Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକରେ ହିଁ ରହିବ ଅବକାରୀ କମିଶନର ଅଫିସ: ଅବକାରୀ କମିଶନର

କଟକ: କଟକରେ ହିଁ ରହିବ ଅବକାରୀ କମିଶନର ଅଫିସ । ଭୁବନେଶ୍ବର ସ୍ଥାନାନ୍ତର ହେବା ଏକ ଗୁଜବ ମାତ୍ର । ସ୍ଥାନାନ୍ତର ହେବାର କୌଣସି ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ଅବକାରୀ କମିଶନର ନରସିଂହ ଭୋଳ କହିଛନ୍ତି ଯେ, କଟକରେ ଅବକାରୀ କମିଶନର ଅଫିସ ଅଛି,…

ସମ୍ବଲପୁରରେ ମାତିଛି ଉଲଗ୍ନ ଚୋର

ସମ୍ବଲପୁର: ସମ୍ବଲପୁରରେ ମାତିଛି ଉଲଗ୍ନ ଚୋର। ସମ୍ବଲପୁର ବାସିନ୍ଦାଙ୍କୁ ଥରାଇ ଦେଇଛି। ଗତ କିଛି ଦିନ ହେବ ସହରର ସାସନ ଅଞ୍ଚଳରେ ସିସିଟିଭି କ୍ୟାମେରାରେ ଏଭଳି ଜଣେ ଚୋରର ଗତିବିଧି ଧରାପଡିଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଚୋରଟି ରାତିରେ ଉଲଗ୍ନ ହୋଇ ମୁଖା ପିନ୍ଧି ଘର…

ଯନ୍ତାରେ ପଡିଲା ଭାଲୁ: ଦୀର୍ଘ ଦିନ ହେବ କରୁଥିଲା ଉପଦ୍ରବ

ନବରଙ୍ଗପୁର: ଯନ୍ତାରେ ପଡିଲା ଭାଲୁ । ଦୀର୍ଘ ୧୫ ଦିନ ହେବ ବନବିଭାଗ ଓ ଗ୍ରାମବାସୀଙ୍କ ନିଦ ହଜାଇ ଥିବା ଭାଲୁ ଶେଷରେ ଧରାପଡିଛି l ବର୍ତମାନ ବନବିଭାଗ ଭାଲୁକୁ ନେଇ ସୁରକ୍ଷିତ ସ୍ଥାନରେ ରଖିବା ସହ ତାହାର ସ୍ୱାସ୍ଥ୍ୟ ପରୀକ୍ଷା କରିବ ବୋଲି ସୂଚନା ମିଳିଛି l ଅନ୍ୟପଟେ ଗାଁରୁ ଭାଲୁ ଯିବା ପରେ…

୬୫ ବର୍ଷୀୟ ହାତୀ ଖରସେଲର ଦେହାନ୍ତ

ଭୁବନେଶ୍ୱର: ଡେବ୍ରିଗଡ ଅଭୟାରଣ୍ୟରେ ୬୫ ବର୍ଷୀୟ ହାତୀ ଖରସେଲର ଦେହାନ୍ତ। ବାର୍ଦ୍ଧକ୍ୟଜନିତ କାରଣରୁ ହାତୀର ମୃତ୍ୟୁ ହୋଇଥିବା ଡେବ୍ରିଗଡର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବହୁ ବର୍ଷ ଧରି ବନ୍ଦୀ ଅବସ୍ଥାରେ ଥିବା ହାତୀ ବାର୍ଦ୍ଧକ୍ୟଜନିତ କାରଣରୁ ମୃତ୍ୟୁବରଣ କରିଥିବା ଜଣାପଡିଛି।…

ରାଜ୍ୟରେ ଲାଗୁ ହେବ ପେଶା ଆଇନ

ଭୁବନେଶ୍ବର: ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ପଞ୍ଚାୟତ ଏକ୍ସଟେନସନ ସିଡ୍ୟୁଲଡ ଏରିଆ(ପେଶା) ଆଇନ ୧୯୯୬ । ଆଜି ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ତେବେ ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସରପଞ୍ଚଙ୍କ କ୍ଷମତାକୁ ନେଇ ଉଦବେଗ ପ୍ରକାଶ…

ପୋଲିସ-ମାଓବାଦୀ ଗୁଳି ବିନିମୟ : ୯ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ଼ରେ ବଡ଼ଧରଣର ମାଓ ବିରୋଧୀ ଅପରେସନ । ଛତିଶଗଡ଼ ଦନ୍ତେୱାଡ଼ା ଓ ବିଜାପୁର ସୀମାରେ ମାଓ ବିରୋଧୀ ଅପରେସନ ବେଳେ ଡିଆରଜି ଏବଂ ସିଆରପିଏଫକୁ ମିଳିଛି ସଫଳତା।ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ । ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ…

ହାଇକୋର୍ଟ ବେଞ୍ଚ…କହିଲେ ପୁଣି ଢୋକିଲେ !

ଭୁବନେଶ୍ବର: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସଂପର୍କିତ ଉତ୍ତର ନେଇ ରାଜନୀତି ବଢିବା ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ। ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ସରକାରଙ୍କ ବିଚାରାଧୀନ ରହିଛି । ଲୋକଙ୍କୁ…

ଦଖଲକାରୀଙ୍କ କବଜାରେ ରାଜଧାନୀର ୩୦ ଏକର ଜମି

ଭୁବନେଶ୍ବର: ମାଡ଼ିବସିଛନ୍ତି ରାଜଧାନୀର ୩୦ ଏକର ମୂଲ୍ୟବାନ ଜମି । ରାଜଧାନୀରେ ଜବରଦଖଲ ପ୍ରସଙ୍ଗ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି, ଜବରଦଖଲକାରୀମାନେ ଭୁବନେଶ୍ବରରେ ୩୦ ଏକର ଜମି ମାଡିବସିଛନ୍ତି ।…

୫ ବର୍ଷରେ ଉଦ୍ଧାର ହେଲେଣି ୨ଶହରୁ ଅଧିକ ଶିଶୁ ଶ୍ରମିକ

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ଶିଶୁ ଶ୍ରମିକ ଉପରେ ସମ୍ପୂର୍ଣ୍ଣ ରୋକ ଲାଗିଥିଲେ ମଧ୍ୟ ଏବେ ବି ଅନେକ ସ୍ଥାନରେ ଶିଶୁ ଶ୍ରମିକ ଦେଖିବାକୁ ମିଳୁଛି । ଯାହାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ । ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀ…

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଆଇପିଏସ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ

ବଲାଙ୍ଗୀର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସାକ୍ଷ୍ୟ ଗ୍ରହଣ l ପାଟଣାଗଡ଼ ଏଡିଜେ କୋର୍ଟରେ ଆଇପିଏସ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ l ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା l ବିସ୍ଫୋରଣରେ ନବବଧୂଙ୍କ ସ୍ବାମୀ ଓ ଜେଜେମାଆଙ୍କ ମୃତ୍ୟୁ…