Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋରାପୁଟ-ଜୟପୁର ରେଳପଥରେ ଭୂସ୍ଖଳନ: ୨ ଦିନ ପରେ ସ୍ବାଭିବକ ହେଲା ରେଳ ଚଳାଚଳ

ଭୁବନେଶ୍ବର: ପୂର୍ବତଟ ରେଳପଥ ୱାଲଟିୟର ରେଳମଣ୍ଡଳ ଅନ୍ତର୍ଗତ କୋରାପୁଟ-କିରାଣ୍ଡୁଲ ରେଳ ମାର୍ଗରେ ଜରାତି ଏବଂ ମାଲିଗୁଡ଼ା ଷ୍ଟେସନ ମଧ୍ୟରେ ଗତ ୨ ତାରିଖରେ ପ୍ରବଳ ବର୍ଷା ଯୋଗୁଁ ଏକ ବଡ଼ ଭୂସ୍ଖଳନ ହୋଇଥିଲା । ଏହା ଦ୍ୱାରା ରେଳ ସେକ୍ସନକୁ ବାଧାପ୍ରାପ୍ତ କରିବାର ମାତ୍ର ଦୁଇ ଦିନ ମଧ୍ୟରେ…

ଆଡପ ମଣ୍ଡପରେ ଶ୍ରୀଜିଉଙ୍କୁ ଶେଷ ଦର୍ଶନ କଲେ ଭକ୍ତ, କାଲି ଅପରାହ୍ନ ୪ଟାରେ ରଥ ଟଣା

ପୁରୀ: ଯଜ୍ଞବେଦୀରୁ ବାହୁଡିବେ ପ୍ରଭୁ ରତ୍ନବେଦୀକୁ । ସରିଲା ଆଡପମଣ୍ଡପରେ ପ୍ରଭୂଙ୍କ ଲୀଳା ଖେଳା । ଆସନ୍ତାକାଲି ସକାଳୁ ବାହୁଡିବେ ଶ୍ରୀଜିଉ ବାହୁଡା ଯାତ୍ରାରେ । ସେଥିପାଇଁ ଆଜି ହେଉଛି ଘୋଷଯାତ୍ରାର ନବମୀ ତିଥି । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନବମୀ ଦର୍ଶନ ବା ସଂନ୍ଧ୍ୟା ଦର୍ଶନ…

ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫: ଗତ ୩ଦିନରେ ଓଡିଶା ପୋଲିସର ୬ସ୍ଵର୍ଣ୍ଣ ପଦକ ହାସଲ

ଭୁବନେଶ୍ବର: ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି। ଏହିକ୍ରମରେ ଆଜି ୨ ଜଣ ଯୁବ କ୍ରୀଡାବିତ କରାଟେରେ  ରିତେଶ ରାୟ ସ୍ୱର୍ଣ୍ଣ…

ମିଲିଲା ଚୋରି ବାସନ ସାମଗ୍ରୀ, ୧୪ ଅଭିଯୁକ୍ତ ଗିରଫ

ବରଗଡ: ଚୋରି ବିଦ୍ୟୁତ୍ ତାରରେ ବାସନ ସାମଗ୍ରୀ ତିଆରି କରୁଥିବା ଚୋର ଗ୍ୟାଙ୍ଗକୁ ଧରିଛି ବରଗଡ଼ ପୋଲିସ । ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ । ସୂଚନା ଅନୁସାରେ ଚୋରି ହୋଇଥିବା ବିଦ୍ୟୁତ୍ ତାରକୁ ତରଲେଇ ବାସନ ସାମଗ୍ରୀ ତିଆରି କରୁଥିଲେ । ତେବେ ଗୋଡ଼ଭଗା…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟ ପୋଡପିଠା, ଏମିତି ହୁଏ ପ୍ରସ୍ତୁତ…

ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଜଗନ୍ନାଥ । ରଥଯାତ୍ରା ପରେ ଆଡପମଣ୍ଡପକୁ ବିଜେ କରିଛନ୍ତି କାଳିଆ ଠାକୁର । ବାହୁଡା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀମାଙ୍କ ହାତରୁ ମହାପ୍ରଭୁ ପୋଡପିଠା ଖାଇବେ । ଏହି ପରମ୍ପରା କାହୁଁ କେଉଁ ଯୁଗରୁ ଚାଲି ଆସୁଛି ।…

ଜୁଲାଇ ୮ରେ ବିଜେପି ରାଜ୍ୟ ସଭାପତି ଚୟନ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ । ଆସନ୍ତା ୭ରେ ନାମାଙ୍କନ ଓ ୮ରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଭୋଟିଂ ହେବ । ଏହା ପରେ ଫଳାଫଳ ଘୋଷଣା ସହ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ । ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ.କେ.ଲକ୍ଷ୍ମଣଙ୍କ…

ଅନିଶ୍ଚିତତା ଭିତରେ ପୁରୀ ବିମାନବନ୍ଦର!

ପୁରୀ: ପୁରୀ ବିମାନବନ୍ଦର ଜଙ୍ଗଲ ଜମି ମଞ୍ଜୁରୀକୁ ସ୍ଥଗିତ ରଖିଲା ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ପରାମର୍ଶଦାତା କମିଟି (ଏଫଏସି) । ମନ୍ତ୍ରଣାଳୟ ପକ୍ଷରୁ ଅଲିଭ୍ ରିଡଲେ କଇଁଛ , ଇରାୱାଡ୍ଡି ଡଲଫିନ୍ ଏବଂ ପ୍ରବାସୀ ପକ୍ଷୀଙ୍କ ପାଇଁ ସମ୍ଭାବ୍ୟ କ୍ଷତି ଏବଂ ଘୂର୍ଣ୍ଣିଝଡ଼ରୁ ଉପକୂଳକୁ ସୁରକ୍ଷା…

ପୁରୀ ସହର ହେବ ମହାନଗର ନିଗମ, ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

ପୁରୀ: ଏବେ ପବିତ୍ର ପୁରୀ ସହରରେ ମହାପ୍ରଭୁଙ୍କ ଘୋଷଯାତ୍ରା ଜାରି ରହିଛି । ଏହି ଅବସରରେ ପୁରୀକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୁରୀ ପୌରପାଳିକାକୁ ମହାନଗର ନିଗମ କରାଯିବ ବୋଲି ଆଜି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ପୁରୀ ସହରକୁ ନୂଆ ଢାଞ୍ଚାର…

ଶରଧାବାଲି ଦଳାଚକଟା ଭିଡିଓ ପଠେଇବାକୁ ଅପିଲ୍ କଲେ ଅନୁ ଗର୍ଗ

ଭୁବନେଶ୍ବର:ପୁରୀର ଶରଧାବାଲିରେ ଦଳାଚକଟା ଭଳି ପରିସ୍ଥିତି ନେଇ ଉନ୍ନୟନ କମିଶନର ତଥା ପୁରୀ ଅଘଟଣ ତଦନ୍ତକାରୀ କମିଟି ଅଧ୍ୟକ୍ଷ ଅନୁ ଗର୍ଗ ପ୍ରତିକ୍ରିୟା ଦେଇଛନ୍ତି। ତଦନ୍ତକାରୀ ଅଧିକାରୀ ଗର୍ଗ କହିଛନ୍ତି, ଅନେକ ଲୋକ ଦଳାଚକଟା ସମୟର ଭିଡିଓ କରିଥିଲେ। ଯେ କେହି ଭେଟି ତଥ୍ୟ ଦେବାକୁ…

ଶରଧାବାଲିରେ ଦଳାଚକଟା ଅଘଟଣ ପାଇଁ ସତ୍ୟବାଦୀ ବିଧାୟକ ଦାୟୀ: ଆପ୍

ପୁରୀ: ପୁରୀ ଶ୍ରୀମନ୍ଦିରର ପବିତ୍ରତା ଓ ପରମ୍ପରାକୁ ନଷ୍ଟ କଲେ ସତ୍ୟବାଦୀ ବିଧାୟକ । ଏଭଳି ଅଭିଯୋଗ ଆଣି ଆଜି ସାମ୍ବାଦିକ ସମିଳନୀ କରି ବିଧାୟକଙ୍କ ଉପରେ ଜୋରଦାର ବାର୍ଷିଛି ପୁରୀ ଆମ ଆଦମୀ ପାର୍ଟି । ସୂଚନା ମୁତାବକ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏକ ଭିଡିଓ, ଯେଉଁ ଭିଡ଼ିଓ ଟିରେ…