Latest Odisha News
Browsing Category

ଓଡିଶା

Odisha

ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି ଭାବେ ମୀନାକ୍ଷୀ ବାହିନୀପତି ନିଯୁକ୍ତ

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ବରିଷ୍ଠ ନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାପତି ଭାବରେ ନିଯୁକ୍ତ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ରବିବାର ଏକ ବିଜ୍ଞପ୍ତି ଜାରି କରିଛି। ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ…

ପବିତ୍ର ହରିଶୟନ ଏକାଦଶୀ; ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁ ଦିଅଁ

ପୁରୀ: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ତଥା ପବିତ୍ର ଶ୍ରୀହରିଶୟନ ଏକାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ବିଗ୍ରହଙ୍କ ବଡ ତଢ଼ାଉ ବେଶ ବା ସୁନାବେଶ । ଦୁର୍ଲଭ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଦାରୁ ଦିଅଁ । ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ,…

ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି; ଆଗାମୀ ୨୪ ଘଣ୍ଟା ପାଇଁ ୪ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ବର: ପୁଣି ସୃଷ୍ଟି ହେଲା ଏକ ଲଘୁଚାପ କ୍ଷେତ୍ର । ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ, ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା, ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ।…

ଝଡ଼ବର୍ଷା ନେଇ ୧୦ ଜିଲ୍ଲାକୁ ଆଲର୍ଟ ଜାରି 

ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ଦଶଟି ଜିଲ୍ଲାରେ ରବିବାର ସନ୍ଧ୍ୟାରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର, କଟକ, ଜଗତସିଂହପୁର, କେନ୍ଦ୍ରାପଡା,…

ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ; ତ୍ୟାଗ ଓ ସେବା ଦ୍ୱାରା ଆମେ ଆମ ଭବିଷ୍ୟ ଗଢିବା…

ଭୁବନେଶ୍ୱର: ଜୟଦେବ ଭବନ ଠାରେ ଡଃ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜିର ଦିନକୁ ସଂକଳ୍ପ, ଏକ ପ୍ରେରଣା ଏବଂ ଏକ ଜାଗୃତିର ଦିବସ ବୋଲି କହିଥିଲେ । ନିଜ ବକ୍ତବ୍ୟରେ…

କଇଁଛ ପିଠିରେ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କି ଅଡୁଆରେ ଫସିଲେ ଯୁବକ

ବରଗଡ: ସାଧାରଣରେ ପଟ୍ଟଚିତ୍ର ଏବଂ ହାତ ଅଙ୍କା ଜିନିଷର ବେଶ୍ ଚାହିଦା ଥାଏ । ଇଣ୍ଟରନେଟରେ ବି ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ବେଶ୍ ପ୍ରଶଂସା ମିଳିଥାଏ । ହେଲେ ଏବେ ଜଗନ୍ନାଥଙ୍କର ଏକ ଚିତ୍ର ଆଙ୍କି ଅଡୁଆରେ ପଡିଛନ୍ତି ଜଣେ ଯୁବକ । ଆଉ ତାଙ୍କ ଭଲ୍ ହୋ ସେ କଇଁଛ ପିଠିରେ ଜଗନ୍ନାଥଙ୍କ…

ଜଗନ୍ନାଥଙ୍କ ସପକ୍ଷରେ ବାହାରିଲେ ଜୟନାରାୟଣ; କହିଲେ, ବିଜେଡିର ହ୍ୟାଙ୍ଗଓଭର ଯାଇନି..

ଭୁବନେଶ୍ବର: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ତାଙ୍କ ଗିରଫଦାରିକୁ ନାପସନ୍ଦ କରି OAS ଅଫିସରଙ୍କୁ ଟାର୍ଗେଟ୍‌ କଲେ ଜୟନାରାୟଣ । ସେ କହିଛନ୍ତି ଯେ, OAS ଅଫିସରଙ୍କ ବିଜେଡି ହ୍ୟାଙ୍ଗଓଭର ଯାଇନି । ଗୋଟିଏ ପଟେ ବନ୍ୟା ସ୍ଥିତି,…

ରାଜ୍ୟ ବିଜେପି ସଭାପତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଭୋଟର ତାଲିକା ସୂଚୀରେ ଅଛନ୍ତି ମୋଟ ୨୭୩ ଜଣ । ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ଏବଂ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ୧୦ ପ୍ରତିଶତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି…

ଡିଜେ ଗାଡ଼ିରେ ଲାଗିଲା ବିଦ୍ୟୁତ୍ ତାର, ଜଣେ ମୃତ ଓ ୫ ଆହତ

ଢେଙ୍କାନାଳ: ଏକ ବିବାହ ଶୋଭାଯାତ୍ରା ସମୟରେ ଅଘଟଣ ଘଟିଯାଇଛି। ଢେଙ୍କାନାଳ ଜିଲ୍ଲାର ଏକ ଗାଁରେ ଡିଜେ ମ୍ୟୁଜିକ୍ ସିଷ୍ଟମ୍ ଥିବା ଏକ ଗାଡ଼ି ଉପରେ ଥିବା ବିଦ୍ୟୁତ୍ ତାରକୁ ସ୍ପର୍ଶ କରିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଅନ୍ୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା…

ଆମେରିକାର ଡାଲାସରେ ୫୬ ତମ ଓଏସଏ ବାର୍ଷିକ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କର ସର୍ବବୃହତ ଏବଂ ସଂରଚିତ ସଂଗଠନ, ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକା (OSA) ଆମେରିକାର ଟେକ୍ସାସର ଡାଲାସରେ ଏହାର ୫୬ତମ ବାର୍ଷିକ ସମ୍ମିଳନୀ ଆୟୋଜନ କରି ଏକ ଐତିହାସିକ ମାଇଲଖୁଣ୍ଟ ସୃଷ୍ଟି କରିଛି । ଏହି ବର୍ଷର ସମ୍ମିଳନୀରେ ଭାରତ…