Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି, କାଲି ୫ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ରଥ ଉପରେ ନୀତିକାନ୍ତି ଶେଷ ହେବାପରେ ଚାରମାଳ ବନ୍ଧା ହୋଇଥିଲା, ଏହାପରେ ଗୋଟିପହଣ୍ଡିରେ ଶ୍ରୀବିଗ୍ରହମାନେ ଆଡ଼ପମଣ୍ଡପକୁ ବିଜେ କରିଛନ୍ତି। ସୋମବାରଠାରୁ  ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଆଡ଼ପମଣ୍ଡପରେ ଦର୍ଶନ ଦେବେ। ସେହିପରି ସୋମବାରଠାରୁ ଭକ୍ତମାନେ ଆଡ଼ପ ଅବଢ଼ା ପାଇବେ।…

ସ୍ଥଗିତ ରହିଲା ରାଜ୍ୟ ବିଜେପି ସଭାପତି ନିର୍ବାଚନ

ଭୁବନେଶ୍ୱର: ସ୍ଥଗିତ ରହିଲା ରାଜ୍ୟ ବିଜେପି ସଭାପତି ନିର୍ବାଚନ। ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ମଧ୍ୟ ସ୍ଥଗିତ। ଏନେଇ ସୂଚନା ଦେଲେ ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ। ପୁରୀରେ ଘଟିଥିବା ଅଘଟଣା ପାଇଁ ସଭାପତି ନିର୍ବାଚନ ସ୍ଥଗିତ ରହିଛି। ପ୍ରତାପ ଷଡଙ୍ଗୀ…

ପୁରୀ ଅଘଟଣକୁ ନେଇ ବରିଷ୍ଠ ସେବାୟତ ଉଠାଇଲେ ପ୍ରଶ୍ନ, କହିଲେ ଭକ୍ତଙ୍କୁ ଆଗୁଆ…

ପୁରୀ: ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର ପୁରୀ ଅଘଟଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀମନ୍ଦିର ସୂଚନା କେନ୍ଦ୍ରରେ ପହୁଡ଼ ପଡ଼ିଥିବା ନେଇ ଘୋଷଣା କରିପାରିଥାନ୍ତେ । ସୂଚନା କେନ୍ଦ୍ର ପାଖରେ ଯେହେତୁ କେହି ନ ଥିଲେ ଭକ୍ତ କିଛି ବି ଜାଣି…

ଐତିହ୍ୟ ପଦଯାତ୍ରୀଙ୍କ କପିଳେନ୍ଦ୍ର ଦେବଙ୍କ ସ୍ମୃତି ଚାରଣ

କଟକ: କଟକ ଐତିହ୍ୟ ପଦଯାତ୍ରାର ଆବାହକ ଡକ୍ଟର ଦୀପକ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ବାରବାଟି ଦୁର୍ଗଠାରେ ସୂର୍ଯ୍ୟ ରାଜବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବଙ୍କର ପାଞ୍ଚଶହ ନବେତମ ଅଭିଷେକ ଦିବସ ପ୍ରଥମ ଥର‌ ପାଇଁ ପାଳିତ ହୋଇଯାଇଛି । ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ପରେ ଅନୁଷ୍ଠାନର…

ପୁରୀ ଶରଧାବାଲିରେ ଦଳାଚକଟା ପ୍ରଶାସନ ଅବହେଳାର ପରିଣାମ: ରାହୁଲ ଗାନ୍ଧୀ

ପୁରୀ\ନୂଆଦିଲ୍ଲୀ: ପୁରୀ ଅଘଟଣ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦୁଃଖ ପ୍ରକାଶ। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କଲେ ରାହୁଲ ଗାନ୍ଧୀ। ଆହତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ଅପିଲ୍ ମଧ୍ୟ କଲେ। ଆହତଙ୍କୁ ଯଥାସମ୍ଭବ ସାହାଯ୍ୟ…

ଜରୁରୀ ସୂଚନା: ପୁରୀକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ

ଭୁବନେଶ୍ୱର: ପୁରୀ ରଥଯାତ୍ରା ପାଇଁ ତୀର୍ଥଯାତ୍ରୀ ଓ ଭକ୍ତଙ୍କ ପାଇଁ ଜରୁରୀ ସୂଚନା ଜାରି ହୋଇଛି। ଓଡ଼ିଶା ପୋଲିସ ପକ୍ଷରୁ ଜରୁରୀ ସୂଚନା ଜାରି କରାଯାଇଛି। ଏକ୍ସ ପୋଷ୍ଟ ଜରିଆରେ ଭକ୍ତଙ୍କ ପାଇଁ ଜରୁରୀ ସୂଚନା ଜାରି କରିଛି ଓଡ଼ିଶା ପୋଲିସ। ସକାଳ ପହରୁ ପୁରୀ ଅଭିମୁଖେ ରାସ୍ତାରେ ଅନେକ ଗାଡ଼ି ମଟର…

ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଭୁବନେଶ୍ୱର: ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ। ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ମଧ୍ୟ ଅଛନ୍ତି। ଏଥି ସହିତ ଇଡ଼କୋର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଏ ନେଇ ଵିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଓ…

ଶରଧାବାଲି ଦଳାଚକଟା: ରାଜ୍ୟ ସରକାରଙ୍କୁ ଗଜପତି କଲେ ଏପରି ନିବେଦନ…

ପୁରୀ: ପୁରୀ ଶରଧାବାଲି ଦଳାଚକଟା ଘଟଣାରେ ବଡ଼ ଆକ୍ସନ ନେଇଛନ୍ତି ରାଜ୍ୟ ସରକାର। ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଗଜପତି ମହାରାଜା। ସେ କହିଛନ୍ତି, ଦଳାଚକଟା ଘଟଣାରେ ସେ ମର୍ମାହତ। ଏଥିସହ ଏହି ଘଟଣାରେ ଗଜପତି ମହାରାଜା ସ୍ବର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ଶ୍ରୀମହାପ୍ରଭୁଙ୍କ ଶ୍ରୀଚରଣ…

ପୁରୀ ଅଘଟଣ ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବଢ଼ିଲା ସୁରକ୍ଷା

ଭୁବନେଶ୍ୱର:ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଆଜି ଏକ ବଡ଼ଧରଣର ଅଘଟଣ ଘଟିଛି। ଠେଲାପେଲାରେ ଗୁଣ୍ଡିଚା ମନ୍ଦରି ସମ୍ମୁଖରେ ୩ ଭକ୍ତଙ୍କ ମୃତ୍ୟୁ ଘଟିଛି ଓ ଅନେକ ଭକ୍ତ ଆହତ ହୋଇଛନ୍ତି । ଏହି ଅଘଟଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ସ୍ଥଗିତ….

ଭୁବନେଶ୍ୱର: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟାରେ ତିନି ଜଣଙ୍କ ମୃତ୍ୟୁ ଘଟଣା ପରେ ସରକାର ଏବେ ଅଡୁଆରେ ଛନ୍ଦି ହୋଇପଡିଛନ୍ତି । ଏହା ଭିତରେ ମୁଖ୍ୟମନ୍ତ୍ରୀ ଜନଶୁଣାଣି ଅଭିଯୋଗକୁ ସ୍ଥଗିତ ରଖିଛନ୍ତି । ଆସନ୍ତା ୩୦ ଜୁନ ୨୦୨୫ (ସୋମବାର) ଦିନ ଭୁବନେଶ୍ୱରର ୟୁନିଟ-୨,…