Latest Odisha News

BREAKING NEWS

Browsing Category

ଓଡିଶା

Odisha

ଝଡବର୍ଷା ନେଇ ଏସବୁ ଜିଲ୍ଲାକୁ ଅରେଞ୍ଜ ସତର୍କତା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ଅପରାହ୍ନ ୪ଟା ୧୮ମି. ପର୍ଯ୍ୟନ୍ତ ଓଡ଼ିଶାର ତିନୋଟି ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରିଛି। ଏହି ସମୟ ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ ଏବଂ ନୟାଗଡ଼ର କିଛି ସ୍ଥାନରେ ମଧ୍ୟମ ଧରଣର ଝଡ଼ବର୍ଷା/ବଜ୍ରପାତ ହୋଇପାରେ। ଏହାବ୍ୟତୀତ…

ଜୈବିକ ଅମୃତ ଅନ୍ନରେ ପ୍ରସ୍ତୁତ ହେବ କୋଠଭୋଗ

ପୁରୀ: ଚଳିତବର୍ଷ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ବିଜେ ସମୟରେ କୋଠଭୋଗ ପ୍ରସ୍ତୁତ ନେଇ ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ । ଚଳିତବର୍ଷ ରଥଯାତ୍ରାରେ ଜୈବିକ ଅମୃତ ଅନ୍ନରେ କୋଠଭୋଗ ପ୍ରସ୍ତୁତ ହେବା ନେଇ ନିଷ୍ପତ୍ତି ହୋଇଛି । କୋରାପୁଟର ‘ପ୍ରଗତି’ ଅନୁଷ୍ଠାନ ଅମୃତ…

ଇନ୍ଦୋର-ଭୁବନେଶ୍ୱର ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି; ରନୱେରୁ ଫେରିଲା

ଭୁବନେଶ୍ୱର: ଇନ୍ଦୋରରୁ ଭୁବନେଶ୍ୱର ଯାଉଥିବା ଇଣ୍ଡିଗୋ ବିମାନ '6E 6332' (ଏୟାରବସ୍ A320 ନିଓ ବିମାନ) ସୋମବାର ଦିନ ମଝି ରନୱେରୁ ଫେରି ଯାଇଛି। ସୂଚନା ଅନୁଯାୟୀ, ବିମାନଟି ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏଥିରେ ୧୪୦ ଜଣ ଯାତ୍ରୀ…

ଗୋପାଳପୁର ଗଣ ଦୁଷ୍କର୍ମ ମାମଲା: ଚାଲିଛି ରେକର୍ଡ ଯାଞ୍ଚ୍, ୩ ଦିନିଆ ରିମାଣ୍ଡରେ ଯିବେ ୬ ଅଭିଯୁକ୍ତ

ବ୍ରହ୍ମପୁର: ରିମାଣ୍ଡରେ ଯିବେ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତ । ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଗୁରୁବାର ବ୍ରହ୍ମପୁର ମଣ୍ଡଳ କାରଗାରରେ ଅଭିଯୁକ୍ତଙ୍କର TI ପରେଡ ହୋଇଥିଲା । ଟିଆଇ ପରେଡରେ ଅଭିଯୁକ୍ତମାନଙ୍କୁ ପୀଡ଼ିତା ଚିହ୍ନଟ କରିଛି। ଗୋପାଳପୁର…

ଏଣିକି ଆଶ୍ବସ୍ତି ପାଇବେ ଗରିବ ଛାତ୍ରଛାତ୍ରୀ, ପରୀକ୍ଷା ଫି ଛାଡ଼ କଲେ ରାଜ୍ୟ ସରକାର

କଟକ: ଆଶ୍ବସ୍ତି ପାଇବେ ଗରିବ ଛାତ୍ରଛାତ୍ରୀ। ପରୀକ୍ଷା ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ପରୀକ୍ଷା ଫି ଛାଡ଼ କଲେ ରାଜ୍ୟ ସରକାର। ସରକାରଙ୍କ ଅଧିନରେ ନିଯୁକ୍ତି ସଂସ୍ଥା ଦ୍ବାରା ପରିଚାଳିତ ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଫି ଛାଡ଼ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ…

ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ; ଶରଧାବାଲିର ପବିତ୍ରତା ବଜାୟ ରଖ

ପୁରୀ: ପୁରୀ ପୌର ସଂସ୍ଥାକୁ ଚିଠି କଲେ ଶ୍ରୀମନ୍ଦିର ପ୍ରଶାସନ । ଶରଧାବାଲି ପବିତ୍ରତା ବଜାୟ ରଖିବାକୁ ଚିଠିରେ ଅନୁରୋଧ କରିଛନ୍ତି ପ୍ରଶାସନ । ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ପରମର୍ଶ । ରଥଯାତ୍ରା ସହ ପବିତ୍ର ଶରଧାବାଲିର ଅନେକ ଗୁରୁତ୍ବ ରହିଛି । ଶରଧାବାଲିକୁ ଅନ୍ୟ…

ଡାଇରିଆ ପରେ ଏବେ ଅଣାୟତ୍ତ ଜଣ୍ଡିସ୍‌: ଦୁଇ ଗାଁରେ ୪୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ମୟୂରଭଞ୍ଜ: ଡାଇରିଆ ପରେ ଏବେ ଡରାଉଛି ଜଣ୍ଡିସ୍। ଦୁଇ ଗାଁରେ ୪୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକରେ ବ୍ୟାପୁଛି ଜଣ୍ଡିସ୍। ୧୫ ଦିନ ଭିତରେ ୧୯ ଜଣ ଆକ୍ରାନ୍ତ ହେଲେଣି। ଗୋପବନ୍ଧୁନଗର ବ୍ଲକର ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପିବାରେ ଲାଗିଛି ଜଣ୍ଡିସ୍।…

ଆସନ୍ତା ୨ଦିନ ପ୍ରବଳ ବର୍ଷିବ: ଆଜି ପାଇଁ ୨୪ ଜିଲ୍ଲାକୁ ଝଡ଼ ତୋଫାନ ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୨୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଅଧିକାଂଶ ସ୍ଥାନରେ ବଜ୍ରପାତ ସହିତ ଝଡ଼ବର୍ଷାର ସମ୍ଭାବନା ରହିଛି । ଆଜି ପାଇଁ ୨୪ ଜିଲ୍ଲାକୁ ଝଡ଼ ତୋଫାନ ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କିଛି କିଛି ସ୍ଥାନରେ ୩୦ରୁ ୪୦…

ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ; ଦଳିତ ସମାଜର ଦୁଇ ଜଣକୁ ଅକଥନୀୟ ଅତ୍ୟାଚାର

ଗଞ୍ଜାମ: ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ l ଦୁଇ ଦଳିତଙ୍କୁ ଗାଁ ଦାଣ୍ଡରେ ଅକଥନୀୟ ଅତ୍ୟାଚାର ଦେଲେ ଲୋକେ । ଅଧା ଲଣ୍ଡା କରିବା ସହ ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲେଇବା ସହ ନର୍ଦ୍ଦମାର ମଇଳା ପାଣି ପିଆଇଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଧରାକୋଟ ଥାନା…

୭୮ତମ ସିନିୟର ନ୍ୟାସନାଲ ଆକ୍ଵାଟିକ୍ ଚାମ୍ପିୟନସିପ୍: ପ୍ରଥମ ଦିନରେ ଓଡ଼ିଶା ପାଇଁ ସ୍ବର୍ଣ୍ଣ ଜିତିଲେ ସୃଷ୍ଟି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ୭୮ତମ ସିନିୟର ନ୍ୟାସନାଲ୍ ଆକ୍ଵାଟିକ୍ ଚାମ୍ପିୟନସିପ୍ ପ୍ରତିଯୋଗିତା (ସନ୍ତରଣ ପ୍ରତିଯୋଗିତା) ଅନୁଷ୍ଠିତ ହେଉଛି। ଏହି ପ୍ରତିଯୋଗିତା ଜୁନ୍ ୨୨ ତାରିଖ ଠାରୁ ଆରମ୍ଭ ହୋଇ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସ୍ବିମିଙ୍ଗ ଫେଡ଼େରେସନ୍‌ ଅଫ୍…