Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଗୋଲ୍ଡେନ୍ ଗ୍ଲୋବ-୨୦୨୫: ଶ୍ରେଷ୍ଠ ନିର୍ଦ୍ଦେଶକ ଦୌଡରେ ପାୟଲ କପାଡିଆ

ମୁମ୍ବାଇ: ୨୦୨୫ ବର୍ଷ ପାଇଁ ଗୋଲଡେନ୍ ଗ୍ଲୋବ ପୁରସ୍କାର ନାମାଙ୍କନ ତାଲିକା ପ୍ରକାଶ ପାଇଛି। ଭାରତୀୟ ନିର୍ଦ୍ଦେଶକ ପାୟଲ କାପାଡିଆଙ୍କ ଫିଲ୍ମ ‘ଅଲ୍‌ ୱି ଇମାଜିନ୍‌ ଆଜ୍‌ ଲାଇଟ୍‌’ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି। ବିଶେଷ କଥା ହେଉଛି ଏହି ଚଳଚ୍ଚିତ୍ରଟି ଗୋଟିଏ ନୁହେଁ ବରଂ ଦୁଇଟି…

ପୁଣି ଏକ ଭୂତ ସିନେମା ସହ ଖିଲାଡି ଭାଇ..ସାମ୍ନାକୁ ଆସିଲା ନୂଆ ପୋଷ୍ଟର

ମୁମ୍ବାଇ: ୧୪ ବର୍ଷ ପରେ ପୁଣି ଏକ ହରର କମିକ୍ ସିନେମାରେ ନଜର ଆସିବେ ବଲିଉଡ ଖିଲାଡି ଭାଇ ଅକ୍ଷୟ କୁମାର । ଆସନ୍ତା ବର୍ଷ ୨୦୨୫ରେ  ରିଲିଜ୍ ହେବାକୁ ଥିବା ସିନେମା ‘ଭୂତ ବଙ୍ଗଲା’ର ଏକ ନୂଆ ପୋଷ୍ଟର ସାମ୍ନାକୁ ଆସିଛି । ସାମାଜିକ ଗଣମାଧ୍ୟମରେ ଅଭିନେତା ଏହି ପୋଷ୍ଟର ଶେୟାର କରି ଫିଲ୍ମର…

୩ଟି ଭାଷାରେ ପାଓ୍ବାର ଦେଖାଇବ ‘ପରବ’

ଭୁବନେଶ୍ବର: ପୁଣି ଟ୍ରାକକୁ ଧିରେ ଧିରେ ଫେରୁଛି ଓଡିଆ ସିନେମା । ରିଭଲ୍ୟୁସେନ ପଥରେ ଏବେ ପୁଣି ଆଉ ଏକ ନିଚ୍ଛକ ସିନେମା, ଓଡିଆ ସିନେମା ପ୍ରେମୀଙ୍କ ପାଇଁ ଭେଟିଦେବାକୁ ଯାଉଛନ୍ତି ନିର୍ମାତା । ଯାହା ମୋଟ ୩ଟି ଭାଷାରେ ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି । ତେବେ ଦମନ, ପ୍ରତୀକ୍ଷା ଭଳି…

ଅଧାରୁ ଯିବାର ଥିଲେ ଆସନାହିଁ; ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଏମିତି କହିଲେ ସୋନୁ… 

ଜୟପୁର: ପ୍ରସିଦ୍ଧ ଗାୟକ ସୋନୁ ନିଗମ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ନିକଟରେ ରାଜସ୍ଥାନରେ ଏକ ସଭା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭଜନଲ ଶର୍ମାଙ୍କ ସମେତ ଅନେକ ନେତା ମଧ୍ଯ ଉପସ୍ଥିତ ଥିଲେ।ଏଠାରେ ସୋନୁ ନିଗମ ପ୍ରଦର୍ଶନ କରିଥିଲେ।…

ଠକେଇ ଅଭିଯୋଗରେ ଅଭିନେତା ଧର୍ମେନ୍ଦ୍ରଙ୍କୁ କୋର୍ଟ ସମନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟର ସମନ l 'ଗରମ ଧରମ ଢ଼ାବା' ଫ୍ରାଞ୍ଚାଇଜ ସହ ଜଡିତ ଏକ ଠକେଇ ମାମଲାରେ ବରିଷ୍ଠ ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ଅନ୍ୟ ଦୁଇଜଣଙ୍କ ବିରୋଧରେ ମଧ୍ୟ ସମନ ଜାରି କରିଛନ୍ତି କୋର୍ଟ l ଜୁଡିସିଆଲ ମାଜିଷ୍ଟ୍ରେଟ…

‘ଫତେହ’ ଟିଜର ଆଉଟ: ଭୟଙ୍କର ଅବତାରରେ ନଜର ଆସିଲେ ସୋନୁ ସୁଦ୍

ମୁମ୍ବାଇ: ରିଲିଜ ହେଲା ଫିଲ୍ମ ‘ଫତେହ’ର ଟିଜର। ବଲିଉଡ଼ ଅଭିନେତା ସୋନୁ ସୁଦ୍ ତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫତେହ’କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ଜୁଲାଇରେ ଅଭିନେତା ନିଜ ଜନ୍ମଦିନ ଅବସରରେ ‘ଫତେହ’ର ନୂଆ ପୋଷ୍ଟର ଜାରି କରି ଏହାର ମୁକ୍ତିଲାଭ ତାରିଖ ଘୋଷଣା…

ବିବାହ ପୂର୍ବରୁ ରାଘବଙ୍କ ସମ୍ପର୍କରେ ଏସବୁ ଗୁଗୁଲ କରିଥିଲେ ପରିଣୀତି…

ନୂଆଦିଲ୍ଲୀ: ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଗତ ବର୍ଷ ବିବାହ କରିଥିଲେ। ଉଦୟପୁରରେ ଏହି ଦମ୍ପତିଙ୍କର ବିବାହ ଜାକଜମକରେ ହୋଇଥିଲା। ନିକଟରେ ରଜତ ଶର୍ମାଙ୍କ ସହ ଏକ ସାକ୍ଷାତକାରରେ ଦୁହେଁ ପରସ୍ପର ସମ୍ପର୍କରେ କିଛି ଖୁଲାସା କରିଥିଲେ। ଲଣ୍ଡନରେ ଏକ ପୁରସ୍କାର ବିତରଣ ଉତ୍ସବରେ ଦୁହିଁଙ୍କ…

ପୁଷ୍ପା ୨ ପରେ ଏହି ଫିଲ୍ମରେ ନଜର ଆସିବେ ରଶ୍ମିକା…

ମୁମ୍ବାଇ: ବଡ଼ ପରଦାରେ ଧମାଲ ଏବେ କରୁଛି ‘ପୁଷ୍ପା ୨’ । କେବଳ ଭାରତ ନୁେହଁ‌ ବିଦେଶରେ ମଧ୍ୟ ଏହି ଫିଲ୍ମ ବେଶ୍ ଭଲ ପ୍ରଦର୍ଶନ କରିଛି। ରିଲିଜ୍‌ ହେବାର ମାତ୍ର ୩ ଦିନରେ ବକ୍ସ ଅଫିସ୍‌ରେ ଏହି ଫିଲ୍ମ ୫୦୦ କୋଟିରୁ ଊର୍ଦ୍ଧ ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି । ଫିଲ୍ମରେ ସାଉଥ ସୁପରଷ୍ଟାର…

ଦୁନିଆରେ ମୂର୍ଖ ଏବଂ ମନ୍ଦବୁଦ୍ଧି ଲୋକଙ୍କର ଅଭାବ ନାହିଁ: ବିଗ୍ ବି

ମୁମ୍ବାଇ: ପୁଅ ଅଭିଷେକ ବଚ୍ଚନ ଏବଂ ବୋହୁ ଐଶର୍ଯ୍ୟା ରାୟଙ୍କ ଭିତରେ ଛାଡପତ୍ର ଗୁଜବ ମଧ୍ୟରେ ପୁଣି ଏକ ପୋଷ୍ଟ କରି ଏ ଦୁନିଆ ମୂର୍ଖ ଏବଂ ମନ୍ଦବୁଦ୍ଧି ଲୋକଙ୍କ ଦ୍ୱାରା ଭରା ବୋଲି ଏକ ପୋଷ୍ଟରେ କହିଛନ୍ତି ଭେଟେରାନ ଫିଲ୍ମ ଇଣ୍ଡଷ୍ଟ୍ରି ଅଭିନେତା ଅମିତାଭ ବଚ୍ଚନ l ତାଙ୍କର ଏକ ବ୍ଲଗରେ ସେ ଏହା…

ପୁଷ୍ପା ୨ ଅଘଟଣ, ୩ ଗିରଫ

ହାଇଦ୍ରାବାଦ: ନିକଟରେ ରିଲିଜ୍ ହୋଇଥିବା ଅଲୁ ଅର୍ଜୁନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ପୁଷ୍ପା ୨: ଦ ରୁଲ୍'ର ପ୍ରିମିୟର ଶୋ’ ବେଳେ ହାଇଦ୍ରାବାଦର ଏକ ଥିଏଟର ସାମ୍ନାରେ ଦଳଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ହାଇଦ୍ରାବାଦ ପୋଲିସ ଗତକାଲି ୩ ​​ଜଣଙ୍କୁ ଗିରଫ କରିଛି। ସଂନ୍ଧ୍ୟା ଥିଏଟରର ମାଲିକ ଓ…