Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣା: ୫ ଅଭିଯୁକ୍ତଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ୫ ‌ଅଭିଯୁକ୍ତଙ୍କୁ ଜାମିନ। ଗିରଫ ୫ ଅଭିଯୁକ୍ତଙ୍କୁ ଜାମିନ୍ ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌। ୨୯ ନଂ ୱାର୍ଡ କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ…

ରାଶନ କାର୍ଡକୁ ନେଇ ବଡ ଅପଡେଟ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାଶନ କାର୍ଡକୁ ନେଇ ବଡ ଘୋଷଣା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ୩ ମାସ ମଧ୍ୟରେ । ଇ-କେୱାଇସି କରିବାକୁ । ଯଦି ନକରନ୍ତି ତେବେ ରାଶନ କାର୍ଡ କଟାଯିବ । ରାଜ୍ୟରେ ରାସନ କାର୍ଡ ପାଇବା ପାଇଁ ୨୦ଲକ୍ଷ ୫୮ହଜାର ଲୋକ ଇ-କେୱାଇସି…

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା: ଆଜି ଦିନକ ପାଇଁ ଏଫଏମ୍ କଲେଜ ବନ୍ଦ ଘୋଷଣା

ବାଲେଶ୍ୱର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ଆଜି ଦିନକ ପାଇଁ ଏଫଏମ୍ କଲେଜ ବନ୍ଦ ଘୋଷଣା। ସସପେଣ୍ଡ ହେଲା କ୍ଲାସ୍‌। ଆଡମିଶନ ନକରି ଫେରିଲେ ଛାତ୍ରଛାତ୍ରୀ। ଯୁକ୍ତ ୩ ଆଡମିଶନ ଚାଲିଥିବାରୁ ନିରାଶ ହୋଇ ଫେରିଲେ ଛାତ୍ରଛାତ୍ରୀ। ଆଡମିଶନ୍‌ ପାଇଁ ଆଉ ଏକ ଡେଟ୍ ମିଳିବ କହିଲେ ପ୍ରିନ୍ସିପାଲ।…

ପୁରୀ ମହାନଗର ନିଗମରେ ମିଶିବ ୮ ପଞ୍ଚାୟତର ୪୪ ଗାଁ

ପୁରୀ: ପୁରୀ ମହାନଗର ନିଗମରେ ମିଶିବ ୮ ପଞ୍ଚାୟତର ୪୪ ଗାଁ। ତେବେ ମହାନଗର ନିଗମ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପୁରୀ ସହରକୁ ଲାଗିଥିବା ୮ ପଞ୍ଚାୟତର ୪୪ଟି ଗାଁର ନାମକୁ ପୁରୀ ପୌରସଂସ୍ଥା ପ୍ରସ୍ତାବରେ ଯୋଡ଼ି ସରକାରଙ୍କୁ ପଠାଇଛି। ଏନେଇ ନଗର ଉନ୍ନୟନ ବିଭାଗ ପ୍ରସ୍ତାବ ମିଳିଛି।…

ସୌମ୍ୟାଶ୍ରୀଙ୍କ ପୋଡିହେବା ଭିଡିଓ କିଏ କରିଥିଲା ?

ସୌମ୍ୟାଶ୍ରୀ ସମସ୍ତଙ୍କୁ ଛାଡି ଆରପାରିକୁ ଯିବାପରେ ଏବେ କାନ୍ଦୁଛନ୍ତି ସମସ୍ତେ । ତାଙ୍କର ଶେଷକୃତ୍ୟ ସମାପନ ହୋଇଛି । ଏତେସବୁ ଘଟଣା ପରେ ଏବେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ସମସ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ଆସିଛି । ସୌମ୍ୟାଶ୍ରୀ ରାଜନେତା ମାନଙ୍କୁ ନିଜର ଅସୁବିଧା ସମ୍ପର୍କରେ ଜଣାଇଥିଲେ…

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା; ‘କଠୋର ପଦକ୍ଷେପ ନିଆଯିବ, ସଂପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ’

ଭୁବନେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବରକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ । ଏନେଇ ଏକ୍ସ ରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ଛାତ୍ରୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଗଭୀର ମର୍ମାହତ । ଏହା କେବଳ ଏକ ଦୁଃଖଦ ଘଟଣା ନୁହେଁ, ଆମ କ୍ୟାମ୍ପସକୁ... ସୁରକ୍ଷିତ ରଖିବାକୁ ଜରୁରୀ…

‘ବିଫଳ ବ୍ୟବସ୍ଥା ନେଲା ସୌମ୍ୟାଶ୍ରୀଙ୍କ ଜୀବନ’: କ୍ଷୋଭ ପ୍ରକାଶ କଲେ ନବୀନ

ଭୁବନେଶ୍ବର: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ନେଇ ସରକାରଙ୍କ ବ୍ୟବସ୍ଥାକୁ ପ୍ରଶ୍ନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କ ବିଫଳ ବ୍ୟବସ୍ଥା କିପରି ଜଣଙ୍କ ଜୀବନ ନେଇ ଯାଇପାରେ ତାକୁ ନେଇ ନେଇ ନବୀନ ଚିନ୍ତା ପ୍ରକଟ କରିଛନ୍ତି । ଏଥିସହିତ ପୁଣିଥରେ…

ସୌମ୍ୟାଶ୍ରୀଙ୍କୁ ପେଟ୍ରୋଲ ଦେଇଥିଲା କିଏ

ଆଉ ଦୁନିଆରେ ନାହାଁନ୍ତି କଲେଜ ପଢୁଆ ଝିଅ ସୌମ୍ୟାଶ୍ରୀ । ଗତକାଲି ରାତିରେ ଏମ୍ସ ହସ୍ପିଟାଲରେ ସେ ଆରପାରିକୁ ଚାଲିଯାଇଛନ୍ତି । ନିଜ ଅସୁବିଧା ବାବଦରେ ସେ ସମସ୍ତଙ୍କୁ ଅବଗତ କରାଇଥିଲା । ହେଲେ କେହି ନଶୁଣିବାରୁ ସେ ଆରପାରିକୁ ଚାଲି ଯାଇଛି । ସେଦିନ ସେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଥିଲା…

‘ଆତ୍ମହତ୍ୟା ନୁହେଁ, ହତ୍ୟା’: ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ଆଉ ନାହାନ୍ତି ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ । ଲଢି ଲଢି ଶେଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଯାହାକୁ ନେଇ ଏବେ ରାଜ୍ୟ ତଥା କେନ୍ଦ୍ରରେ ମଧ୍ୟ ରାଜନୈତିକ ଝଡ ଜୋରଦାର ତେଜିଛି । ସରକାରଙ୍କ ଉପରେ ଘଟଣାକୁ ନେଇ ପ୍ରବଳ ଚାପ ରହିଥିବା ବେଳେ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଏବେ…

ପଞ୍ଚଭୂତରେ ଲୀନ ସୌମ୍ୟାଶ୍ରୀ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୨୦ ଲକ୍ଷର ସହାୟତା ରାଶି

ବାଲେଶ୍ବର: ପଞ୍ଚଭୂତରେ ଲୀନ ହେଲେ ଏଫଏମ କଲେଜ ପୀଡିତା ସୌମ୍ୟାଶ୍ରୀ ବିଶି । ଗତକାଲି ରାତିରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ବାଲେଶ୍ବର ଜିଲ୍ଲା ଭୋଗରାଇ ସ୍ଥିତ ତାଙ୍କ ପୈତୃକ ଗାଁ ପଳାସିଆ ମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।…