Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ: ରାଉରକେଲା ବିଜେଡି ବିଧାୟକ ସାରଦା ନାୟକଙ୍କ ନାଁରେ ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା । ଏନେଇ ଆଜି ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି । ଏହି ମାମଲାରେ ଉତ୍ତର ରଖିବାକୁ ସାରଦା ନାୟକଙ୍କୁ ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ନଭେମ୍ବର ୧୯ ତାରିଖରେ ମାମଲାର…

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ

ସମ୍ବଲପୁର: ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ । ଦୋଷୀ ପ୍ରଶାନ୍ତ ବଘାରକୁ ଫାଶି ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୨୨ ଜମନକିରା ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ, ହତ୍ୟା ପାଇଁ ଘଟଣାରେ ଗିରଫ ହୋଇଥିଲେ ପ୍ରଶାନ୍ତ । ନାବାଳିକାକୁ ହତ୍ୟା…

ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌

କଟକ: ମାହାଙ୍ଗା ଡବଲ ମର୍ଡର ମାମଲା l ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌ l ପ୍ରତାପଙ୍କ ନାଁରେ ତଳକୋର୍ଟ ମାମଲାକୁ ଖାରଜ କଲେ ହାଇକୋର୍ଟ l ତଳକୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ ପ୍ରତାପ ଜେନା l ମାହାଙ୍ଗା ଡବଲ ମର୍ଡର ମାମଲାରେ ୧୩ ନମ୍ବର ମୁଦାଲା ଥିଲେ ପ୍ରତାପ…

ଭଦ୍ରକ ଅଶାନ୍ତି…ବଢିଲା ରାଜନୀତି

ଭୁବନେଶ୍ବର: ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ, ଅଶାନ୍ତ ଭଦ୍ରକ। ଧୁଷୁରୀ, ପାଳିଆବିନ୍ଧା ଏବଂ ପରେ ଧାମନଗର ଓ ଭଦ୍ରକ । ମାସେ ଭିତରେ ଜିଲ୍ଲାରେ ତିନିଟି ସାଂପ୍ରଦାୟିକ ଅଶାନ୍ତି ଘଟଣା ସାମନାକୁ ଆସିଛି। ଏହାକୁ ନେଇ ବିଜେପି ସରକାରକୁ ଟାର୍ଗେଟ୍ କରିଛି ବିଜେଡି। ସରକାରଙ୍କ କାର୍ଯ୍ୟଦକ୍ଷତାକୁ…

ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ନେଇ ମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ବର: ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ନେଇ ବଡ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି, ରାଜ୍ୟରେ ଖୁବଶୀଘ୍ର ଏହି ଦୁଇ ଯୋଜନା ଲାଗୁ ହେବ । ଯୋଜନା ଲାଗୁ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭାରତ ସରକାରଙ୍କ ସହ…

୭ ହଜାର ଟଙ୍କାରେ ଶିଶୁପୁତ୍ରକୁ ବିକି ଦେଲା ବାପା

ଯାଜପୁର: ଘରର ଖର୍ଚ୍ଚ ପୂରଣ କରିବାକୁ ଯାଇ ଜଣେ ବ୍ୟକ୍ତି ନିଜର ଦେଢ ମାସର ଶିଶୁପୁତ୍ରକୁ ୭ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ସୋମବାର ଦିନ ଥାନାରେ ଅଭିଯୋଗ କରିବା ପରେ ଏହି ମାମଲା ଲୋକଲୋଚନକୁ ଆସିଛି। ଖବର ପାଇ ଶିଶୁଟିକୁ ଚାଇଲ୍ଡ ଲାଇନ୍…

ଆସନ୍ତା ୪ରେ ବନ୍ଦ ରହିବ କୋରାପୁଟ

କୋରାପୁଟ: ଆସନ୍ତା ୪ ତାରିଖରେ କୋରାପୁଟ ଜିଲ୍ଲାରେ ଠପ୍ ହେବ ସେବା । ବନ୍ଦ ରହିବ ଜିଲ୍ଲାର ଚକ ଅଖ । ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ କୋରାପୁଟ ବନ୍ଦ ଡାକରା ଦେବେ ବିଭିନ୍ନ ସଂଗଠନ । ତେବେ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୪ ତାରିଖରେ କୋରାପୁଟରେ ବିଭିନ୍ନ ସଂଗଠନମାନେ…

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ

କେନ୍ଦ୍ରାପଡା: ପୁଣି ଭିଜିଲାନ୍ସ ହାତରେ ଧରାପଡିଲେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦ୍ରାପଡ଼ା ଫୁଡ୍ ଇନ୍ସପେକ୍ଟର ବିଭାସ ମଜୁମଦାର। ଏକ ପାଉଁରୁଟି ଫ୍ୟାକ୍ଟ୍ରି ଲାଇସେନ୍ସ ନବୀକରଣ କରିବା ପାଇଁ  ୫ ହଜାର ଟଙ୍କା ମାଗି ହଟହଟା ହେଲେ…

ନବୀନଙ୍କୁ କଡା ଗଣ୍ଡା ହିସାବ ଦେଲା ବିଜେପି

ଭୁବନେଶ୍ବର: ନବୀନଙ୍କୁ କଡା ଜବାବ ଦେଲା ବିଜେଡି । ବିଜେପି ସରକାରରେ ସାମ୍ପ୍ରଦାୟିକ ଦଙ୍ଗା ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନିନ୍ଦନୀୟ କହିବା ସହିତ ନବୀନ ନିଜେ ଓଡ଼ିଶାରେ ଅଶାନ୍ତି କରିବାକୁ ଚାହୁଁଛନ୍ତି ବୋଲି କଡା ଗଣ୍ଡା ହିସାବ ଦେଇଛି ବିଜେପି । ତେବେ ଗତକାଲି ବିଜେଡି ପକ୍ଷରୁ…