Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଅପରେସନ୍ ସିନ୍ଦୂର’ର ସଫଳତା କାହାଣୀ କହିଲେ ବିଏସଏଫ୍ ଯବାନ…

ସୁନ୍ଦରଗଡ଼: ସମ୍ପ୍ରତି ଅପରେସନ୍ ସିନ୍ଦୂର ସମୟରେ ଭାରତୀୟ ସଶସ୍ତ୍ର ବାହିନୀ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିଥିଲେ। ଏଥିରେ ସାମିଲ ଥିଲେ ଓଡ଼ିଶାର ସୀମା ସୁରକ୍ଷା ବାହିନୀ (ବିଏସଏଫ୍)ର ଜଣେ ସାହସୀ ଯବାନ। ଯିଏକି କାଶ୍ମୀର ସୀମାରେ ଶତ୍ରୁମାନଙ୍କ ସହିତ ଲଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଉପରମୁହାଁ କରୋନା ଗ୍ରାଫ୍: ପୁଣି ଫେରିବ ମାସ୍କ, ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି

ଭୁବନେଶ୍ୱର: ପୁଣି ଉପରମୁହାଁ ହେଲାଣି କୋରୋନା ଗ୍ରାଫ୍। ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି। ଏନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର। ସେହପରି ଦେଶରେ ୪ ହଜାର ମୁହାଁ କରୋନା କେସ। ପୁଣି ଫେରିବ ମାସ୍କ। ତେବେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ…

ବାହାନଗା ରେଳ ଦୁର୍ଘଟଣାକୁ ୨ ବର୍ଷ; ମନରୁ ଲିଭିନି ସେହି କାଳ ରାତ୍ରିର କଳା କାହାଣୀ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୂରିଛି ଦୁଇ ବର୍ଷ । ସେଦିନର ଛାତିଥରା ଓ ହୃଦୟ ବିଦାରକ ଦୃଶ୍ୟ ମନେ ପଡିଲେ ଆଜିବି ପ୍ରତ୍ୟେକ୍ଷଦର୍ଶୀଙ୍କ ଛାତି ଥରି ଉଠୁଛି । ସେହି କାଳ ରାତ୍ରି କଥା ମନେ ପଡିଲେ ଲୋମ ଟାଙ୍କୁରି ଉଠୁଛି । ୨୦୨୩ ଜୁନ୍ ୨ ତାରିଖ ସନ୍ଧ୍ୟା​ରେ…

୨ ଓଏଏସ ଅଧିକାରୀଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ଦୁଇ ଅଧିକାରୀଙ୍କୁ ସ୍ୱତନ୍ତ୍ର ସଚିବ ପଦବୀରେ ପଦୋନ୍ନତି ଦିଆଯାଇଛି। ସେହିପରି ଅନ୍ୟ ଦୁଇଜଣଙ୍କୁ ସୁପର ଆଡମିନିଷ୍ଟ୍ରେଟିଭ ଗ୍ରେଡ୍ (ଏସଏଜି) କୁ ଉନ୍ନୀତ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପୃଥକ ବିଜ୍ଞପ୍ତି…

ନୟାଗଡ଼ରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣା; ସ୍ତ୍ରୀ ଓ ପୁଅ ପେଟ୍ରୋଲ ଢାଳି ପୋଡ଼ି…

ନୟାଗଡ଼: ନୟାଗଡ଼ ସହରରେ ଶନିବାର ଦିନ ଜଣେ ଫରେଷ୍ଟରଙ୍କ ବାସଭବନରୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ଯାହା ପରେ ପୋଲିସ ଛାନଭିନ୍ନ କରିଥିଲା। ମୃତକ ଶିଶିର ସାହୁ ନୟାଗଡ଼ ଜିଲ୍ଲାର ସରନକୁଳ ପଞ୍ଚରିଡା ରେଞ୍ଜରେ ଜଣେ ଫରେଷ୍ଟର ଥିଲେ। ନୟାଗଡ଼ ଏସଡିପିଓ ଜ୍ୟୋତି ରଞ୍ଜନ…

ଏଣିକି ବାଲ୍ୟବିବାହର ସୂଚନା ଦେବେ ପ୍ରଧାନଶିକ୍ଷକ, ସିଏମ୍‌ଆଇଓ ଭାବେ ଦିଆଗଲା ଦାୟିତ୍ବ

ଭୁବନେଶ୍ୱର: ଆଜି ବି କିଛି ଅଞ୍ଚଳରେ ହଟିନି ବାଲ୍ୟ ବିବାହ ପ୍ରଥା। ଆଜି ବି ବହୁତ ଗ୍ରାମରେ ବାଲ୍ୟ ବିବାହ ହେଉଛି। ଯେଉଁ ସ୍ଥାନରୁ ଅଭିଯୋଗ ଆସୁଛି ସେଠି ପ୍ରଶାସନ ରୋକିବାରେ ସଫଳ ହେଉଛି। କିନ୍ତୁ ଅନେକ ସ୍ଥାନରେ ଲୋକେ ଭୋଜି ଭାତ କରି, ମଉଜ କରି ବଡ଼ ସୁରୁଖୁରୁରେ ବାଲ୍ୟ ବିବାହଟିକୁ ସମ୍ପର୍ଣ୍ଣ…

ଏଣିକି ନୂଆ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି, ଚଳିତ ମାସଠାରୁ ଲାଗୁ ହେବ ନୂଆ ଅବକାରୀ ନୀତି

ଭୁବନେଶ୍ବର: ରାଜ୍ୟରେ ଚଳିତ ମାସ ନୂତନ ଅବକାରୀ ନୀତି ଲାଗୁ ହେବ। ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ନୂଆ ଆହ୍ୱାନ ହେବ। ନୂତନ ଅବକାରୀ ନୀତିରେ ନୂଆ ଦୋକାନ ଖୋଲିବାର ନାହିଁ। ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଓଡ଼ିଶାରେ ନୂତନ ମଦ ନୀତି ଆରମ୍ଭ ହେବା ପୂର୍ବରୁ…

ସିକ୍କିମରେ ପର୍ଯ୍ୟଟକ ନିଖୋଜ ଘଟଣା, ଘରକୁ ଫେରିଲେ ଇତିଶ୍ରୀଙ୍କ ପରିବାର

ଭୁବନେଶ୍ଵର: ଓଡିଶା ଫେରିଛନ୍ତି ସିକ୍କିମ ଦୁର୍ଘଟଣାରେ ନିଖୋଜ ଥିବା ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର । ଆଜି ସକାଳେ ଯାଜପୁରରୋଡ ଷ୍ଟେସନରେ ପହଞ୍ଚିଛନ୍ତି ପରିବାରର ୪ ଜଣ ସଦସ୍ୟ । ନିଜ ମାଟିକୁ ଫେରିବା ପରେ ସେଦିନର ଛାତିଥରା ଘଟଣା ବିଷୟରେ କହିଛନ୍ତି । ଆଜି ସକାଳେ…

ପୁଣି ମାଟିତଳୁ ମିଳିଲା ୨.୫ ଟନ୍ ବିସ୍ଫୋରକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଝାଡଖଣ୍ଡ ସୀମାନ୍ତରୁ ଅଢେଇ ଟନ୍ ବିସ୍ଫୋରକ ଜବତ ହୋଇଛି । ତିରିଲିପୋଷ ଜଙ୍ଗଲରେ କୋବ୍ରା ବାଟାଲିଅନ, ସିଆରପିଏଫ ଏବଂ ଏସଓଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ବିସ୍ଫୋରକ ଠାବ ହୋଇଥିଲା । ମାଟିତଳେ ଲୁଚାଇଥିଲେ ମାଓବାଦୀ । ଯବାନମାନଙ୍କ…

ରାଜ୍ୟରେ ପୁଣି ବଢିଲା ତାତି, କଲବଲ ଜନତା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀର ଉତ୍ତର ଆଡକୁ ଅଗ୍ରସର ହେଉଥିବା ବେଳେ ମେ ୨୯ ତାରିଖରୁ ଏଥିରେ ବିରାମ ଲାଗିଛି। ଫଳରେ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଗରମ ଏବଂ ଆର୍ଦ୍ରତା ଜାରି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ସୂଚନା ଦେଇଛି। ଜୁନ୍ ୨ ରୁ ୬ ତାରିଖ…