Latest Odisha News

BREAKING NEWS

Browsing Category

ଓଡିଶା

Odisha

କନ୍ଧମାଳ ପୋଲିସକୁ ବଡ଼ ସଫଳତା, ୨ ମାଓବାଦୀ ଗିରଫ

ଫୁଲବାଣୀ: ୨ ମାଓବାଦୀଙ୍କୁ ଗିରଫ କଲା କନ୍ଧମାଳ ପୋଲିସ। ସିପିଆଇ ମାଓବାଦୀ ଏରିଆ କମିଟି ସଦସ୍ୟ ଅଜୟ ଓ ମଞ୍ଜୁ ଗିରଫ ହୋଇଥିବା ସୂଚନ ରହିଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସତଳଦା ନିକଟରେ ଉଭୟ ମାଓବାଦୀଙ୍କୁ କାବୁ କଲା ପୋଲିସ। ସୂଚନା ଥାଉଖି ଦିନକ ପୂର୍ବରୁ କନ୍ଧମାଳ ଜିଲ୍ଲାର…

ଜୁଲାଇ ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର: ପାରମ୍ପରିକ ପୂଜା ପରେ ଜୁଲାଇ ୬ ତାରିଖରେ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ସମ୍ବଲପୁରରେ ଥିବା ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବୃଦ୍ଧି ପାଉଛି। ଯାହାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଏହି…

ଆଉ ୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ଓଡ଼ିଶାରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ଜୁଲାଇ ୬ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ତେବେ ଏହା ଉତ୍ତର-ପୂର୍ବ ଆରବ ସାଗରରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ ଦେଇ…

ବିଏମ୍‌ସି ଅଫିସ୍‌ରେ ନାହାନ୍ତି ଅଫିସର, ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ ଆୟୁକ୍ତଙ୍କୁ ଆକ୍ରମଣର ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଓଏଏସ ସଙ୍ଘ। ଅତିରିକ୍ତ ଆୟୁକ୍ତଙ୍କୁ ଆକ୍ରମଣ ପ୍ରତିବାଦ ଓ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବିରେ ଓଏଏସ ସମୂହ ଛୁଟିରେ ପ୍ରଶାସନିକ ସ୍ତରରେ ଅଚଳାବସ୍ଥା ସୃଷ୍ଟି…

ସହକାରୀ ଯନ୍ତ୍ରୀଙ୍କ ଘର କିଣା ନିଶା; ସିକ୍ରେଟ ଚାମ୍ବରରେ ରଖିଥିଲେ ୬ ଲକ୍ଷ..

ଭୁବନେଶ୍ୱର: ବଲାଙ୍ଗୀରର କଣ୍ଟାବାଞ୍ଜି ଆର୍ ଆଣ୍ଡ ବି ଡିଭିଜନ ଅଧୀନରେ ଥିବା ଟିଟଲାଗଡ଼ ଆର୍ ଆଣ୍ଡ ବି ସବ-ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଦିଲେଶ୍ୱର ମାଝୀଙ୍କ ନିକଟରେ ଆୟବହିର୍ଭୁତ ସମ୍ପତି ଥିବା ନେଇ ତାଙ୍କର ସମ୍ବଲପୁର ବାସଭବନରେ ଗୁରୁବାର ଦିନ ଭିଜିଲାନ୍ସ ତରଫରୁ…

ଗୋଷ୍ଠୀ କନ୍ଦଳ ହେବ କି ବିଜେପି ପାଇଁ କାଳ ?

ଭୁବନେଶ୍ବର: ବିଜେପିରେ ଅଲ୍ ଇଜ ନଟ୍ ଓ୍ବେଲ୍ । ରଥଯାତ୍ରା ପରଠୁ ଗୋଟେ ପରେ ଗୋଟେ ଘଟଣାରୁ ଏକଥା ବେଶୀ ବେଶୀ ସ୍ପଷ୍ଟ ହେବାରେ ଲାଗିଛି । କ୍ଷମତାରେ ଥିବା ଗୋଷ୍ଠୀ ଓ ଅନ୍ୟ ଏକ ପ୍ରଭାବଶାଳୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା କନ୍ଦଳ, ଦାଣ୍ଡରେ ପଡି ହାଟରେ ଗଡିଲାଣି । ବିଶେଷ କରି ବିଏମସି ଅତିରିକ୍ତ…

ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି

କଟକ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ବସ୍ତି । ସିବିଆଇ ଚଢ଼ାଉ ମାମଲାରେ ମିଳିଲା ସାମୟିକ ଆଶ୍ବସ୍ତି । ପରବର୍ତ୍ତୀ ଶୁଣାଣି ଯାଏ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବିଷ୍ଣୁପଦ । ଆସନ୍ତା ୮ ତାରିଖରେ ମାମଲାର…

ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ଦେବାଶିଷ ସିଂହଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ଦେଇଛନ୍ତି। ବୁଧବାର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଏହି ସମ୍ପର୍କରେ ଏକ ସରକାରୀ ବିଜ୍ଞପ୍ତି ଜାରି…

ବିଏମସି ଅଧିକାରୀଙ୍କୁ ମାଡ଼ ଘଟଣା; ସରକାରଙ୍କୁ ୩ ଦିନର ମହଲତ ଦେଲା ଓଏଏସ ସଂଘ

ଭୁବନେଶ୍ୱର: ବିଏମସି ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ଏବଂ ସରକାର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗୁରୁବାର ଘୋଷଣା କରିଛି ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସଂଘ। ଏହି ପ୍ରସଙ୍ଗରେ ଏକ ବୈଠକ କରିବା ପରେ ସଂଘ…

ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ, ସରକାରଙ୍କ ପାଖରେ ଥାଏ ଏପରି ପ୍ଲାନ…

ଭୁବନେଶ୍ୱର: ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ବୟାନ। କହିଲେ ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨, ୩ ଥାଏ। ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ। ମୁଁ ନିଜେ ସାମ୍ନାକୁ ଆସିଥିଲି, ଆମ ଉପରେ ଭରସା…