Latest Odisha News

BREAKING NEWS

Browsing Category

ଓଡିଶା

Odisha

କାଲି ମହାପ୍ରଭୁଙ୍କ ଘୋଷଯାତ୍ରା: ପହଣ୍ଡିରୁ ରଥ ଟାଣିବା ପର୍ଯ୍ୟନ୍ତ..,ଜାଣନ୍ତୁ କେତେବେଳେ ଆରମ୍ଭ ରଥଯାତ୍ରା?

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା । ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାତ୍ରା କରିବେ ତିନି ଠାକୁର । ଏଥିପାଇଁ ଚଳଚଞ୍ଚଳ ପୁରୀ । ଓଡିଶାବାସୀଙ୍କ ମନରେ ବି ଅସୁମାରୀ ଆଶା ଏବଂ ଆନନ୍ଦ । ବରଷକ ପରେ ପୁଣି ବଡ ଦାଣ୍ଡରେ ଏକାଠି ହେବେ ଭକ୍ତ ଏବଂ ଭଗବାନ୍ । ଏଥିପାଇଁ ପୁରୀରେ ସମସ୍ତ…

ଗଞ୍ଜେଇ ମୁକ୍ତ ହେବ ଓଡିଶା….

ଭୁବନେଶ୍ବର: ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା । ରାଜ୍ୟରେ ବିଭିନ୍ନ ଜାଗାରେ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଇ ଅନେକ ଜାଗାରେ ଚୋରା ଗଞ୍ଜେଇ ବ୍ୟବସାୟକୁ ବନ୍ଦ କରାଯିବ । ଏନେଇ ଅଭିଯାନ ଆରମ୍ଭ ହୋଇଯାଇଛି । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ…

ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ ,ଆହତ କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ବୁଧବାର ବିଳମ୍ବିତ ରାତିରେ ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଗୋଦାମର ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି । ଜଣେ କର୍ମଚାରୀଙ୍କୁ ଶ୍ୱାସରୁଦ୍ଧ ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ୪ଟି ଦମକଳ ବାହିନୀ ବହୁ ଉଦ୍ୟମ କରି ନିଆ…

ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ, ଜଣେ ଅଭିଯୁକ୍ତ ଅଟକ

ମୟୂରଭଞ୍ଜ: ପୁଣି ରାଜ୍ୟରେ ଆଉ ଏକ ଗଣଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଯୁବତୀ ଜଣକ ସମ୍ପର୍କୀୟଙ୍କ ଘରକୁ ବୁଲିବା ପାଇଁ ଯାଇଥିବା ସମୟରେ ଘଟଣାଟି ଘଟିଥିବା ଜଣାପଡ଼ିଛି।…

ଆଜି ସୃଷ୍ଟି ହେବ ଲଘୁଚାପ, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ଆଜି ସୃଷ୍ଟି ହେବ ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ସେହି ଅଞ୍ଚଳରେ ଆଗାମୀ ୧୨ ଘଣ୍ଟାରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ହୋଇପାରେ । ସୁନ୍ଦରଗଡ଼,…

ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ,ସକାଳ ୯ଟାରୁ ସର୍ବସାଧାରଣ ଦର୍ଶନ

ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କ ଦୀର୍ଘ ୧୫ ଦିନର ଅନବସର । ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ଦୁର୍ଲ୍ଲଭ ଦର୍ଶନ ଅପେକ୍ଷାରେ ହଜାର ହଜାର ଶ୍ରଦ୍ଧାଳୁ । ସକାଳ ୮ଟାରୁ ୯ଟା ଯାଏ ଟିକେଟ୍‌ ଦର୍ଶନ ବ୍ୟବସ୍ଥା ରହଛି । ସକାଳ ୯ଟାରୁ ୧୦.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିବେ ଶ୍ରଦ୍ଧାଳୁ ।…

ଘୁଞ୍ଚିଲା ଆରଆଇଇ ସାଧାରଣ ପ୍ରବେଶିକା ପରୀକ୍ଷା,ଜାଣନ୍ତୁ ନୂତନ ତାରିଖ

ଭୁବନେଶ୍ବର: ଘୁଞ୍ଚିଲା ଆରଆଇଇ ସାଧାରଣ ପ୍ରବେଶିକା ପରୀକ୍ଷା । ବିଭିନ୍ନ ବିଏ ବିଏଡ୍, ବିଏସସି ବିଏଡ୍, ଏମଏସସି ବିଏଡ୍, ବିଏଡ୍-ଏମଏଡ୍, ଏମଏ (ଶିକ୍ଷା ପ୍ରଯୁକ୍ତି)ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆୟୋଜିତ ହେଉଥିବା ସାଧାରଣ ପ୍ରବେଶିକା ପରୀକ୍ଷା (CEE)-୨୦୨୫କୁ ଘୁଞ୍ଚାଯାଇଛି । ଆଞ୍ଚଳିକ…

ଆସନ୍ତାକାଲି ଧରାକୋଟ ଗସ୍ତ କରିବେ ଏଆଇସିସି ପ୍ରତିନିଧି ଦଳ

ଭୁବନେଶ୍ବର: ଗଞ୍ଜାମ ଧରାକୋଟ ଥାନା ଖାରିଗୁମା ଗାଁରେ ଦୁଇ ଜଣ ଦଳିତଙ୍କୁ ଲଣ୍ଡା କରି ଆଣ୍ଠୁରେ ଚଲାଇବା ମାମଲାରେ ଆସନ୍ତାକାଲି ଧରାକୋଟ ଗସ୍ତ କରିବେ ଏଆଇସିସି ପ୍ରତିନିଧି ଦଳ । ସୂଚନାନୁଯାୟୀ, ଗତ ୨୨ ତାରିଖରେ ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଖାରିଗୁମା ଗାଁରେ ରବିବାର ଅପରାହ୍ଣରେ…

ଓଡ଼ିଶା ଇଭି ନୀତି ପ୍ରସ୍ତୁତ ପାଇଁ ବୈଠକ; ୨୦୩୬ ସୁଦ୍ଧା ୫୦% ପଞ୍ଜୀକରଣ ଲକ୍ଷ୍ୟ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଏବଂ ଶକ୍ତି ବିଭାଗ ମିଳିତ ଭାବରେ ଓଡ଼ିଶା ବୈଦ୍ୟୁତିକ ଯାନ (ଇଭି) ନୀତି ୨.୦ ଉପରେ ବିଚାର ବିମର୍ଶ ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରିଥିଲେ। ଏହି ବୈଠକ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ଏବଂ…

ସମ୍ବିଧାନ ହତ୍ୟା ଦିବସ ୨୦୨୫; ଓଡିଶାର ୧୦୮ ଲୋକତନ୍ତ୍ର ସେନାନୀଙ୍କୁ ସମ୍ମାନିତ

ଭୁବନେଶ୍ୱର: ଭାରତରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ୨୦୨୫ ସ୍ଥାନୀୟ ରେଳ ଅଡିଟୋରିଅମ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ…