Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲବଣଗିରି ମନ୍ଦିର ପ୍ରତିଷ୍ଠାରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଲବଣଗିରି ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି। ଏଥିଲାଗି ଡିସେମ୍ବର ୧୨ରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ଐତିହାସିକ ଲବଣଗିରି ପାହାଡ଼ ଶୀର୍ଷରେ ନୂତନ ଭାବେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର…

୬ରେ ଲଘୁଚାପ, ଓଡ଼ିଶା ଉପରେ ପଡିବନି ପ୍ରଭାବ !

ଭୁବନେଶ୍ୱର: ଆସନ୍ତା ୬ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଥାଇଲାଣ୍ଡରେ ମଧ୍ୟ ଆଉ ଏକ ଲଘୁଚାପ…

ବଦଳିଲେ ବହୁ ଜିଲ୍ଲାର ଏସ୍‌ପି, ପିନାକ ମିଶ୍ର ହେଲେ ଭୁବନେଶ୍ୱରର ନୂଆ ଡିସିପି

ଭୁବନେଶ୍ୱର: ଆଜି ଏସ୍‌ପି ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ୨୦ଟି ଜିଲ୍ଲାର ଏସ୍‌ପିଙ୍କ ବଦଳି ହୋଇଛି। ବ୍ରହ୍ମପୁର ଓ ରାଉରକେଲାକୁ ମଧ୍ୟ ମିଳିଛନ୍ତି ନୂଆ ଏସ୍‌ପି। ଆଉ ଏହି କ୍ରମରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଛି। କଟକ ଡିସିପିଙ୍କର ମଧ୍ୟ…

କୋଣାର୍କରେ କାଉ ମଡ଼କ, ଆତଙ୍କିତ ସ୍ଥାନୀୟ ବାସିନ୍ଦା

ପୁରୀ: କୋଣାର୍କର ବିଭିନ୍ନ ସ୍ଥାନରେ କାଉ ମଡ଼କ ପରେ ପୁଣିଥରେ ବାର୍ଡ ଫ୍ଲୁ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ସୂଚନାନୁସାରେ, ସ୍ଥାନୀୟ ଲୋକମାନେ କୋଣାର୍କର ଏକ କିଲୋମିଟର ଦୂରତ୍ୱ ମଧ୍ଯରେ ମୃତ କାଉ ଗୁଡିକୁ ପଡିଥିବାର ଦେଖିଥିଲେ। ଯଦିଓ କାଉମାନେ କାହିଁକି ମୃତ୍ୟୁବରଣ କରୁଛନ୍ତି ତାହାର…

ଅଚ୍ୟୁତ ସାମନ୍ତଙ୍କୁ ଆଇକନିକ ହେଲଥକେୟାର ଲିଡର୍‍ ସମ୍ମାନ

ଭୁବନେଶ୍ୱର: କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସୋସିଏସନ୍‍ ଅଫ୍‍ ହେଲ୍‍ଥକେୟାର ପ୍ରୋଭାଇଡର୍ସ (ଏଏଚ୍‍ପିଆଇ) ଇଣ୍ଡିଆ ପକ୍ଷରୁ ସମ୍ମାନଜନକ ଆଇକନିକ ହେଲଥକେୟାର ଲିଡର୍‍ ସମ୍ମାନ ପ୍ରଦାନ କରାଯାଇଛି। ରବିବାର ଚେନ୍ନାଇଠାରେ ଅନୁଷ୍ଠିତ ଦ୍ୱିତୀୟ ଏଏଚ୍‍ପିଆଇ…

ଆଇପିଏସ ସ୍ତରରେ ଅଦଳ ବଦଳ, ବଦଳିଲେ କଟକ-ଭୁବନେଶ୍ୱର ପୁଲିସ କମିଶନର

ଭୁବନେଶ୍ୱର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ବଦଳିଲେ କଟକ-ଭୁବନେଶ୍ୱର ପୁଲିସ କମିଶନର। ଗୁଇନ୍ଦା ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏଡିଜିଙ୍କଠାରୁ ଆରମ୍ଭ କରି କଟକ-ଭୁବନେଶ୍ୱର ପୁଲିସ କମିଶନର ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ବଡ଼ ପଦବୀରେ ଥିବା ଆଇପିଏସ ଅଫିସରଙ୍କୁ ବଦଳି…

ଆନ୍ଧ୍ରରୁ ଆଣି ଓଡ଼ିଶା ନମ୍ବର ଲଗାଇ ବିକୁଥିଲେ ବାଇକ; ୧୯ଟି ବାଇକ ସହ ଧରାପଡିଲା ଚୋର

ପାରଳାଖେମୁଣ୍ଡି: ଆନ୍ଧ୍ରରୁ ଚୋରି ଆଣି ଓଡ଼ିଶା ନମ୍ବର ଲଗାଇ ବାଇକ ବିକୁଥିଲା। ୧୯ଟି ବାଇକ ସହ ଧରାପଡିଲା ଚୋର। ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରୁ ଚୋରି ହୋଇଥିବା ୧୯ଟି ବାଇକ୍ ଜବତ କରିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ। ଏହି ମାମଲାରେ ଅନ୍ୟଜଣ ଅଭିଯୁକ୍ତ ଫେରାର ଅଛି।…

ଆଜି ରାତିରେ ପ୍ରବଳ ବର୍ଷା: ବଜ୍ରପାତ ଓ ଝଡତୋଫାନ ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଓଡିଶାର ୮ଟି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥି ସହିତ କିଛି ଜିଲ୍ଲାରେ ଘଡ଼ଘଡି ମାରିବ। ପ୍ରବଳ ବେଗରେ ପବନ ମଧ୍ୟ ବୋହିବ।ଏନେଇ ସତର୍କ ସୂଚନା ଜାରି କରିଛି ଆଇଏମଡି। ରବିବାର ସନ୍ଧ୍ୟାରେ କିଛି…

କେବେ ପର୍ଯ୍ୟନ୍ତ ଭରିପାରିବେ ଇ-କେଓ୍ବାଇସି?

ଭୁବନେଶ୍ବର: ରାସନକାର୍ଡରେ ଭୂତ ହିତାଧିକାରୀଙ୍କୁ ଠାବ କରିବା ପାଇଁ ରାସନ କାର୍ଡରେ ଇ-କେଓ୍ବାସି ଭରିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏନେଇ ମନ୍ତ୍ରୀ କହିଛନ୍ତି,…

ରାଉରକେଲା ଗଣଦୁଷ୍କର୍ମ ଘଟଣାରେ ଜେଲ୍ ଗଲେ ୬ ଅଭିଯୁକ୍ତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ଜଣେ ୧୭ ବର୍ଷର ବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ସ୍ୱତନ୍ତ୍ର POCSO କୋର୍ଟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଯାହା ପରେ ସମସ୍ତଙ୍କୁ ଜେଲ ପଠାଇଦିଆଯାଇଛି। ଏହି ୬ ଜଣଙ୍କୁ ଗଣଦୁଷ୍କର୍ମ ଘଟଣାରେ ଗିରଫ କରାଯିବା ପରେ ରଘୁନାଥପାଲି ପୋଲିସ…