Latest Odisha News

BREAKING NEWS

Browsing Category

ଓଡିଶା

Odisha

ମେଜର ଓ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାରିବା ଘଟଣାରେ ରିପୋର୍ଟ ମାଗିଲେ ଜାତୀୟ ମହିଳା କମିଶନ

ଭୁବନେଶ୍ୱର: ରାଜଧାନୀର ଭରତପୁର ଥାନାରେ ଭାରତୀୟ ସେନା ଅଧିକାରୀ ମେଜର ଗୁରୁବନ୍ତ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ ଜାତୀୟ ମହିଳା କମିଶନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି ଖୁରାନିଆଙ୍କୁ ରିପୋର୍ଟ ମାଗିଛନ୍ତି । ମେଜର ସିଂ ଏବଂ…

ବିଷ୍ଣୁ ସେଠୀଙ୍କ ଶ୍ରାଦ୍ଧ ଵାର୍ଷିକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭଦ୍ରକ: ଆଜି ପୂର୍ବତନ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବର୍ଷିକୀ । ଏହି ଅବସରରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭଦ୍ରକ ତିହିଡି କାଳୀ ପଡ଼ିଆରେ ସ୍ମୃତି ଚାରଣ ସଭାରେ ସ୍ଵର୍ଗତ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ଅତିଥି ପରିଚୟ…

ଟ୍ରାଫିକ୍ ସିଗନାଲରେ ହଠାତ୍ ଚଳନ୍ତା କାରରୁ ଖସିଲା ନାଗ, ଆଉ ତା’ପରେ…

ଭୁବନେଶ୍ବର: ଆଜି ରାଜଧାନୀର ରବି ଟକିଜ୍ ଛକ ନିକଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଧ୍ୟାହ୍ନ ପ୍ରାୟ ୧ଟା ୩୦ରେ ରବି ଟକିଜ୍ ଛକରେ ପ୍ରବଳ ଭିଡ ସମୟରେ ଟ୍ରାଫିକ ସିଗ୍ନାଲ ପରେ କେଦାରଗୌରୀ ପଟୁ କଳ୍ପନା ଆଡ଼କୁ ଯାଉଥିବା ଏକ କାର ତଳୁ ଏକ ନାଗ ସାପ ଖସି ପଡ଼ିଲା । ଏହାପରେ କିଛି ସମୟ…

ଆଜିଠୁ ‘ପିତୃପକ୍ଷ’: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୁରୀରେ ପିଣ୍ଡଦାନ

ପୁରୀ: ଆଜି ଆଶ୍ଵିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି । ପିତୃପକ୍ଷର ଆରମ୍ଭ । ଏହି ଅବସରରେ ପୁରୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ତିଳତର୍ପଣ ଓ ପିଣ୍ଡଦାନ କାର୍ଯ୍ୟ। ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଏହି ପିତୃପକ୍ଷ ପାଳନ…

ଧାମନଗର ଗୋଷ୍ଠୀ ସଂଘର୍ଷ: ବିଏନଏସଏସ ୧୬୩ ଲାଗୁ

ଧାମନଗର: ଧୁଷୁରୀ ଥାନା ଗୁଡ଼ୁପୋଖରୀ ବଜାରରେ ୨ ଗୋଷ୍ଠୀ ମୁହାଁମୁହିଁ l ୨ ଗୋଷ୍ଠୀଙ୍କ ଗଣ୍ଡଗୋଳ ଓ ମାରପିଟରେ ଗୋଟିଏ ଗୋଷ୍ଠୀର ୪ ଆହତ l ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି l ସେପଟେ ଘଟଣାର ଗୁରୁତରକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ…

୨୪ ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ

ପୁରୀ: ସେପ୍ଟେମ୍ବର ୨୪ ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ସମସ୍ତ ବୈଷୟିକ ସର୍ଭେ ଆସନ୍ତା ୨୪ ତାରିଖ ସୁଦ୍ଧା ଏଏସଆଇ ମହାନିର୍ଦ୍ଦେଶକଙ୍କୁ ଚିଡି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଆସନ୍ତା ୨୪ ପରଠୁ…

ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ : ମୋହନ

ପୁରୀ: ଆଜି ଓଡ଼ିଶାରେ ନୂଆ ସରକାରଙ୍କୁ ପୁରିଛି ୧୦୦ ଦିନ । ଏହି ଅବସରରେ ଜନତାଙ୍କ ଆଗରେ ନିଜ ରିପୋର୍ଟ କାର୍ଡ ରଖିଛନ୍ତି ସରକାର। ପୁରୀରେ ଆୟୋଜିତ ବିଶାଳ ସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ମତ ଓ ହିତକୁ ନେଇ ସରକାର ସବୁ ବେଳେ ଚାଲିବା କଥା l କିନ୍ତୁ ଲୋକ ବିରୋଧୀ…

ବିଦ୍ୟୁତ୍ ଟାୱାର ଉପରେ ଚଢି ହଙ୍ଗାମା କଲେ ବ୍ୟକ୍ତି

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଅଞ୍ଚଳରେ ଥିବା ଏକ ହାଇ ଭୋଲ୍ଟେଜ୍ ଇଲେକ୍ଟ୍ରିକ୍ ଟାୱାର ଉପରେ ଚଢି ଜଣେ ବ୍ୟକ୍ତି ହଙ୍ଗାମା କରିଥିଲେ। ଯାହା ଫଳରେ ନାକେଦମ୍ ହୋଇଥିଲେ ଅଗ୍ନିଶମ କର୍ମଚାରୀ। ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ଜଣକ ରାତି ପ୍ରାୟ ୩ଟା ବେଳେ ଇଲେକ୍ଟ୍ରିକ୍ ଟାୱାର…

୫ ମାସ ଶିଶୁର ମୃତ୍ୟୁ ପରେ ମେଡିକାଲ ଆଗରେ ପରିବାର ଲୋକଙ୍କ ଧାରଣା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ମେଡିକାଲରେ ଚିକିତ୍ସା ନ ମିଳିବାରୁ ଜଣେ ୫ ମାସ ଶିଶୁକନ୍ୟାଙ୍କର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ମେଡିକାଲ ସମ୍ମୁଖରେ ପରିବାର ଲୋକଙ୍କ ପକ୍ଷରୁ ଧାରଣା ଦିଆଯାଇଛି । ଖବର ମୁତାବକ, ବୁଧବାର ଦିନ କପ୍ତିପଦା ଥାନା ଦେୱାନବାହାଳି ଗ୍ରାମର…

ମଙ୍କିପକ୍ସ ସନ୍ଦେହ ହେଲେ ୨୧ ଦିନ ପାଇଁ ଆଇସୋଲେସନ

ଭୁବନେଶ୍ୱର: ରାଜ୍ୟରେ ଜାରି ହେଲା ମଙ୍କିପକ୍ସ ଗାଇଡଲାଇନ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ମକିପକ୍ସ ସହ ଲଢେଇ ପାଇଁ ଗାଇଡଲାଇନ ଜାରି କରାଯାଇଛି l ସବୁ ଜିଲ୍ଲାମାନଙ୍କୁ ଗାଇଡଲାଇନ ଜାରି ହୋଇଛି । ଲକ୍ଷଣ କଣ, ଟେଷ୍ଟିଂ କିପରି ହେବ, ରୋଗୀଙ୍କୁ କିପରି ଚିକିତ୍ସା କରିବେ ସେ ନେଇ ଗାଇଡଲାଇନରେ…