Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜୁଲାଇ ୩ ଯାଏଁ ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଜୁଲାଇ ୩ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମଧ୍ୟାହ୍ନ ବୁଲେଟିନ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ହେଲେ ମିର୍ଦ୍ଧା ଟପ୍ପୋ

ଭୁବନେଶ୍ବର: ରଥଯାତ୍ରା ପରିଚାଳନାକୁ ନେଇ ଉଠୁଥିବା ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ସଚିବ ନିଯୁକ୍ତି ପାଇଛନ୍ତି । ମିର୍ଦ୍ଧା ଟପ୍ପୋ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ସେ ପୂର୍ବରୁ କେନ୍ଦୁଝର ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।…

ବ୍ୟାରିକେଡ଼ ଭାଙ୍ଗିଲେ ବିକ୍ଷୋଭକାରୀଙ୍କ ଗୋଡ ଭାଙ୍ଗିଦେବ; ପୋଲିସ ଅଧିକାରୀଙ୍କ ଭିଡିଓ ଭାଇରାଲ…

ଭୁବନେଶ୍ୱର: ପୁରୀ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଦଳାଚକଟା ପରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତେବେ ଓଡ଼ିଶା ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ ଏଜି ସ୍କୋୟାରରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ…

ମା’ ହେଲା ହଳଦିଆ ରଙ୍ଗର ଆନାକୋଣ୍ଡା, ୭ଶାବକଙ୍କୁ ଦେଲା ଜନ୍ମ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ବୃଦ୍ଧି ହେଲା ପୃଥିବୀର ସବୁଠାରୁ ବୃହତମ ତଥା ଭୟଙ୍କର ସାପର ପରିବାର । ରବିବାର ପ୍ରାଣୀ ଉଦ୍ୟାନର ସରୀସୃପ ସାରଣୀରେ ହଳଦିଆ ଆନାକୋଣ୍ଡା ୭ଟି ଛୁଆ ଜନ୍ମ ଦେଇଛି । ଏହି ନୂଆ ଛୁଆଙ୍କୁ ମିଶାଇ ଚିଡ଼ିଆଖାନାରେ ହଳଦିଆ ଆନାକୋଣ୍ଡା ସଂଖ୍ୟା ୧୪କୁ ବୃଦ୍ଧି…

ସମ୍ଭାବ୍ୟ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସମୀକ୍ଷା ପରେ ପ୍ରତିକ୍ରିୟାରେ ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା ମନ୍ତ୍ରୀ କହିଛନ୍ତି। ମୟୂରଭଞ୍ଜ ଓ ବାଲେଶ୍ବରକୁ ରେଡ୍ ଆଲର୍ଟ ରହିଛି। ତଳମୁଣ୍ଡରେ…

ଟଳିଗଲା ବଡ ଅଘଟଣ, ସମ୍ଭାବ୍ୟ ଦଳାଚକଟା ସ୍ଥିତିକୁ ନିୟନ୍ତ୍ରଣ କଲେ ଜିଆରପି ଓ ଆରପିଏଫ ଟିମ

ପୁରୀ: ଟଳିଗଲା ବଡ ଅଘଟଣ। ରଥଯାତ୍ରା ଦିନ ପୁରୀ ରେଳ ଷ୍ଟେସନରେ ଏକ ଦଳାଚକଟା ଅଘଟଣ ଟଳି ଯାଇଛି। ନହେଲେ ଚାଲିଯାଇଥାନ୍ତା ଅନେକ ଯାତ୍ରୀଙ୍କ ଜୀବନ। ଜିଆରପି ଓ ଆରପିଏଫ ଟିମର ଉପସ୍ଥିତ ବୁଦ୍ଧି ଯୋଗୁଁ ନିୟନ୍ତ୍ରଣରେ ରହିଲା ଦଳାଚକଟା ସ୍ଥିତି। ଅଘଟଣ ଏଡ଼ାଇ ଦେଇଛନ୍ତି GRP ଓ RPF। ପୁରୀ ରେଳ…

କଟକ ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ଭୁବନେଶ୍ୱର: କଟକ ରେଳ ଷ୍ଟେସନ ନିକଟରେ ସୋମବାର ସକାଳେ ଟ୍ରେନ୍ ସେବା କିଛି ସମୟ ପାଇଁ ପ୍ରଭାବିତ ହୋଇଛି। ସୂଚନା ଅନୁଯାୟୀ, ସକାଳ ୮.୪୩ ସମୟରେ ପାରାଦୀପ ଅଭିମୁଖେ ଯାଉଥିବା ଏକ ଖାଲି ମାଲବାହୀ ଟ୍ରେନର ତିନୋଟି ୱାଗନ୍ ଲାଇନଚ୍ୟୁତ ହୋଇଥିଲା। ଟ୍ରାକ୍ ପରିବର୍ତ୍ତନ କରିବା ସମୟରେ ଏହି…

ଅପରେସନ୍ “ଯାତ୍ରୀ ସୁରକ୍ଷା”: ଟ୍ରେନରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗ ବିରୋଧରେ ଆରପିଏଫର କଡ଼ା…

ଭୁବନେଶ୍ୱର: ଅପରେସନ୍ "ଯାତ୍ରୀ ସୁରକ୍ଷା" ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଛି ଆରପିଏଫ। ରେଳ ସୁରକ୍ଷା ବଳ (RPF) ଡିଟେକ୍ଟିଭ୍ ୱିଙ୍ଗ ପୁରୀର କୋଚିଂ କମ୍ପ୍ଲେକ୍ସରୁ ୬ ଜଣିଆ ଅପରାଧୀ ଗ୍ୟାଙ୍ଗକୁ ସଫଳତାର ସହ ଗିରଫ କରିଛି। ପୁରୀ ଏବଂ ଖୋର୍ଦ୍ଧା ରୋଡ୍ ସେକ୍ସନ ମଧ୍ୟରେ ଚଳାଚଳ…

ଓଏଏସ୍‌ ସ୍ତରରେ ଅଦଳବଦଳ: ୧୪ ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି। ୧୪ଜଣଙ୍କୁ ବଦଳି କରାଯାଇଛି। ଏନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜସ୍ୱ ବୋର୍ଡ କୋର୍ଟ ଅଫିସର ଏନ୍‌ଏନ୍‌ ରାଜଲକ୍ଷ୍ମୀ ଓଝାଙ୍କୁ କଟକ ଟାଙ୍ଗୀ ଚୌଦ୍ୱାର ଗୋଷ୍ଠୀ…

ଆଜିଠୁ ଏସ୍‌ଓଏସ୍‌ସି ପରୀକ୍ଷା, ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ: ଆଜିଠୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଷ୍ଟେଟ୍‌ ଓପନ ସ୍କୁଲ୍‌ ସାର୍ଟିଫିକେଟ୍‌ (ଏସ୍‌ଓଏସ୍‌ସି) ପରୀକ୍ଷା। ହୋମ୍‌ ସାଇନ୍ସ ଥିଓରି ପରୀକ୍ଷ ସୋମବାର ସକାଳ ୯ ଟାରୁ ଆରମ୍ଭ ହୋଇ ୧୧ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ…