Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ପିନାକ ମିଶ୍ର

ଭୁବନେଶ୍ୱର: ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ପିନାକ ମିଶ୍ର । ଆଇପିଏସ୍‌ ପ୍ରତୀକ ସିଂଙ୍କ ସ୍ଥାନ ନେଲେ ଡିସିପି ପିନାକ ମିଶ୍ର । ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପିନାକ ମିଶ୍ର । ପୋଲିସ କମିଶନର ପିନାକ ମିଶ୍ରଙ୍କୁ…

ବଦ୍ରିଙ୍କ ଖୋଲା ଚ୍ୟାଲେଞ୍ଜ: ‘ତାକତ ଅଛି ଯଦି ବିଜେଡି ଖାଲି କରି ଦେଖାଅ’

ଭୁବନେଶ୍ବର: ବିଜେପି ସଭାପତିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବିଜେଡି ବିଧାୟକ ବଦ୍ରି ପାତ୍ର । କହିଲେ ତାକତ ଅଛି ଯଦି ବିଜେଡି ଖାଲି କରିକି ଦେଖାଅ ।  ଖାଲି ବୟାନବାଜିରେ କିଛି ଲାଭ ନାହିଁ । ଏଥିପାଇଁ କାହା ମୁହଁରେ ହାତ ଦେଇ ହେବନି । ବିଜେଡି ଏକ ବଡ଼ ଆଞ୍ଚଳିକ ଦଳ, ଏ ଭାଡ଼ି ଖାଲି କରିବାର…

ବବିଙ୍କ ଇସାରା ପରେ ମୁହଁ ଖୋଲିଲେ ସୁଜାତା, କହିଲେ ‘ଇସ୍ତଫା ଦେବାର ନାହିଁ’

ଭୁବନେଶ୍ବର: ଉଠୁଛି ପଡୁଛି ଯାଜପୁର ରାଜନୀତି  । ଖୋଲା ମଇଦାନରେ ବବିଙ୍କ ରଣହୁଙ୍କାର ପରେ ସୁଜତା ଦେଲେ ସଫେଇ । କହିଲେ, ମୋର ଇସ୍ତଫା ଦେବାର ନାହିଁ, କି ବବିଙ୍କୁ ଉପନିର୍ବାଚନ ବି ଲଢିବାର ନାହିଁ । ସେ ଯାଜପୁର ପାଇଁ ଲଢିବାକୁ କହିଛନ୍ତି, ଉପନିର୍ବାଚନ ନୁହେଁ । ତେବେ ଗତକାଲି ବିଜେଡି…

ଓଡିଶାରେ ମାଟିରେ ବିଚରଣ କରୁଛନ୍ତି ୬୯୬ କଲରାପତରିଆ ବାଘ

ଭୁବନେଶ୍ବର: ରାଜ୍ୟରେ ବଢିଛି କଲରାପତରିଆ ବାଘଙ୍କ ସଂଖ୍ୟା । ଏମିତି କିଛି ଖୁସି ଖବର ଦେଇଛି ରାଜ୍ୟର ପ୍ରଥମ ନିଜସ୍ବ କଲରାପତରିଆ ବାଘ ଗଣନା ରିପୋର୍ଟ । ତେବେ ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନବିଭାଗ । ରିପୋର୍ଟ କହୁଛି,  ଓଡ଼ିଶାରେ ମୋଟ ୬୯୬ କଲରାପତରିଆ ବାଘ ରହିଛନ୍ତି ।…

‘ବିଜେଡି ଶେଷ ହେବାକୁ ଯାଉଛି, ଆଉ ବିକଳ୍ପ ନାହିଁ’

ଭୁବନେଶ୍ବର: ଭାଙ୍ଗିଯିବ ବିଜେଡି ଗଡ । ଧିରେ ଧିରେ ଶେଷ ହୋଇଯିବ । ଆଉ ବିକଳ୍ପ ନାହିଁ । ବିଜେଡିକି ନେଇ ଆଜି ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି । ଏନେଇ ସନାତନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେଡି ଶେଷ ହେବାକୁ ଯାଉଛି, ଆଉ କିଛି…

ସରକାରୀ ଗୋଦାମରୁ ୨ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁପତ୍ର ଲୁଟ୍

ନୟାଗଡ଼: ନୟାଗଡ଼ ଜିଲ୍ଲାର ଦଶପଲା ଅଞ୍ଚଳରେ ଥିବା ଏକ ସରକାରୀ ଗୋଦାମରୁ ୨ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁ ପତ୍ର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଦଶପଲାର ସାକେନି କେନ୍ଦୁ ଗୋଦାମରେ କେନ୍ଦୁ ପତ୍ର ଗଚ୍ଛିତ ହୋଇ ରହିଥିଲା। ସୂଚନା ଅନୁଯାୟୀ, ଏକ ଡଜନରୁ…

ଅନଲାଇନ ପରୀକ୍ଷାକୁ ବିରୋଧ: ମନ୍ତ୍ରୀଙ୍କ ଘର ଆଗରେ ପରୀକ୍ଷାର୍ଥୀ, କଟକରେ ବିଶାଳ ରାଲି

ଭୁବନେଶ୍ବର: ବିଭିନ୍ନ ପରୀକ୍ଷାରେ ଅନିୟମିତତା ଏବେ ଯେମିତି ଟ୍ରେଣ୍ଡ କରୁଛି । ଆଉ ଏଥିରେ ଅତିଷ୍ଠ ହୋଇଗଲେଣି ପରୀକ୍ଷାର୍ଥୀ । ଗତ ସୋମବାର ଦିନ ଭୁବନେଶ୍ବରରେ ଯେପରି ଗ୍ରୁପ୍ ସି ଓ ଗ୍ରୁପ୍ ଡି ପରୀକ୍ଷାର୍ଥୀ ମାନେ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ…

୪ରେ ଲଘୁଚାପ: ଭିଜିବ ପୂଜା ବଜାର!

ଭୁବନେଶ୍ବର: ପ୍ରବଳ ବର୍ଷିବ । ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣ-ପୂର୍ବ ବାଂଲାଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଆସନ୍ତାକାଲି…

ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଲୁଟିନେଲେ ଦୁର୍ବୃତ୍ତ

ଦଶପଲ୍ଲା: କେନ୍ଦୁପତ୍ର ଫଡ଼ିରେ ପଶି ଲୁଟିନେଲେ କେନ୍ଦୁପତ୍ର। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନ୍ୟାଞ୍ଚଳ ସାକେଣି କେନ୍ଦୁପତ୍ର ଫଡ଼ିରେ ପଶି ଆତଙ୍କ ଖେଳାଇଲେ ୧୦ ଦୁର୍ବୃତ୍ତ। ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଲୁଟିନେଇଥିବା ଅଭିଯୋଗ। କାମ କରୁଥିବା ଲୋକଙ୍କ ମୋବାଇଲ ମଧ୍ୟ ଛଡ଼ାଇ…

ରାୟଗଡାରେ ଝାଡ଼ାବାନ୍ତି ଆତଙ୍କ: ସପ୍ତାହ ମଧ୍ୟରେ ୫ ମୃତ, ୩୧ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରାୟଗଡା: ଥମୁନି ଝାଡାବାନ୍ତି ଆତଙ୍କ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର ପରେ ଏବେ ରାୟଗଡାରେ ବ୍ୟାପି ଚାଲିଛି ଝାଡାବନ୍ତି। ରାୟଗଡ଼ା ଜିଲ୍ଲା ଦୁର୍ଗାପାଙ୍ଗାରେ ମହାମାରୀର ରୂପ ନେଉଛି ଝାଡ଼ାବାନ୍ତି । ସପ୍ତାହ ମଧ୍ୟରେ ଗଲାଣି ୫ ଜଣଙ୍କ ଜୀବନ। ସରକାରୀ ଭାବେ ୫ ଜଣଙ୍କ ମୃତ୍ୟୁ…