Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିଟ-ସୁପର ସ୍ପେଶାଲିଟି ପରୀକ୍ଷାରେ ଟପ୍ପର ହେଲେ ଓଡ଼ିଶାର ୟଶ ଜୈନ

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ୟଶ ଜୈନ  ନିଟ-ସୁପର ସ୍ପେଶାଲିଟି ପରୀକ୍ଷା-୨୦୨୪ (ସର୍ଜିକାଲ୍ ଗ୍ରୁପ୍) ରେ ଟପ୍ପର ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିବା ସହ ଓଡ଼ିଶାକୁ ଗର୍ବିତ କରିଥିବାରୁ ୟଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ବୌଦ୍ଧରେ ଲୁଟ୍ ଉଦ୍ୟମ ବେଳେ ବ୍ୟବସାୟୀଙ୍କ ମୃତ୍ୟୁ 

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାରେ ରବିବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମନୋଜ ପାତ୍ର (୩୮) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ସନ୍ଧ୍ୟା ୬ଟା ସମୟରେ ବୌଦ୍ଧ ସହର ବାଇପାସର ଜଗଦୀଶପୁର ଛକ ନିକଟରେ ମନୋଜ ତାଙ୍କ ଘର ନିର୍ମାଣ…

ବ୍ରହ୍ମପୁରରେ ଖୁବଶୀଘ୍ର ହେବ ଜନ ଅଭିଯୋଗ ଶୁଣାଣି

ବ୍ରହ୍ମପୁର: ବ୍ରହ୍ମପୁରରେ ଖୁବ୍ ଶୀଘ୍ର ଏକ ଜନ ଅଭିଯୋଗ ଶୁଣାଣି କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏନେଇ ଘୋଷଣା କରିଛନ୍ତି। ଆପଣଙ୍କ ଦାବି ଏବଂ ସମସ୍ୟା ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ବ୍ରହ୍ମପୁର ଗସ୍ତ କରିବ। ଗଞ୍ଜାମ ଜିଲ୍ଲାର ଭୀମପୁର ସରକାରୀ…

ଗଞ୍ଜାମରେ ଶିଳ୍ପ କ୍ଷେତ୍ରରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ଘୋଷଣା 

ଭୁବନେଶ୍ୱର: ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶରେ ବ୍ୟାପକ ଶିଳ୍ପ ପ୍ରତିଷ୍ଠା ହେବ।ଗଞ୍ଜାମ ଜିଲ୍ଲାର ଯୁବକଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅଞ୍ଚଳବାସୀଙ୍କ ଦାବୀକୁ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଭଳି କହିଛନ୍ତି। ଆଜି…

ଗଣିତଜ୍ଞ ପ୍ରଫେସର ହରେକୃଷ୍ଣ ପଣ୍ଡାଙ୍କ ୭୮ ବର୍ଷ ବୟସରେ ଦେହାନ୍ତ 

ଭୁବନେଶ୍ୱର: ଗଣିତଜ୍ଞ ପ୍ରଫେସର ହରେକୃଷ୍ଣ ପଣ୍ଡା ୭୮ ବର୍ଷ ବୟସରେ ଭୁବନେଶ୍ୱରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଏପ୍ରିଲ ୨୩ରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ୧୯୪୬ ମସିହା ମେ ୧୨ରେ ବାଲେଶ୍ୱରର ବାହାନଗା ଅଞ୍ଚଳର ପଣ୍ଡାସୁଣିରେ ଜନ୍ମଗ୍ରହଣ…

ପହଲଗାମ ଆକ୍ରମଣର ମୃତକ ପ୍ରଶାନ୍ତଙ୍କ ନାଁରେ ଚାଲିଛି ମିଛ ଅନୁକମ୍ପା ଆଦାୟ

ବାଲେଶ୍ବର:ପହଲଗାମ ଆକ୍ରମଣର ମୃତକ ବାଲେଶ୍ଵର ପ୍ରଶାନ୍ତ ଶତପଥୀଙ୍କ ନାଁରେ ମଗାଯାଉଛି ଟଙ୍କା । ତାଙ୍କ ନାଁରେ ସୋସିଆଲ ମିଡିଆରେ ଟଙ୍କା ମଗାଯାଉଛି। ଏହାକୁ ନାପସନ୍ଦ କରିଛନ୍ତି ପ୍ରଶାନ୍ତଙ୍କ ପରିବାର। ବିନା ପ୍ରଶାନ୍ତଙ୍କ ପରିବାରଙ୍କ ଅନୁମତିରେ ତାଙ୍କ ନାମରେ ଟଙ୍କା ଆଦାୟ ନେଇ ଅଭିଯୋଗ…

ମୁଖ୍ୟମନ୍ତ୍ରୀଙ୍କ ନାଁରେ ଠକୁଥିଲେ ଯୁବକ, ଗିରଫ କଲା ପୋଲିସ

ରାଉରକେଲା: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ର ଜଣେ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଠକେଇ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ରାଉରକେଲା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ଭୁବନେଶ୍ୱରର ସଙ୍କଳ୍ପ ବିହାର ଅଞ୍ଚଳର ବାସିନ୍ଦା ଅମନ ପ୍ରଧାନ ବୋଲି ଚିହ୍ନଟ କରାଯାଇଛି…

ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରଭାବ; ଓଡ଼ିଶା ଛାଡିଲେ ପାକିସ୍ତାନୀ ମହିଳା ନଗମା ୟୁସୁଫ

ଭୁବନେଶ୍ୱର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ଓଡ଼ିଶାରେ ରହୁଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ନୋଟିସ୍ ଜାରି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମୟରେ ଓଡ଼ିଶା ଛାଡିଛନ୍ତି ପାକିସ୍ତାନୀ ନାଗରିକ ୫୩ ବର୍ଷୀୟ ନଗମା ୟୁସୁଫ୍‌ ।…

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଟି ପରୀକ୍ଷାରେ ତ୍ରୁଟି

ଭୁବନେଶ୍ଵର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଟି ପରୀକ୍ଷାରେ ତ୍ରୁଟି ନେଇ ଅଭିଯୋଗ। ନୋଟିସ୍‌ ଜରିଆରେ ତ୍ରୁଟି ସ୍ବୀକାର କଲେ ଓପିଏସସି କର୍ତ୍ତୃପକ୍ଷ। ଓଏସଏସସିର ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପାଇଁ ପରୀକ୍ଷା ହୋଇଥିଲା। ସୂଚନା ଅନୁଯାୟୀ ଆଜି OCS ମେନ୍‌-୨୦୨୩ର ଆନ୍‌ଥ୍ରୋପୋଲୋଜିର ୨ଟି…

ପୋଖରୀରେ ବୁଡ଼ି ଚାଲିଗଲା ୩ନାବାଳକଙ୍କ ଜୀବନ

ନୟାଗଡ଼: ରବିବାର ଘଟିଛି ଅଭାବନୀୟ ଘଟଣା । ଗୋଡ଼ିବିଡ଼ା ଗ୍ରାମରେ ପୋଖରୀରେ ବୁଡ଼ି ତିନି ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି । ପୋଖରୀରେ ଗାଧୋଉଥିବାବେଳେ ତିନି ନାବାଳକ ବୁଡି ଯାଇଥିଲେ । ଖବରମୁତାବକ, ନୟାଗଡ଼ ଦଶପଲ୍ଲା ଗୋଡ଼ିବାଡ଼ି ଗାଁରେ ଏହି ଅଘଟଣ ଘଟିଛି । ମୃତକ ହେଲେ…