Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅରବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ଖସିଲା, କିନ୍ତୁ ନାଗରିକଙ୍କୁ ସଶକ୍ତ କରାଇବାରେ ସବୁଠୁ ଆଗରେ ଓଡିଶା

ଭୁବନେଶ୍ବର: ଅରବାନ୍ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ ୨୦୨୪ରେ ଦ୍ବିତୀୟ ସ୍ଥାନକୁ ଖସିଲା ଓଡିଶା । ଯେଉଁଥିରେ ଓଡିଶା ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ପ୍ରଥମ ସ୍ଥାନାରେ ରହିଛି କେରଳ । ତେବେ ପ୍ରଜା ଫାଉଣ୍ଡେସନ ଦ୍ବାରା ପ୍ରକାଶିତ ଏହି ରିପୋର୍ଟ ଭାରତରେ ବିଭିନ୍ନ ସହରରକୁ ଅଧ୍ୟୟନ କରି ଦୁଇ…

ପୁରୀ, କୋଣାର୍କ ବୁଲିଲେ ଆମେରିକା ରାଷ୍ଟ୍ରଦୂତ 

ପୁରୀ: ପୁରୀ ଓ କୋଣାର୍କ ବୁଲିଲେ ଆମେରିକାର ରାଷ୍ଟ୍ରଦୂତ ଏରିକ ମାଇକେଲ ଗାରସେତୀ। ସେ ପତ୍ନୀ ଓ ପିଲାମାନଙ୍କ ସହ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ସୂଚନାନୁସାରେ, ଶନିବାର ଦିନ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପରିକ୍ରମା କରିବାର ଦିନକ ପରେ ସେ ପରିବାର ସହ ଆଜି ସକାଳେ କୋଣାର୍କର…

ଆସୁଛି ବଡ ଲଘୁଚାପ, ଭିଜିବ ପାର୍ବଣ

ଭୁବନେଶ୍ବର: ୨୪ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ ଏବେ ରାଜ୍ୟର ପ୍ରବଳ ବର୍ଷା ଅନୁଭୂତ ହେଉଛି । ଗତ ୨ ଦିନ ହେବ ବର୍ଷାର ପରିମାଣ ଟିକେ କମିଥିବା ବେଳେ ଆଜି ପୁଣି କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ଅନୁଭୂତ ହୋଇଛି । ତେବେ ଏହାର ପ୍ରଭାବ କମିବା ବେଳକୁ…

ପୁଣି ଖୋଲିବ ସ୍ମିତାରାଣୀ ମୃତ୍ୟୁ ରହସ୍ୟ

ଯାଜପୁର: ପୁଣି ଖୋଲିବ ସ୍ମିତାରାଣୀ ମୃତ୍ୟୁ ମାମଲା । ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ ହେବ । ଆଜି ଯାଜପୁର ବଡଚଣାରେ ବିଜେପି ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପିର ସଦସ୍ୟତା ଅଭିଯାନ…

‘୨୪ ବର୍ଷରେ ବିକାଶ ନାଁରେ ବିନାଶ କରିଛି ବିଜେଡି’-ମୁଖ୍ୟମନ୍ତ୍ରୀ

ଯାଜପୁର: ‘ବିକାଶ ନାଁରେ ଓଡିଶାର ବିନାଶ କରିଛି ବିଜେଡି । ଓଡିଶାକୁ ଲୁଟିଛି । ଯାଜପୁରକୁ ବହୁ ପଛକୁ ନେଇଯାଇଛି ।’ ଆଜି ଯାଜପୁର ବଡଚଣାରେ ବିଜେଡି ପ୍ରତି ସ୍ବର ଶାଣିତ କରି କିଛି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାଜପୁର ବଡଚଣାରେ ଆୟୋଜିତ ବିଜେପି ସଦସ୍ୟତା ଗ୍ରହଣ…

ନିଯୁକ୍ତ ହେବେ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ, ସୁଯୋଗ ପାଇବେ ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀ

ଭୁବନେଶ୍ବର: ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ । ବରିଷ୍ଠ ତଥା ଅବସରପ୍ରାପ୍ତ ଅଧିକାରୀଙ୍କୁ ଏଥିରେ ସାମିଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସାମଲ କହିଛନ୍ତି, ସଦସ୍ୟତା ଅଭିଯାନ ପରେ ଯୋଗ୍ୟ ଅଭିଜ୍ଞ ଲୋକଙ୍କୁ ବୋର୍ଡ ଏବଂ ନିଗମ…

ମନ କି ବାତ୍‌: ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଲେ ମୋଦୀ

ଭୁବନେଶ୍ଵର: ୧୧୪ ତମ ‘ମନ୍ କି ବାତ’ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ପାଳିର ଏହା ହେଉଛି ମୋଦୀଙ୍କ ଚତୁର୍ଥ ତମ ମନ କି ବାତ୍‌ । ଆଜିର ରେଡିଓ କାର୍ଯ୍ୟକ୍ରମରେ ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।…

ନକ୍ସଲଙ୍କ ଆଇଇଡି ବିସ୍ଫୋରଣ: ୫ ଯବାନ ଆହତ

ମାଲକାନଗିରି: ଛତିଶଗଡ଼ ବିଜାପୁରରେ ଆଇଇଡି ବିସ୍ଫୋରଣ । ଟେରାମ୍‌ ଗୁଡୁମ୍‌ ଗାଁ ଜଙ୍ଗଲରେ ନକ୍ସଲ ଆଇଇଡି ବିସ୍ଫୋରଣ ହୋଇଥିଲା । ଫଳରେ ୫ ଜଣ ଯବାନ ଆହତ ହୋଇଛନ୍ତି । ଆହତ ସିଆରପିଫ୍‌ ଯବାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମାଲକାନଗିରି ସୀମାନ୍ତ ଛତିଶଗଡ଼…

ଧରା ପଡିଲେ ଅମାନିଆ ଗାଡି ଚାଳକ, ଗାଡ଼ି ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର: ଗାଡ଼ି ଚେକିଂ ବେଳେ ମିଳିଲା ପୁଳାପୁଳା ଟଙ୍କା । ଓମ୍‌ଫେଡ୍‌ ଛକ ନିକଟରେ କାର୍‌ରୁ ଟଙ୍କା ଜବତ କଲା ପୋଲିସ । ୪ ଲକ୍ଷ ୭୭ ହଜାର ଟଙ୍କା ଜବତ ସହ ଜଣେ ଯୁବକକୁ ଅଟକ ରଖିଛି ପୋଲିସ । ବ୍ୟକ୍ତି ଜଣଙ୍କ ହେଲେ ଦିବ୍ୟଜ୍ୟୋତି ନାୟକ। ପୋଲିସ ତାଙ୍କୁ ଅଟକ ରଖି ଟଙ୍କା ବାବଦରେ ପଚରାଉଚରା…