Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ଛାତ୍ରୀ, ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହୋଇଛନ୍ତି ବଳଙ୍ଗା ପୀଡ଼ିତା । ପୀଡ଼ିତାଙ୍କୁ ଗ୍ରୀନ କରିଡ଼ରରେ ଏୟାରପୋର୍ଟ ନିଆଯାଇଛି । ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଚିକିତ୍ସା କରିବେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ…

ପୁରୀ ରେଳ ଷ୍ଟେସନର ପୁନର୍ବିକାଶ ଅନୁଧ୍ୟାନ କଲେ କେନ୍ଦ୍ର ରେଳ ମନ୍ତ୍ରୀ

ପୁରୀ: କେନ୍ଦ୍ର ରେଳ ଏବଂ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭି. ସୋମାନ୍ନା ଆଜି ପୁରୀ ରେଳ ଷ୍ଟେସନରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ରୂପାନ୍ତରଣ କରାଯାଉଥିବା ପୁନର୍ବିକାଶ କାର୍ଯ୍ୟ ନୀରିକ୍ଷଣ କରିଛନ୍ତି। ସେ କହିଛନ୍ତି ଯେ ୨୦୨୫ ରେଳ ବଜେଟରେ ଓଡ଼ିଶାକୁ ୧୦,୫୯୯ କୋଟି ମିଳିଛି। ଯାହା…

ବିଭତ୍ସ ହତ୍ୟାକାଣ୍ଡ; ହତ୍ୟା ପରେ ଅଖାରେ ଭର୍ତ୍ତିକରି ନଦୀକୁ ଫିଙ୍ଗିଦେଲା ନୃଶଂସ ସ୍ବାମୀ

ସୁନ୍ଦରଗଡ:ଅନୈତିକ ସମ୍ପର୍କ ସନ୍ଦେହରେ ଜଘନ୍ୟ କାଣ୍ଡ । ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଥାନା ପଙ୍କଡ଼ିହି ପଞ୍ଚାୟତ ଜଡ଼ା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ସ୍ତ୍ରୀକୁ ବୁଲିବାକୁ ଡାକି ନେଇ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ଵାମୀ ଜଣକ ମୃତଦେହକୁ ଏକ ଅଖାରେ…

ବଳଙ୍ଗା ପୀଡିତା ଏୟାରଲିଫ୍ଟ: ଦିଲ୍ଲୀ ଏମ୍ସରେ ହେବ ଅଧିକ ଚିକିତ୍ସା

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରୁ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ ହେଲେ ବଳଙ୍ଗା ପୋଡା ପୀଡିତା । ଶରୀରର ୭୫ ପ୍ରତିଶତ ପୋଡିଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରବିବାର ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରାଯାଇଛି । ଭୁବନେଶ୍ବର ବିମାନବନ୍ଦରରୁ ଏୟାର ଆମ୍ବୁଲାନ୍ସରେ ପୀଡିତାଙ୍କ ପରିବାରର ୨…

ୱେବ ସାମ୍ବାଦିକଙ୍କୁ ହତ୍ୟା ଘଟଣାରେ ହାଇଦ୍ରାବାଦରୁ ୨ ବନ୍ଧାହେଲେ

ମାଲକାନଗିରି: ମୋଟୁ ଥାନା ଅନ୍ତର୍ଗତ ମୁରଲିଗୁଡ଼ା ନିକଟରେ ଜୁଲାଇ ୧୨ ତାରିଖରେ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ସାମ୍ବାଦିକ ଚ. ନରେଶଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ମାଲକାନଗିରି ପୋଲିସର ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଦୁଇ ଯୁବକଙ୍କୁ ଗିରଫ କରିଛି। ମୋଟୁ ଥାନା ସୀମା…

କୃତ୍ରିମ ଉପାୟରେ ଅଜଗର ଅଣ୍ଡାରୁ ଫୁଟିଲେ ୧୪ ଛୁଆ

ଅନୁଗୁଳ:ଗତ ମେ ମାସ ୨୪ରେ ଅନୁଗୁଳ ଜିଲ୍ଲା ମେରାମୁଣ୍ଡଳୀ ଅନ୍ତର୍ଗତ ଗଉଡପଶି ଗ୍ରାମ ପୋଖରୀ ବନ୍ଧରେ ଥିବା ଏକ ଖୋଲ ଭିତରେ ଏକ ଅଜଗର ସାପ ଅଣ୍ଡା ଦେଇ ବସାକୁ ଜଗି ରହିଥିଲା । ଗ୍ରାମବାସୀମାନଙ୍କ ନଜରରେ ପଡି ଯିବାରୁ ସେମାନେ ସାପଟିକୁ ସେଇ ସ୍ଥାନରୁ ଅନ୍ୟତ୍ର ନେଇ ଯିବା ପାଇଁ ଅଡି ବସିଥିଲେ ।…

ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡିତା: ସ୍ଥିତିରେ ଟିକେ ସୁଧାର ଆସିଛି….

ଭୁବନେଶ୍ବର: ବଳଙ୍ଗା ପୋଡ଼ି ପୀଡିତା ଆଜି ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ ହେବେ । ତାଙ୍କ ଶରୀରର ୭୦-୭୫% ପୋଡ଼ିଯାଇଥିବା ବେଳେ ଏବେ ଅବସ୍ଥାରେ ଟିକେ ସୁଧାର ଆସିଛି । ତାଙ୍କୁ ଆଉ କିଛି ଘଣ୍ଟା ମଧ୍ୟରେ ପ୍ରାୟ ସାଢେ ୧୨ଟା ବେଳକୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ କାଉଡିଆ ମୃତ, ୬ ଗୁରୁତର

ନୟାଗଡ଼ :ନୟାଗଡ଼ ଜିଲ୍ଲା ଶରଣକୂଳ ଦରପଦା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବୋଲବମ ଅଟୋ ରିକ୍ସାକୁ ଧକ୍କା ଦେଲା ପିକଅପ ଭ୍ୟାନ୍। ଜଣେ ମହିଳା କାଉଡିଆଙ୍କ ମୃତ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ କଟରାଝରି ଗାଁର ପୂଜା ସ୍ବାଇଁ । ଏପଟେ ସମସ୍ତ ଗୁରୁତରଙ୍କୁ ଭୁବନେଶ୍ବର…

ଆଜିର ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ସ୍ଥଗିତ; ନୂଆ ତାରିଖ ଘୋଷଣା କରିବ ବୋର୍ଡ

ଭୁବନେଶ୍ବର:ଆଜି ହେବାକୁ ଥିବା ସ୍ବତନ୍ତ୍ର OTET-୨୦୨୫ ପରୀକ୍ଷା ହେଲା ସ୍ଥଗିତ । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ସିଟିଂରେ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା । ସକାଳ ୯ ଟାରୁ ସାଢ଼େ ୧୧ ଟା ପେପର ୧ ଓ ଦିନ ୨ ଟାରୁ ସାଢ଼େ ୪ ଟା…

ନିମାପଡ଼ା ନାବାଳିକା ନିଆଁ ଘଟଣା: ଓଡ଼ିଶାରେ ଆଇନଶୃଙ୍ଖଳା ଭାଙ୍ଗିପଡ଼ିଛି କହି ଟାର୍ଗେଟ କଲେ କେସି ଭେନୁଗୋପାଳ

ଭୁବନେଶ୍ୱର: ପୁରୀ ଜିଲ୍ଲାର ନିମାପଡ଼ା ବ୍ଲକ ଅଧୀନ ବଳଙ୍ଗା ଅଞ୍ଚଳରେ ଶନିବାର ସକାଳେ ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ତିନି ଅଜଣା ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଘଟଣା ଓଡ଼ିଶାରେ ମହିଳା ସୁରକ୍ଷା ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏପରି ବର୍ବର ଆକ୍ରମଣ ସମ୍ପର୍କରେ କଂଗ୍ରେସ…