Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଙ୍କିପକ୍ସ ସନ୍ଦେହ ହେଲେ ୨୧ ଦିନ ପାଇଁ ଆଇସୋଲେସନ

ଭୁବନେଶ୍ୱର: ରାଜ୍ୟରେ ଜାରି ହେଲା ମଙ୍କିପକ୍ସ ଗାଇଡଲାଇନ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ମକିପକ୍ସ ସହ ଲଢେଇ ପାଇଁ ଗାଇଡଲାଇନ ଜାରି କରାଯାଇଛି l ସବୁ ଜିଲ୍ଲାମାନଙ୍କୁ ଗାଇଡଲାଇନ ଜାରି ହୋଇଛି । ଲକ୍ଷଣ କଣ, ଟେଷ୍ଟିଂ କିପରି ହେବ, ରୋଗୀଙ୍କୁ କିପରି ଚିକିତ୍ସା କରିବେ ସେ ନେଇ ଗାଇଡଲାଇନରେ…

ଭୁଟାନ ଆପଣାଇବ ବିଏମସିର ମଳ ଏବଂ ବର୍ଜ୍ୟ ପରିଚାଳନା ଓ ପ୍ରକ୍ରିୟାକରଣ

ଭୁବନେଶ୍ବର: ଭୁଟାନ ଆପଣାଇବ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମଳ ଏବଂ ବର୍ଜ୍ୟ ପରିଚାଳନା ଓ ପ୍ରକ୍ରିୟାକରଣ । ଏନେଇ ଆଜି ଭୁଟାନର ଏକ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଆସିଛନ୍ତି । ସେମାନେ ଏଠାରେ ୪ ଦିନ ରହି ଏସବୁକୁ ଅନୁଧ୍ୟାନ କରିବେ । ଏହି ଟିମ୍‌ ରେ ବରିଷ୍ଠ ଅଧିକାରୀ ଓ ବୈଷୟିକ…

ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ଉପମୁଖ୍ୟମନ୍ତ୍ରୀ

ପୁରୀ: ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ l ଆଜି ରାଜ୍ୟରେ ନୂତନ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ଆୟୋଜିତ ସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଭିଭାଷଣ l ଶ୍ରୀମନ୍ଦିର ୪ ଦ୍ୱାର ସହ ରତ୍ନ ଭଣ୍ଡାର ଖୋଲାଗଲା l ସୁଭଦ୍ରା ସହାୟତା ଦିଆଗଲା l…

ଯାଜପୁରରେ ମଡେଲ ଜେଲ୍ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ

ଯାଜପୁର: ଆରମ୍ଭ ହୋଇଛି ଯାଜପୁର ଜିଲ୍ଲା ମଡେଲ ଜେଲ୍ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା । ଦୀର୍ଘ ଦିନ ଧରି ଏହି ପ୍ରକଳ୍ପ ପାଇଁ ଜମି ଅଧିକରଣ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା କାରଣରୁ ପ୍ରକଳ୍ପ କାମ ଅଧାରେ ଅଟକି ରହିଛି । ଏହି ମଡେଲ ଜେଲ୍ ପାଇଁ ମୋଟ ୨୦ ଏକର ଜମି…

ଏବେବି ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା

ଜଳେଶ୍ବର: ଏବେବି ବିପଦ ସଂକେତ ଉପରେ ରହିଛି ସୁବର୍ଣ୍ଣରେଖା ଜଳସ୍ତର । ଗୋଟେ ପଟେ ଧିରେ ଧିରେ ବିଭିନ୍ନ ନଦୀର ଜଳସ୍ତର ଖସୁଥିବା ବେଳେ ଏବେବି ବିପଦ ସଂକେତରୁ ଖସିନି ସୁବର୍ଣ୍ଣରେଖା । ଜଳେଶ୍ବର ଜାମଶୋଳା ଘାଟ ଓ ରାଜଘାଟରେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ଜଳସ୍ତର ରହିଛଇ । ଜାମଶୋଳା ଘାଟରେ…

ବେହାଲ ବାଲେଶ୍ବର: ନଦୀବନ୍ଧ, ଘର ଛାତ ସାଜିଛି ସାହାରା

ବାଲେଶ୍ବର: ବନ୍ୟାରେ ବେହାଲ ହୋଇପଡିଛି ବାଲେଶ୍ବର । ଘର ଭିତରେ ବାହାରେ ସବୁଠି ପାଣି । କିଛି ସ୍ଥାନରେ ପାଣି ଛାତ ଛୁଇଁଥିବା ବେଳେ ଏବେ ନଦୀବନ୍ଧ ଓ କୋଠାଘର ଛାତ ସାଜିଛି ସାହାରା । ତମ୍ବୁ ଟାଣି ତା ତଳେ କିଏ ଆଶ୍ରୟ ନେଇଛନ୍ତି ତ ଆଉ କିଏ ସେମିତି ପଡିରହିଛନ୍ତି । କ’ଣ ଖାଇବେ କେମିତି…

ପୁଣି ନନ୍ଦନକାନନରୁ ବାଲୁଖଣ୍ଡ ଗଲେ ୧୩ କୃଷ୍ଣସାର ମୃଗ

ଭୁବନେଶ୍ବର: ପୁଣି ନନ୍ଦନକାନନରୁ ଆଉ ୧୩ ଟି କୃଷ୍ଣସାର ମୃଗ ବାଲୁଖଣ୍ଡ ଅଭୟାରଣ୍ୟ ଯାଇଛନ୍ତି । ବୁଧବାର ରାତିରେ ଦ୍ବିତୀୟ ପର୍ଯ୍ୟାୟରେ ଏକ ସ୍ବତନ୍ତ୍ର ଭ୍ୟାନରେ ପୁରୀ କୋଣାର୍କ ସ୍ଥିତ ବାଲୁଖଣ୍ଡ ଅଭୟାରଣ୍ୟ ଯାଇଛନ୍ତି ଆଉ ୧୩ କୃଷ୍ଣସାର ମୃଗ । ତେବେ ପୂର୍ବରୁ ଚଳିତ ବର୍ଷ ଜୁନ୍ ମାସରେ…

ମେଜରଙ୍କୁ ଦୁର୍ବ୍ୟବହାର ଘଟଣା: ମୂଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

ଭୁବନେଶ୍ବର: ବିଚ୍ ରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି. ଖୁରାନିଆ । ତୁରନ୍ତ ମେଜରଙ୍କୁ ରାସ୍ତାରେ ଦୁର୍ବ୍ୟହାର କରିଥିବା ରୋଡ୍‌ ରୋମିଓଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ମେଜରଙ୍କ ଏତଲା…

ସବୁ ଜିଲ୍ଲାରେ ଖୋଲିବ ମେଡିକାଲ କଲେଜ

ଭୁବନେଶ୍ବର: ଏଣିକି ସବୁ ଜିଲ୍ଳାରେ ଖୋଲିବ ମେଡିକାଲ କଲେଜ । ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ହେବ । ଏବେ…

ବେଆଇନ ଗୁଟ୍‌ଖା କାରଖାନାରେ ରେଡ୍, ୫ ଅଟକ

ବ୍ରହ୍ମପୁର: ନକଲି ତେଲ ପରେ ନକଲି ଗୁଟଖାର ଚାଲିଛି କାରବାର। ବେଆଇନ ଗୁଟଖା କାରଖାନା ଉପରେ ପୋଲିସର ଚଢ଼ାଉ। ବ୍ରହ୍ମପୁର ସଦର ଥାନା ବାଉଁଶିଆପଲ୍ଲୀରେ ଥିବା ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ରେଡ କରିଛି। ଏଠାରୁ ଜବତ ହୋଇଛି ବହୁ ପରିମାଣର ଗୁଟଖା, ଗୁଟଖା ପ୍ରସ୍ତୁତି ସାମଗ୍ରୀ ଓ ମେସିନ।…