Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: କାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ବୈଠକରେ ଉପସ୍ଥାପନା ହେବ ଚଳିତ ଆର୍ଥିକ ବର୍ଷର ବଜେଟ୍‌ । ତେବେ ପରିଚାଳନା କମିଟି ବୈଠକ ପୂର୍ବରୁ ଆଜି ବସିଛି ଅର୍ଥ ସବ୍‌କମିଟି ବୈଠକ । ଆଜି ବସିଥିବା ଅର୍ଥ ସବ୍‌କମିଟି…

ଆସନ୍ତାକାଲି ବନ୍ଦ ରହିବ କୋରାପୁଟ ଜିଲ୍ଲାର ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର

କୋରାପୁଟ: କାଲି କୋରାପୁଟ ଜିଲ୍ଲାରେ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ବର୍ଷା ପାଇଁ ରେଡ୍‌ ୱାର୍ଣ୍ଣିଂ ଥିବାରୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ଏଥିସହ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବର୍ଷା ବେଳେ ଘରୁ ନବାହାରିବା ସହ…

ଓଡ଼ିଶା ଫେରିଲେ ସ୍ୱୀକୃତି ମହାପାତ୍ର, ୱାୟନାଡ଼ ଭୂସ୍ଖଳନରେ ହୋଇଥିଲେ ଆହତ

ଭୁବନେଶ୍ଵର: ଓଡ଼ିଶା ଫେରିଲେ ୱାୟନାଡ଼ ଭୂସ୍ଖଳନରେ ଆହତ ଡାକ୍ତର ସ୍ୱୀକୃତି ମହାପାତ୍ର । ସୁସ୍ଥ ହେବା ପରେ ଭଉଣୀଙ୍କ ସହ ଝାରସୁଗୁଡ଼ା ଫେରିଲେ ସ୍ୱୀକୃତି । କେରଳ ୱାୟନାଡ଼ ଭୂସ୍ଖଳନରେ ସ୍ୱୀକୃତିଙ୍କ ସହ ୪ ଓଡ଼ିଆ ଫସିଥିଲେ । ଡା. ବିଷ୍ଣୁ ଚିନାରାଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ତ୍ରୀ…

ଭୁବନେଶ୍ବରରେ ବନ୍ଦ ଘରେ ଚାଲିଥିଲା ନରବଳି ଯୋଜନା

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଭଡ଼ା ଘରେ କବାଟ କିଳି ଚାଲିଥିଲା ଗୁଣି ଗାରେଡି ଓ ତନ୍ତ୍ର ସାଧନା । ଘର ଭିତରୁ ମିଳିଛି ହାଡ କଙ୍କାଳ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରବି ଟକିଜ ଟଙ୍କପାଣି ରୋଡ଼ ନିକଟରେ । ଘଟଣାସ୍ଥଳରୁ ତାନ୍ତ୍ରିକ ଜଣକ ଫେରାର ରହିଛି । ଖବରପାଇ କମିଶନରେଟ୍…

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡ଼ିଲେ ଧର୍ମଶାଳା ବିଧାୟକ

ଭୁବନେଶ୍ୱର: ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡ଼ିଛନ୍ତି  ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। ଏନେଇ ସେ ଲିଖିତ ଭାବେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କୁ ଜଣାଇଛନ୍ତି। ତାଙ୍କୁ ଖୁବଶୀଘ୍ର ସୁରକ୍ଷା ମିଳିବ ବୋଲି ସେ ଆଶାବାଦୀ। ବିଧାୟକ ଦାବି କରିଛନ୍ତି…

ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯କୁ ଛୁଟି ଘୋଷଣା କଲେ ରାଜ୍ଯ ସରକାର

ଭୁବନେଶ୍ୱର: ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୂଚନାଯୋଗ୍ୟ, ନୂଆଖାଇ ସେପ୍ଟେମ୍ବର ୮ ତାରିଖରେ ପଡୁଛି। ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟ ଛୁଟି ରହିବ। ଏହି ଦିନ…

ବରପଦା କଲେଜ ମାମଲା: ଅଧ୍ୟକ୍ଷଙ୍କୁ ବହିଷ୍କାର ଦାବିରେ କର୍ମଚାରୀଙ୍କ ଧାରଣା

ଭଦ୍ରକ: ପୁଣି କଲେଜରେ ଦେଖାଦେଇଛି କର୍ମଚାରୀ ଅଶାନ୍ତି । ଅଧ୍ୟକ୍ଷଙ୍କୁ ବହିଷ୍କାର ଦାବି କରି କଲେଜ ଗେଟ୍ ଆଗରେ ଧାରଣାରେ ବସି ରହିଛନ୍ତି ବହୁ ଚର୍ଚ୍ଚିତ ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ । କଲେଜ ଅଧ୍ୟକ୍ଷଙ୍କୁ ଅନୁଷ୍ଠାନରୁ ତୁରନ୍ତ ବହିଷ୍କାର କରିବା ସହ ପୁରୁଣା ମାମଲାରେ…

ଜାତୀୟ କ୍ରୀଡ଼ା ଦିବସ: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର; ଭାରତରେ ଆଜି ପାଳିତ ହେଉଛି ‘ଜାତୀୟ କ୍ରୀଡା ଦିବସ’। ଭାରତୀୟ ହକିର ଜନ୍ମଦାତା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅଗଷ୍ଟ ୨୯କୁ ଭାରତରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି। ଭାରତୀୟ ହକିକୁ ଗୋଟିଏ ନୂଆ ସ୍ତରକୁ ନେବାରେ ଧ୍ୟାନଚାନ୍ଦଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।…

ଅନୁଗୋଳରେ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ଜିନ୍ଦଲଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଲୋକସେବା ଭବନ ଠାରେ ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ…

ମମତାଙ୍କ ବୟାନ ଝଡ଼… ଓଡିଶାରେ ତାତି

ଭୁବନେଶ୍ବର: କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବଢୁଛି ଆକ୍ରୋଶ । ପଶ୍ଚିମବଙ୍ଗରେ ବିଜେପି ମମତା ସରକାରକୁ କାଠଗଡାକୁ ଟାଣିଛି । ବିରୋଧ, ବିକ୍ଷୋଭ ହିଂସାତ୍ମକ ରୂପ ନେଲାଣି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ବନ୍ଦ ପାଳନ କରିଥିଲା ବିଜେପି…