Latest Odisha News

BREAKING NEWS

Browsing Category

ଓଡିଶା

Odisha

କାହିଁକି ଘଟିଲା ଶରଧାବାଲିରେ ଦଳଚକଟା ଅଘଟଣ: ପ୍ରତ୍ୟେକ୍ଷଦର୍ଶୀ କହିଲେ ସତ…

ପୁରୀ: ଆଜି ବଡି ଭୋର୍ ସକାଳୁ ଶରଧାବାଲିରେ ରଥ ସମ୍ମୁଖରେ ବଡ ଅଘଟଣ ଘଟିଛି । ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଯୋଗୁ ଠେଲାପେଲାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ କାହିଁକି ଏପରି ଅଘଟଣ ଘଟିଲା? ସୁରକ୍ଷା ବ୍ୟବସ୍ଥାରେ ଏତେ ପୋଲିସ୍ ନିୟୋଜିତ ହେଲା…

ପୁରୀ ଅଘଟଣ ନେଇ ସ୍ପଷ୍ଟ କଲେ ଜିଲ୍ଲାପାଳ; ସେପଟେ, ସ୍ଥିତି ଅନୁଧ୍ୟାନ କଲେ ଡିଜିପି

ପୁରୀ: ପୁରୀ ଶରଧାବାଲିରେ ୩ ଭକ୍ତଙ୍କ ମୃତ୍ୟୁ ଘଟଣାରେ ସ୍ଥିତି ଅନୁଧ୍ୟାନ କଲେ ପୋଲିସ ମହାନିର୍ଦ୍ଦେଶକ । ଘଟଣାସ୍ଥଳରେ ପ୍ରମୁଖ ଅଧିକାରୀଙ୍କ ସହ ସ୍ଥିତିର ଅନୁଧ୍ୟାନ କଲେ ଡିଜିପି ୱାଇ ବି ଖୁରାନିଆ । ପୋଲିସର ନିର୍ଦ୍ଦେଶ ସମସ୍ତେ ମାନନ୍ତୁ ବୋଲି କହିଲେ ଡିଜିପି । ଭକ୍ତ ମୋବାଇଲ୍‌ରେ ଫଟୋ…

ଆସନ୍ତା ୩ ଦିନ ପ୍ରବଳ ବର୍ଷିବ!, ଆଜି ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବାଂଲାଦେଶ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ । ରବିବାର ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବ । ଫଳରେ ଆସନ୍ତା ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଳାରେ…

ପୁରୀ ଶରଧାବାଲିରେ ଠେଲାପେଲା; ୩ ମୃତ, ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ

ପୁରୀ: ଶରଧାବାଲିରେ ଠେଲାପେଲା ଓ ଦଳାଚକଟାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଛି । ରଥ ସମ୍ମୁଖରେ ଏହି ଅଘଟଣ ଘଟିଥିବା ସୂଚନା । ଆଜି ଭୋର ୪ଟା ୨୦ରେ ଅଘଟଣ ଘଟିଥିବା ସୂଚନା । ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଭିଡ଼ ଲାଗିଥିଲା । ଅତ୍ୟଧିକ ଭିଡ଼ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ମୃତକମାନେ…

ପୁରୀ ସହ ଦୀଘା ରଥଯାତ୍ରାକୁ ତୁଳନା କରି ଅଡୁଆରେ ବରିଷ୍ଠ ସାମ୍ବାଦିକ ରାଜଦୀପ; ସବ୍ୟସାଚୀଙ୍କ ଦୃଢ ବିରୋଧ

ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇ ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍‌ଦେଶାଇ। ପୁରୀ ରଥଯାତ୍ରା ସହିତ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ରଥଯାତ୍ରାକୁ ତୁଳନା କରି ଜାତୀୟସ୍ତରରେ ଏକ ପ୍ରୋପାଗଣ୍ଡା ତିଆରି କରିବାକୁ ଚେଷ୍ଟା କରିଛନ୍ତି…

ଆଦାନୀଙ୍କ ସହ ରାଜ୍ୟରେ ବନ୍ଦରଭିତ୍ତିକ ଶିଳ୍ପର ବିକାଶ ଉପରେ ଆଲୋଚନା କଲେ ମୋହନ ମାଝୀ

ଭୁବନେଶ୍ବର: ବିଶିଷ୍ଟ ଶିଳ୍ପପତି ତଥା ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ରାଜ୍ୟର ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଶେଷକରି…

ଓଏସ୍‌ଜା ପକ୍ଷରୁ “ଓଡ଼ିଶା କ୍ରୀଡା ବିକାଶ ଓ ସୁଯୋଗ” କନକ୍ଲେଭ୍‌

ଭୁବନେଶ୍ବର:ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓଏସ୍‌ଜା) ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ‘ଓଡ଼ିଶା କ୍ରୀଡ଼ା: ବିକାଶ ଓ ସୁଯୋଗ’ ଶୀର୍ଷକ କନ୍‌କ୍ଲେଭ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବଛାବଛା କ୍ରୀଡ଼ା ସାମ୍ବାଦିକ ଓ କ୍ରୀଡ଼ାବିତ୍‌ଙ୍କ ସହ ସାରା ଦେଶର ୨୪ଜଣ ଜାତୀୟସ୍ତରୀୟ…

ସୀମାନ୍ତବାସୀ ଉତ୍ସାହିତ; କୋଟିଆ ରଥଯାତ୍ରାରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀଙ୍କ ସହ ୫ମନ୍ତ୍ରୀ

କୋରାପୁଟ:ସୀମାନ୍ତ କୋଟିଆରେ ରଥ ଟାଣିଲେ ଉପମୁଖ୍ୟମନ୍ତ୍ରୀଙ୍କ ସହ ୫ ମନ୍ତ୍ରୀ । କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତରେ ରଥଟଣା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ସିଂଦେଓ ଅନ୍ୟ ମନ୍ତ୍ରୀ, ଏମ୍‌ପି ଓ ବିଧାୟକମାନେ ରଥ ଟାଣି…

ଓଡ଼ିଆ AI ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଓଡ଼ିଆରେ କମାଣ୍ଡ ଦେଲେ ମିଳିବ ରେଜଲ୍ଟ

ଭୁବନେଶ୍ୱର: ଓଡ଼ିଆରେ କାମ କରିବ AI । ଇଂଲିସରେ ଠିକ ଭାବେ କମାଣ୍ଟ ଦେଇ ନପାରିଲେ ବି ଏବେ ଓଡ଼ିଆରେ ଲେଖିପାରିବେ । ଆଉ ଏଥିପାଇଁ ଜୋରସରରେ ଆରମ୍ଭ ହୋଇଛି କାମ । ଯଦି ଓଡ଼ିଆରେ AI ସୁବିଧା ମିଳିଯିବ ତେବେ କିଛି ଆଉ ଅସୁବିଧା ହେବ ନାହିଁ । ବର୍ତ୍ତମାନ ଓଡ଼ିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ…

ଯାଜପୁରରେ ଜୁଲାଇ ୧ରୁ ଖୋଲିବ ହୋଟେଲ୍‌, ମାର୍ଗଦର୍ଶିକା ପାଳନ କରି ଖୋଲିବାକୁ ଅନୁମତି

ଯାଜପୁର: ଯାଜପୁରରେ ବ୍ୟାପିଥିବା ଡାଇରିଆ କାରଣରୁ ଲୋକଙ୍କ ସ୍ବାସ୍ଥ୍ୟଓ ସୁରକ୍ଷାକୁ ନଜରରେ ରଖି ଜିଲ୍ଲାରେ ସମସ୍ତ ହୋଟେଲ୍‌, ଜଳଖିଆ ଦୋକାନ, ମୃଦୁ ପାନୀୟ କାରଖାନା ଓ ଉଠା ଦୋକାନ ଆଦିକୁ ସ୍ବଳ୍ପ ଦିନ ପାଇଁ ବନ୍ଦ କରିଦିଆଯାଇଥିଲା । ଏବେ ଜିଲ୍ଲାରେ ଡାଇରିଆର ପ୍ରଭାବ କମି ସ୍ଥିତି…