Latest Odisha News

BREAKING NEWS

Browsing Category

ଓଡିଶା

Odisha

ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶୀଘ୍ର ସାରିବାକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି

ପୁରୀ: ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶୀଘ୍ର ସାରିବାକୁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି। ଏଏସଆଇକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ। ରଥଯାତ୍ରା ସମୟରେ ଜୁନ୍ ୨୮ରୁ ଜୁଲାଇ ୬ ମଧ୍ୟରେ ବାକି ଥିବା ରତ୍ନଭଣ୍ଡାର କାମ ତ୍ୱରାନ୍ବିତ କରି ଶୀଘ୍ର ଶେଷ…

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସରିଲା ବୈଠକ; ରଥରେ ଅଣସେବକ ଚଢ଼ିଲେ ରୁଜୁ ହେବ ମୋକଦ୍ଦମା

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଦଇତାପତିଙ୍କ ବୈଠକ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକଙ୍କ ସହ ବାଡଗ୍ରାହୀ ଓ ଯୁବ ଦଇତାପତି ଯୋଗ ଦେଇଥିଲେ । ଚଳିତ ବର୍ଷ ଗୋଟିଏ ଦିନରେ ନବଯୌବନ ଓ…

ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଭେଟିଲେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ, କାଲି ଆସିବେ ୧୪ ଜଣିଆ କେନ୍ଦ୍ରୀୟ ଟିମ୍‌

ଯାଜପୁର: ଯାଜପୁରରେ ହଇଜା ଓ ଝାଡ଼ାବାନ୍ତି ରୋଗ ବ୍ୟାପିବା ନେଇ ସ୍ଥିତି ଗମ୍ଭୀର ରହିଛି । ଏନେଇ ଯାଜପୁର ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍‌ । ୧୪ ଜଣିଆ କେନ୍ଦ୍ରୀୟ ଟିମ୍‌ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ଆଇସିଏମଆର, ଏନସିଡିସି,…

ଭୁବନେଶ୍ବର ବିମାନବନ୍ଦରରେ ଟେକଅଫ୍‌ ଓ ଲ୍ୟାଣ୍ଡିଂରେ ପ୍ରତିବନ୍ଧକ ସାଜୁଛନ୍ତି ବଡ ବଡ ଗଛ

ଭୁବନେଶ୍ୱର: ଭୁବନେଶ୍ବର ବିମାନବନ୍ଦରରେ ଟେକ୍‌ ଅଫ୍‌ ଓ ଲ୍ୟାଣ୍ଡିଂରେ ରହିଛି ପ୍ରତିବନ୍ଧକ। ସୂଚନା ଦେଲେ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ସେ କହିଛନ୍ତି ଯେ, ବିମାନ ଟେକ୍‌ ଅଫ୍‌ ପଥରେ ବଡ଼ ବଡ଼ ଗଛ ରହିଛି ଯେଉଁ କାରଣରୁ ଅସୁବିଧା ହେଉଛି । ଏହା ସହ ରନ୍‌ୱେର ନିର୍ଦ୍ଦିଷ୍ଟ…

ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ….

ଭୁବନେଶ୍ୱର: ସୁନାପ୍ରେମୀଙ୍କ ପାଇଁ ଦୁଃଖ ଖବର । ଜୁନ୍‌ ୧୪ ଅର୍ଥାତ୍‌ ଶନିବାର ପହିଲି ରଜରେ ପୁଣି ବଢିଲା ସୁନା ଦର । ଗତସପ୍ତାହରେ ଲଗାତର ସୁନା ଦର ବୃଦ୍ଧି ଗ୍ରାହକଙ୍କୁ ଟେନସନରେ ପକାଇଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୨୮୦ ଟଙ୍କା ବୃଦ୍ଧି ପାଇ ୧,୦୧,୬୮୦ ଟଙ୍କାରେ…

୨୦ରେ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’, କରିପାରନ୍ତି ବଡ଼ ଘୋଷଣା

ଭୁବନେଶ୍ୱର: ଜୁନ ୨୦ ତାରିଖରେ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦିନ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀଙ୍କ ହେବ ରୋଡ୍‌ ଶୋ। ଏନେଇ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ଅପରାହ୍ନ ୩ଟାରେ ବିମାନବନ୍ଦରରେ ପହଞ୍ଚିବା ପରେ ମୋଦିଙ୍କୁ କରାଯିବ ଭବ୍ୟ ସ୍ବାଗତ।…

ନିଟ୍ ୟୁଜି ପରୀକ୍ଷାଫଳ ପ୍ରକାଶିତ: ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ପ୍ରକାଶ ପାଇଲା NEET-UG-୨୦୨୫ ରେଜଲ୍ଟ। ରାଜସ୍ଥାନର ମହେଲ କେଶୱାନୀ ଟପ୍ପର। ସେହିପରି ସ୍ନେହାଶିଷ ଦାଶ ଓଡ଼ିଶା ଟପ୍ପର। ସର୍ବଭାରତୀୟ ରାଙ୍କର ୬୦ତମ ସ୍ଥାନରେ ସ୍ନେହାଶିଷ। ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷାର୍ଥୀଙ୍କୁ ଇ-ମେଲ୍‌ରେ…

ଭଦ୍ରକରେ ସୁଧୁରୁଛି ସ୍ଥିତି, ୩୬ ଘଣ୍ଟା ପରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା

ଭଦ୍ରକ: ଧିରେ ଧିରେ ସୁଧୁରୁଛି ଭଦ୍ରକ ସ୍ଥିତି । ଦୀର୍ଘ ୩୬ ଘଣ୍ଟା ପରେ ଭଦ୍ରକରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା । ଜିଲ୍ଲାର ତିହିଡି ଥାନା ଅଧିନସ୍ଥ କଷଟି ଗ୍ରାମରେ ଗୋଷ୍ଠୀ ସଂଘର୍ଷ କାରଣରୁ ଉପୁଜିଥିବା ଉତେଜନା ସ୍ଥିତି କାରଣରୁ ସୋସିଆଲ ମିଡିଆ ଦ୍ବାରା କାଳେ କିଛି ସମସ୍ୟା ଉପୁଜିବ…

ଲାଞ୍ଚ ନେଇ ଗିରଫ ହେଲେ ଇପିଏଫ ଅଧିକାରୀ

ବ୍ରହ୍ମପୁର: ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡିଥିବା ବ୍ରହ୍ମପୁର ଇପିଏଫଓ କାର୍ଯ୍ୟାଳୟର ପିଆରଓ ଅନୀଲ ପତି ଗିରଫ। ଲାଞ୍ଚୁଆ ଇପିଏଫ ଅଫିସର ସିନିୟର୍ ସୋସିଆଲ ସିକ୍ୟୁରିଟି ଆସିଷ୍ଟାଣ୍ଟ ଅନିଲ କୁମାର ରଥଙ୍କୁ ଆଜି ଗିରଫ କରିଛି ସିବିଆଇ। ଗତକାଲି ଜଣେ ଯୁବକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ…

ଝାରସୁଗୁଡାରେ ନୂତନ ସାଟେଲାଇଟ୍ ହସ୍ପିଟାଲକୁ ସମର୍ଥନ କରିଛି ବେଦାନ୍ତ ଆଲୁମିନିୟମ 

ଝାରସୁଗୁଡା: ବେଦାନ୍ତ ଆଲୁମିନିୟମ ଝାରସୁଗୁଡାର ପୁରୁଣା ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ (ଡିଏଚଏଚ)ର ବ୍ୟାପକ ନବୀକରଣକୁ ସମର୍ଥନ କରିଛି। ଯାହାକୁ ଚଳିତ ସପ୍ତାହରେ ଅନେକ ଜନପ୍ରତିନିଧି ଏବଂ ସମ୍ପ୍ରଦାୟ ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ନୂତନ ସାଟେଲାଇଟ୍ ହସ୍ପିଟାଲ ଭାବରେ ପୁନଃ ଖୋଲାଯାଇଥିଲା।…