Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଧାରେ ଅଟକିଲା ଧୁରନ୍ଧର ସୁଟିଂ…

ମୁମ୍ବାଇ: ଅଭିନେତା ରଣବୀର ସିଂହ ନିଜର ଆଗାମୀ ଫିଲ୍ମ ଧୁରନ୍ଧରର ସୁଟିଂରେ ବ୍ୟସ୍ତ ଅଛନ୍ତି। ଯାହାକି ଲଦାଖରେ ସୁଟିଂ କରାଯାଉଛି। ଏହି ଫିଲ୍ମଟି ଆଦିତ୍ୟ ଧରଙ୍କ ଦ୍ଵାରା ନିର୍ଦ୍ଦେଶିତ ହେଉଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଫିଲ୍ମ ସେଟରେ ଏପରି କିଛି ଘଟିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ…

୨୦ ବର୍ଷ ପରେ ପୂନର୍ବାର ଏକତ୍ର ଫିଲ୍ମ କରିବେ ସଞ୍ଜୟ ଆଉ ମହେଶ

ମୁମ୍ବାଇ: ୨୦ ବର୍ଷ ପରେ ବଲିଉଡର ପ୍ରତିଷ୍ଠିତ ଅଭିନେତା ସଞ୍ଜୟ ଦତ ଓ ନିର୍ଦ୍ଦେଶକ ମହେଶ ମଂଜେରକର ପୂନର୍ବାର ଏକତ୍ର ହୋଇଛନ୍ତି । ୧୯୯୯ରେ ଏହି ଯୋଡି ବାସ୍ତବ ପରି ସୁପରହିଟ ଫିଲ୍ମ ଦେଇଥିଲେ । ଏହା ପରେ ସଞ୍ଜୟଙ୍କୁ ନେଇ ମହେଶ କୁରୁକ୍ଷେତ୍ର, ହଥିୟାର, ପିତାହ, ରକ୍ତ, ବିରୁଦ୍ଧ ଓ ୱାହ ଲାଇଫ…

୩୦ ବର୍ଷ ପରେ ୟଶ ରାଜ ଅଫିସକୁ ଗଲେ ସନୀ ଦେଓଲ

ମୁମ୍ବାଇ: ୧୯୯୩ରେ ସନୀ ଦେଓଲ ଓ ଶାହାରୁଖ ଖାଁ ଅଭିନୀତ ଡର ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ତେବେ ଫିଲ୍ମରେ ଭୂମିକାକୁ ନେଇ ସନୀ ଅସନ୍ତୁଷ୍ଟ ଥିଲେ । ସେବେଠାରୁ ସେ ୟଶରାଜ ବ୍ୟାନରରେ ଆଉ କୌଣସି ଫିଲ୍ମ କରି ନ ଥିଲେ । ୩୦ ବର୍ଷ ପରେ ସନୀଙ୍କୁ ଏବେ ୟଶ ରାଜ ଅଫିସରୁ ବାହାରକୁ…

ରାଜସ୍ଥାନର ମନିକା ବିଶ୍ୱକର୍ମା ହେଲେ ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୫

ଜୟପୁର: କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ଆଉ ଯଦି ଜଣେ ବ୍ୟକ୍ତଙ୍କ ସ୍ୱପ୍ନ ବଡ଼ ହୁଏ ଏବଂ ଜିତିବାର ଉତ୍ସାହ ଅକ୍ଷୁର୍ଣ୍ଣ ରହେ, ତେବେ ମନରେ ଯାହା ସ୍ଥିର ହୁଏ ତାହା ପୁରଣ ହୋଇପାରେ। ଆଉ ଏହାକୁ ସତ ପ୍ରମାଣ କରିଛନ୍ତି ରାଜସ୍ଥାନର ୨୨ବର୍ଷୀୟା ସୁନ୍ଦରୀ ମନିକା ବିଶ୍ବକର୍ମା। ରାଜସ୍ଥାନର…

ଆଉ ନାହାନ୍ତି ବହୁଚର୍ଚ୍ଚିତ ଫିଲ୍ମ ୩ ଇଡିୟଟ୍ସର ପ୍ରଫେସର ଅଚ୍ୟୁତ୍ ପୋତଦାରଙ୍କ

ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ ଫିଲ୍ମ ୩ ଇଡିୟଟ୍ସର ପ୍ରଫେସର ଅଚ୍ୟୁତ ପୋତଦାର୍ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତଥା ସୋମବାର ଥାନେର ଜୁପିଟର ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି ।…

ସମ୍ପତ୍ତି ବିବାଦ ମଧ୍ୟରେ ମୁଁହ ଖୋଲିଲେ ସଞ୍ଜୟ କପୁରଙ୍କ ଭଉଣୀ…

ମୁମ୍ବାଇ: ବଲିଉଡର ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କର ଗତ ଜୁନ୍ ମାସ ୧୨ରେ ଇଂଲଣ୍ଡରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରଠାରୁ ତାଙ୍କର ୩୦୦୦୦ କୋଟି ଟଙ୍କାର ସମ୍ପତ୍ତିକୁ ନେଇ ବିବାଦ ଥମିବାର ନାମ ନେଉନାହିଁ। ଏପରିକି ସଞ୍ଜୟ…

‘ଆନିମଲ’କୁ ପଛରେ ପକାଇ ରେକର୍ଡ କଲା ଆନିମେସନ ଫିଲ୍ମ’ମହାବତାର ନରସିମହା’, ୨୪ ଦିନରେ…

ମୁମ୍ବାଇ: ଆନିମେଟେଡ୍ ଫିଲ୍ମ 'ମହାବତାର ନରସିମହା' ରିଲିଜ୍ ହେବାର ଗୋଟିଏ ମାସ ପୂରଣ କରିବାକୁ ଯାଉଛି ଏବଂ ଏହା ପରେ ମଧ୍ୟ ଏହାର କଲେକ୍ସନ ଜାରି ରହିଛି । ବର୍ତ୍ତମାନ ୨୪ ଦିନରେ ଫିଲ୍ମଟି ପହଞ୍ଚିଥିବାବେଳେ, ତାର ବକ୍ସ ଅଫିସ କଲେକ୍ସନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ମାତ୍ର ୪ କୋଟି ବଜେଟ୍…

ବକ୍ସ ଅଫିସରେ ‘କୁଲି’କୁ କଡା ଟକ୍କର ଦେଉଛି ‘ୱାର୍ ୨’, ୨୦୦ କୋଟି କ୍ଲବରେ ଏଣ୍ଟ୍ରୀ…

ମୁମ୍ବାଇ: ଓ୍ବିକେଣ୍ଡରେ ସିନେମା ହଲରେ ଧୁମ ମଚଉଛି ଦୁଇଟି ବଡ଼ ଫିଲ୍ମ । ପ୍ରଥମଟି ହେଉଛି ସୁପରଷ୍ଟାର ରଜନୀକାନ୍ତ ଏବଂ ନାଗାର୍ଜୁନ ଅଭିନୀତ 'କୁଲି' ଏବଂ ଦ୍ୱିତୀୟଟି ହେଉଛି ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆର ଅଭିନୀତ 'ୱାର୍ ୨' । ଉଭୟ ପ୍ୟାନ୍ ଇଣ୍ଡିଆ ଫିଲ୍ମ ସ୍ୱାଧୀନତା ଦିବସର ଗୋଟିଏ…

ଇନଫ୍ଲୁଏନ୍ସର ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳିମାଡ଼, ୨ ଡ଼ଜନ ରାଉଣ୍ଡରୁ ଅଧିକ ଗୁଳି କରି ଦୁର୍ବୃତ୍ତ ଫେରାର…

ଗୁରୁଗ୍ରାମ: ୟୁଟ୍ୟୁବ୍ ପ୍ରଭାବଶାଳୀ ଏବଂ ବିଗ୍ ବସ୍ ଓଟିଟି ବିଜେତା ଏଲଭିଶ ଯାଦବଙ୍କ ଗୁରୁଗ୍ରାମ ଘର ଉପରେ ଗୁଳିମାଡ଼ । କିଛି ଅଜଣା ଆକ୍ରମଣକାରୀମାନେ ଆଜି ସକାଳ ୫:୩୦ ରୁ ୬ ଟା ମଧ୍ୟରେ ଏଲଭିଶଙ୍କ ଗୁରୁଗ୍ରାମ ସ୍ଥିତ ଘର ଉପରକୁ ପାଖାପାଖି ୨୫ ରୁ ୩୦ ରାଉଣ୍ଡ ଗୁଳିଚାଳନା କରିଥିଲେ କିଛି…

ରିଲିଜ୍ ହେଲା ‘ଦି ବେଙ୍ଗଲ ଫାଇଲ୍ସ’ର ଛାତି ଥରା ଟ୍ରେଲର, କୋଲକାତା ଲଞ୍ଚ୍ ଇଭେଣ୍ଟରେ ହଙ୍ଗାମା…..

କୋଲକାତା: ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ପରବର୍ତ୍ତୀ ଫିଲ୍ମ 'ଦି ବେଙ୍ଗଲ ଫାଇଲ୍ସ'ର ଟ୍ରେଲର ରିଲିଜ୍ ହୋଇଯାଇଛି । ଯେଉଁଥିରେ ଅନୁପମ ଖେର ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଜୋଶୀ ଏବଂ ଦର୍ଶନ କୁମାରଙ୍କ ଭଳି ଶକ୍ତିଶାଳୀ ଅଭିନେତା…