Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀମୟୀଙ୍କୁ ଅସମ୍ମାନ…କହିବା ଲୋକ କିଏ?

ଭୁବନେଶ୍ବର: ଶଙ୍ଖଭବନରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଅସମ୍ମାନ ! ମନ୍ମଥ ରାଉତରାୟ ଓ ପ୍ରଦୀପ ସାହୁ କଲେ ଅସମ୍ମାନ ! ଖୋର୍ଦ୍ଧା ଜିଲ୍ଲା ବିଜେଡିର ସମୀକ୍ଷା ବୈଠକରେ ଶ୍ରୀମୟୀଙ୍କୁ ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଅସମ୍ମାନ କରିଥିବା…

ବିଜେଡି ପଦଯାତ୍ରା: ସଂପର୍କ ଯୋଡିବ ନା ଫାଟ ଦିଶିବ

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା। ଲୋକଙ୍କ ସହ ଯୋଡି ହେବାକୁ ପଦଯାତ୍ରା ଆରମ୍ଭ କରିଥିବା ବିଜେଡି ପାଇଁ ଦଳ ଭିତରେ ସଂପର୍କ ମଜଭୁତ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ । କାରଣ ବିଜେଡି କଳି ଦାଣ୍ଡରେ ପଡି ହାଟରେ ଗଡୁଛି । ନବରଙ୍ଗପୁରରୁ ଭୁବନେଶ୍ବର,…

ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନବନିଯୁକ୍ତ ଏସପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ନବନିଯୁକ୍ତ ଦୁଇ ଆଇପିଏସ୍ ଅଧିକାରୀ ଏବଂ ଜଣେ ଓପିଏସ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ବୁଧବାର ନିର୍ଦ୍ଦେଶ ଦିଆଯାଇଛି। ପାର୍ବନ ଋତୁକୁ ଦୃଷ୍ଟିରେ ରଖି ଯୋଗଦାନ ସମୟ ପୂର୍ବରୁ ସେମାନଙ୍କୁ ଦାୟିତ୍ୱ ନେବାକୁ ବିଜ୍ଞପ୍ତିରେ କୁହାଯାଇଛି। କେନ୍ସିଙ୍ଗା ଏସଡିପିଓ…

‘ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିସ୍ତାର ନାହିଁ’

ପୁରୀ: ଶ୍ରୀମନ୍ଦିର ଲୁହା କଡ଼େଇ ଅବଢ଼ା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ କଠୋର ପଦକ୍ଷେପ ନିଆଯିବ । ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହି ମାମଲାର ଏବେ ବି ସମୀକ୍ଷା ଚାଲିଛି ।…

ଏହି ମନ୍ଦିରରେ ରହିଛି ଗୁପ୍ତ ଗଙ୍ଗା, ଯାହା କେବେବି ହୁଏନି ପୂର୍ଣ୍ଣ

ଯାଜପୁର: ମା ମହାମାୟା ବିଭିନ୍ନ ନାମର ଓ ରୂପରେ ଆର୍ଯ୍ୟବର୍ତ୍ତର କୋଣେ ଅନୁକୋଣେ ବିରାଜିତା । ଭାରତର ପ୍ରମୁଖ ଶକ୍ତି କ୍ଷେତ୍ର ମଧ୍ୟରେ ବିରଜା କ୍ଷେତ୍ର ପ୍ରମୁଖ । ଏହିଠାରେ ଦେବୀ ସତୀଙ୍କ ନାଭି ଅଂଶ ପଡିଥିବା ପୁରାଣରେ ବର୍ଣ୍ଣିତ । ଏଣୁ ଏହି ପୀଠର ନାମ ନାଭିଗୟା । ବିଶ୍ବାସ କରାଯାଏ ଏଠାରେ…

ଜୋତା ଭିତରେ ଲୁଛିଥିଲା ତମ୍ପ ସାପ, ଯୁବକ ପିନ୍ଧିବା ବେଳେ…

ଭୁବନେଶ୍ବର: ଆମେ ସାଧାରଣତଃ ବାହାରକୁ ଯିବା ସମୟରେ ରଖାହୋଇଥିବା ଜୋତାକୁ ନଦେଖି ପିନ୍ଧିଦେଉଛେ । ହେଲେ ଅନେକ ସମୟରେ ଟିଭି ହେଉ କି ସୋସିଆଲ ମିଡିଆ ସବୁଥିରେ ଖବର ଆସୁଛି ଯେ, ଜୋତା ଭିତରେ ସାପ କିମ୍ବା ଅନ୍ୟ ଶରିସୃପ ରହୁଥିବାର । ଯାହା ଅତି ବିପଜ୍ଜନକ ଅଟେ । ଆଉ ବର୍ଷା ଦିନେ ତ ଏହା ସାଧାରଣ…

ଓଡ଼ିଶାରେ ସରେଇକେଲା-ଖରସୁଆନର ମିଶ୍ରଣ’ ଉପରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି/ଭୁବନେଶ୍ବର: ପଡୋଶୀ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦଳୀୟ ପ୍ରଚାର ପାଇଁ ମଙ୍ଗଳବାର ଝାଡ଼ଖଣ୍ଡ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ସରେଇକେଲା-ଖରସୁଆନ ଅଞ୍ଚଳକୁ ଓଡିଶାରେ ମିଶାଇବା ପ୍ରସଙ୍ଗ ଉପରେ ସେ ସ୍ପଷ୍ଟୀକରଣ ରଖିଛନ୍ତି । ଏକ…

ଘରେ ପଶି ଚୋରି ସହିତ ମହିଳାଙ୍କୁ ଦୁଷ୍କର୍ମ ମାମଲା, ଦୁଇ ଅଟକ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ମୈତ୍ରୀବିହାର ଥାନା ଅଞ୍ଚଳରେ ଥିବା ଏକ ଫ୍ଲାଟରେ ଦୁଇ ଜଣ ଦୁର୍ବୃତ୍ତ ଲୁଟ୍ କରିବା ସହ ଘର ଭିତରେ ଏକୁଟିଆ ଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ଉଭୟଙ୍କୁ ପୋଲିସ…

ହବିଷ୍ୟାଳୀଙ୍କ ନିମନ୍ତେ ସରକାରଙ୍କ ପକ୍ଷରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ପବିତ୍ର କାର୍ତ୍ତିକ ମାସ । ଏହି ମାସରେ ହବିଷ୍ୟାଳୀ ମାନଙ୍କର ବ୍ରତ ପାଳନ ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରାଯାଇଛି । ଏନେଇ ଧନରାଶି ଅନୁମୋଦନ ହେବା ସହିତ ହବିଷ୍ୟାଳୀ ମା'…

ଅଚ୍ୟୁତ ସାମନ୍ତଙ୍କୁ ‘ମହାତ୍ମା ସମ୍ମାନ’ ୨୦୨୪ ପ୍ରଦାନ

ଭୁବନେଶ୍ୱର: ଶିକ୍ଷାବିତ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ମହାତ୍ମା ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ମଙ୍ଗଳବାର ବିର୍ଲା ଗ୍ରୁପ୍‍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ…