିଲ୍ମ ଏସଏସଏମବି ୨୯ ପାଇଁ ବହୁତ ଦିନ ଧରି ପ୍ରସ୍ତୁତି କରିଆସୁଛନ୍ତି। ତେବେ ସେ ନଭେମ୍ବର ୧୫ରେ ଏକ କାର୍ଯ୍ୟକ୍ରମରେ ଫିଲ୍ମର ଟାଇଟଲ୍ ପ୍ରକାଶ କରିଥିଲେ। ଯାହାର ନାଁ ରହିଛି ବାରାଣସୀ। ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ସାଢେ ତିନି ମିନିଟର ଟିଜର ସେୟାର…

ଭେଣ୍ଟିଲେଟରରେ ଗାୟକ ହ୍ୟୁମାନ୍‌ ସାଗର, ଏମ୍ସର ସ୍ଵାସ୍ଥ୍ୟ ଅପଡେଟ ଜାରି

ଭୁବନେଶ୍ବର: ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ଲୋକପ୍ରିୟ ଓଡ଼ିଆ ଗାୟକ ହ୍ୟୁମାନ୍ ସାଗର। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ହସ୍ପିଟାଲ ପକ୍ଷରୁ ଅପଡେଟ ଜାରି କରାଯାଇଛି। ଯାହାକୁ ନେଇ ଚିନ୍ତାରେ ପରିବାର ଓ ଫ୍ୟାନ୍ସ। ପ୍ରାଥମିକ ଚେକଅପ ପରେ ତାଙ୍କ…

ସାମ୍ନାକୁ ଆସିଲା ଏଲିନା ସାମନ୍ତରାୟ ଅଭିନୀତ ‘ରକ୍ତ ଗୋଲାପ’ର ଫାଷ୍ଟ ଲୁକ୍‌

ଭୁବନେଶ୍ୱର: ସାମ୍ନାକୁ ଆସିଲା ଓଲିଉଡ ଫିଲ୍ମ ‘ରକ୍ତ ଗୋଲାପ’ର ଫାଷ୍ଟ ଲୁକ୍‌ । ‘ରକ୍ତ ଗୋଲାପ ‘ର କାହାଣୀରେ ପ୍ରେମ, ରହସ୍ୟ ଓ ନାଟକୀୟତା ଭରି ରହିଥିବା ବେଳେ ଏହି ଚଳଚିତ୍ରର ପ୍ରଯୋଜନା କରିଛନ୍ତି ଅଶ୍ରୁଜିତ ମହାପାତ୍ର ଓ ଶୋଭନ ଦାସ । ନିର୍ଦ୍ଦେଶନା ଦେଇଛନ୍ତି ଶିଶିର କୁମାର ସାହୁ ଓ ପିନାକୀ…

କିଙ୍ଗ ଖାନଙ୍କ ନାମରେ ଦୁବାଇରେ ନିର୍ମାଣ ହେଉଛି କମର୍ସିଆଲ ଟାୱାର

ମୁମ୍ବାଇ: ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ନାମରେ ଦୁବାଇରେ ଏକ ବିଲ୍ଡିଂ ତିଆରି ହେବାକୁ ଯାଉଥିବା ନେଇ ଦୁବାଇର ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀ ଘୋଷଣା କରିଛି। ଏହି ସମ୍ପତ୍ତିର ନାମ "ଶାହ ରୁଖଜ୍ ଦାନୁବେ" ନାମରେ ନାମିତ ହେବ। ଓ ଏହା ସମ୍ମୁଖରେ ଅଭିନେତାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ…

ସଞ୍ଜୟ କପୁରଙ୍କ ସମ୍ପତି ବିବାଦ; କାହିଁକି ମେଲୋଡ୍ରାମା ନ କରିବାକୁ କହିଲେ କୋର୍ଟ

ମୁମ୍ବାଇ: ବ୍ୟବସାୟୀ ସଞ୍ଜୟ କପୁରଙ୍କ ୩୦,୦୦୦ କୋଟି ସମ୍ପତ୍ତିକୁ ନେଇ ଚାଲିଥିବା ବିବାଦ ଆହୁରି ଘନେଇବାକୁ ଲାଗିଛି। ତାଙ୍କ ପୂର୍ବତନ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ଦାବି କରିଛନ୍ତି ଯେ ତାଙ୍କ ଝିଅ ଯିଏକି ଆମେରିକୀୟ ବିଶ୍ୱବିଦ୍ୟାଳୟରେ ପଢ଼ୁଛନ୍ତି। ତାଙ୍କର ଦୁଇ ମାସର କଲେଜ…

Rajkummar Rao: ଭିକି ଏବଂ କ୍ୟାଟ୍ରିନାଙ୍କ ପରେ ନୂଆ ଅତିଥିଙ୍କୁ ସ୍ବାଗତ କଲେ ରାଜକୁମାର ରାଓ ଏବଂ ପତ୍ରଲେଖା…

ମୁମ୍ବାଇ: ଭିକି କୌଶଳ ଏବଂ କ୍ୟାଟ୍ରିନା କୈଫଙ୍କ ପରେ, ଆଉ ଏକ ବଲିଉଡ୍ ଦମ୍ପତି ପିତାମାତା ହୋଇଛନ୍ତି। ରାଜକୁମାର ରାଓ ଏବଂ ପତ୍ରଲେଖା ଏକ କନ୍ୟା ସନ୍ତାନକୁ ସ୍ୱାଗତ କରିଛନ୍ତି। ବିବାହର ଚାରି ବର୍ଷ ପରେ, ସେମାନେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ସେମାନେ ବର୍ତ୍ତମାନ ଏକ…

୯୮ ବର୍ଷରେ ଦୁନିଆକୁ ଅଲବିଦା କହିଲେ ବଲିଉଡର ଦିଗଜ ଅଭିନେତ୍ରୀ କାମିନୀ କୌଶଲ

ମୁମ୍ବାଇ: ପରଲୋକରେ ବଲିଉଡର ଦିଗଜ ଅଭିନେତ୍ରୀ କାମିନୀ କୌଶଲ । ୯୮ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ସେ ଦୀର୍ଘଦିନ ଦିନ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । କାମିନୀ କୌଶଲ ଭାରତୀୟ ସିନେମାରେ ସାତ ଦଶନ୍ଧିରୁ ଅଧିକ ସମୟ ଧରି କ୍ୟାରିଅର କରିଛନ୍ତି । ସେ ଶେଷ ଥର ପାଇଁ ଆମିର ଖାନଙ୍କ…

Human Sagar: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ: ଏମ୍ସକୁ ହେଲେ ସ୍ଥାନାନ୍ତର

ଭୁବନେଶ୍ବର: ବିଗିଡ଼ିଲା ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥା । ଓଲିଉଡ୍ ଇଣ୍ଡଷ୍ଟ୍ରିର ଖ୍ୟାତନାମା ସିଙ୍ଗର୍ ହ୍ୟୁମାନ ସାଗର କିଡନି ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ପ୍ରଥମେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ଏବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସ କୁ…