Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପଞ୍ଜୀକରଣ ପାଇଁ ଟଙ୍କା ନେଇ ଫସିଲେ ସାଇବର କାଫେ ମାଲିକ

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅଫିସ ପାଖରେ ଥିବା ସାଇବର କାଫେ ଉପରେ ପୋଲିସର ଚଢ଼ାଉ । ଚଢ଼ାଉ ବେଳେ ସାଇବର କାଫେ ରୁ କମ୍ପ୍ୟୁଟର, ସିପିୟୁ ଜବତ କରି କାଫେ କୁ ତାଲା କରିଛି ପୋଲିସ । କାଫେ ମାଲିମକୁ ଥାନାରେ ଅଟକ ରଖି ପଚାର ଉଚାରା କରୁଛି ପୋଲିସ । ସୁଭଦ୍ରା ଯୋଜନା…

ଭିତରକନିକାରେ ବଢୁଛି ପକ୍ଷୀଙ୍କ ସଂଖ୍ଯା

କେନ୍ଦ୍ରାପଡା: ଚଳିତ ମୌସୁମୀ ଋତୁରେ ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀଙ୍କ ସଂଖ୍ଯା ବଢିଥିବା ନେଇ ସୋମବାର ସୂଚନା ଦେଇଛନ୍ତି ବନ କର୍ମଚାରୀ। ସରକାରୀ ପକ୍ଷୀ ଗଣନା ଅନୁଯାୟୀ, ଭିତରକନିକାରେ ଦଶ ପ୍ରଜାତିରେ ୧,୩୦,୧୨୩ ପକ୍ଷୀ ଅଛନ୍ତି। ତେବେ ୨୦୨୩ ମସିହା ପକ୍ଷୀ ଗଣନା ତୁଳନାରେ ୬୨୬୫…

ଘର ଭାଙ୍ଗି ହାତୀ ଖାଇଗଲେ ୧୦ ହଜାର ଟଙ୍କା

କେନ୍ଦୁଝର: ହାତୀ ଖାଇଗଲା ଟଙ୍କା । ତାହା ପୁଣି ଟଙ୍କେ କି ଦୁଇ ଟଙ୍କା ନୁହେଁ ଏକାଥରକେ ୧୦ ହଜାର ଟଙ୍କା ଏଭଳି କଥା କେବେ ଶୁଣିଛନ୍ତି । ଏଭଳି ଏଖ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବେଣା ଗାଁ ମୁଣ୍ଡା ସାହିରେ । ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ଜନବସତି ମୁହାଁ ହେଉଥିବା ହାତୀପଲ…

‘କୌଣସି ଫୋନ୍‌ କଲ୍‌ ତଥା ଫେକ୍‌ ଲିଙ୍କ୍‌କୁ ବିଶ୍ୱାସ ନକରିବାକୁ ପରାମର୍ଶ’

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ । ଯୋଗ୍ୟ ହିତାଧିକାରୀମାନଙ୍କୁ ସେହିଦିନ ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ । ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି…

ଗାଈ ଚରାଳୀଙ୍କୁ ଟାଣି ନେଲା କୁମ୍ଭୀର

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ସ୍ଥିତ ଖରସୁଆ ନଦୀରେ ସୋମବାର ଦିନ ଏକ କୁମ୍ଭୀର ଜଣେ ବ୍ୟକ୍ତିଙ୍କୁ ଟାଣି ନେଇଯାଇଥିବା ଜଣାପଡିଛି। ଉକ୍ତ ବ୍ୟକ୍ତି ଜଣକ ଇଚ୍ଛାପୁର ଗାଁର ଅଜମ୍ବର ନାୟକ। ସେ ନଦୀ କୂଳରେ ଗାଈ ଚରାଉଥିବା ବେଳେ କୁମ୍ଭୀର ତାଙ୍କୁ ନଦୀ ମଧ୍ଯକୁ ଟାଣି ନେଇଛି।…

ଆସନ୍ତାକାଲି ସକାଳ ଯାଏଁ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ସନ୍ତାକାଲି ସକାଳ ଯାଏଁ ୨ଟି ଜିଲ୍ଲାକୁ ଅରେଞ୍ଜ ଓ ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼ ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ କରାଯାଇଛି ।…

ପରଲୋକରେ ବିଶିଷ୍ଠ ଶିକ୍ଷାବିତ୍ ତଥା ଗଣିତଜ୍ଞ ଡ. ରାମ ଶଙ୍କର ରଥ

ଭୁବନେଶ୍ୱର: ବିଶିଷ୍ଠ ଶିକ୍ଷାବିତ୍ ତଥା ଗଣିତଜ୍ଞ ରାମ ଶଙ୍କର ରଥଙ୍କର ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ନିମୋନିଆ ଓ ଅନ୍ୟାନ୍ୟ ରୋଗରେ ପୀଡିତ ରହି ଚିକିତ୍ସାଧୀନ ଥିଲେ । ଆଜି ଭୁବନେଶ୍ବର ଆଚାର୍ଯ୍ୟବିହାର ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ…

ସରକାରୀ ଦୋକାନରୁ ନକଲି ମଦ ଜବତ

ଭୁବନେଶ୍ୱର: ସରକାରୀ ଦୋକାନରୁ ଜବତ ହେଲା ନକଲି ମଦ ବୋତଲ । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀର ବରମୁଣ୍ଡା ଅଞ୍ଚଳରେ । ଦୀର୍ଘ ଦିନ ଧରି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ନକଲି ମଦ ବିକ୍ରି ହେଉଥିଲା । ଖବର ପାଇ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ଆଜି ଅଚାନକ ଉକ୍ତ ସରକାରୀ…

୩ ଘଣ୍ଟା ଯାଏଁ ଏହିସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୧୧ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ସୋମବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ,କୋରାପୁଟ, ଗଞ୍ଜାମ, ଢେଙ୍କାନାଳ…

ରାଜଧାନୀରେ ଅସଲି ବୋତଲରେ ନକଲି ମଦ, ବୁଲିଲା ଜେସିବି

ଭୁବନେଶ୍ବର: ରାଜଧାନୀରେ ଚାଲୁଥିଲା ଅସଲି ବୋତଲରେ ନକଲି ମଦ କାରବାର । ତାହା ପୁଣି ସରକାରଙ୍କ ଠାରୁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ।  ଅସଲି ବ୍ରାଣ୍ଡ ମଦ ବୋତଲ ଭିତରେ ନକଲ ମଦ ପୂରାଇ ଚାଲିଥିଲା କାରବାର । ବରମୁଣ୍ଡା ସ୍ଥିତ ଏକ ମଦ ଦୋକାନରୁ ବିପୁଳ ପରିମାଣର ନକଲି ମଦ ଜବତ କରିଛି…