Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଶ୍ଚିମ ଓଡିଶାବାସୀଙ୍କୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ନୂଆଖାଇ ଭେଟି, ନୂଆ ରେଳ ଲାଇନକୁ ମଞ୍ଜୁରୀ

ଭୁବନେଶ୍ବର: ପଶ୍ଚିମ ଓଡିଶାବାସୀଙ୍କୁ ନୂଆଖାଇ ଭେଟି ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଓଡିଶାର ତିନୋଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନକୁ ଅନୁମୋଦନ ମିଳିଛି । ଏହା ପଦମପୁର ଦେଇ ଯିବ । ଏହି ରେଳ ଲାଇନରେ ୧୩ଟି…

ଓଡିଶାର ୧୪ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା 

ଭୁବନେଶ୍ୱର: କଟକ, ଭୁବନେଶ୍ୱର ସମେତ ଓଡିଶାର ୧୪ଟି ଜିଲ୍ଲାରେ ଆଜି ସନ୍ଧ୍ଯା ସୁଦ୍ଧା ବର୍ଷା ଓ ବଜ୍ରପାତ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- କଟକ, ଗଞ୍ଜାମ, ପୁରୀ, ବରଗଡ଼, କେନ୍ଦୁଝର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ଖୋର୍ଦ୍ଧା…

ରାଜଧାନୀରୁ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର: ପୁଣି ଜଣେ ନକଲି ଡାକ୍ତର ଗିରଫ । ରାଜଧାନୀ ଭୁବନେଶ୍ୱରରୁ ଆଜି ଜଣେ ନକଲି ଡାକ୍ତର ଗିରଫ ହୋଇଛନ୍ତି । ତାଙ୍କ ନାମ କୁମାର କାଣ୍ଡି । ତାଙ୍କ ନିକଟରୁ ବହୁ ପରିମାଣର ନକଲି ଔଷଧ ଜବତ ହୋଇଛି । କ୍ୟାନ୍ସରରୁ ଆରମ୍ଭ କରି ଓଜନ କମାଇବା, ସୁନ୍ଦର ଦେଖାଯିବା ଓ ଏସିଡିଟି ଆଦି ସମସ୍ୟାକୁ…

ଦୁର୍ନୀତିଗ୍ରସ୍ତଙ୍କ ପ୍ରତି ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ଜଷ୍ଟିସ ପଶାୟତ

ଭୁବନେଶ୍ୱର: କଳାଧନ ଏସ୍‌ଆଇଟି ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟ । ଦୁର୍ନୀତି କମାଇବା ଉଦ୍ଦେଶ୍ୟ, ଦୁର୍ନୀତି କମିଲେ ସମସ୍ତଙ୍କ ଉନ୍ନତି ହେବ ବୋଲି କହିଛନ୍ତି ଜଷ୍ଟିସ ଅରିଜିତ ପଶାୟତ । ଜଷ୍ଟିସ ଅରିଜିତ ପଶାୟତ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ନୀତି ହେଉଥିବା ଜାଣିଲେ…

ଗୁରୁ ପଦ୍ମସମ୍ଭବ ଓଡ଼ିଶାରେ ଜନ୍ମ ବୋଲି ନାଳନ୍ଦାରେ ଦୃଢ଼ ଯୁକ୍ତି ରଖିଲେ ପ୍ରବୀର ପଟ୍ଟନାୟକ

ଭୁବନେଶ୍ବର: ସମଗ୍ର ବିଶ୍ବରେ ଦ୍ବିତୀୟ ବୁଦ୍ଧ ଭାବରେ ସ୍ବୀକୃତି ପାଇଥିବା ଅଷ୍ଟମ ଶତାବ୍ଦୀର ବିଶିଷ୍ଟ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନକୁ ନେଇ ନାଳନ୍ଦାରେ ଦୃଢ଼ ଯୁକ୍ତି ରଖିଛନ୍ତି ଓଡ଼ିଶାର ବିଶିଷ୍ଟ ଗବେଷକ ପ୍ରବୀର ପଟ୍ଟନାୟକ । ହେଲେ ବିଭିନ୍ନ ତଥ୍ୟ ଓ ପ୍ରମାଣ ସହ ଏକ ବ୍ୟାଖ୍ୟାନ ରଖି ସେ…

ମାହାଙ୍ଗା ଡବଲ ମର୍ଡର ମାମଲା: ବିଜେଡି ନେତା ପ୍ରତାପ ଜେନା ୧୩ ନମ୍ବର ମୁଦାଲା

କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରତାପ ଜେନା ଥିଲେ ୧୩ ନମ୍ବର ମୁଦାଲା l ଏତଲାରେ ପ୍ରତାପଙ୍କ ନାଁ ରଖିଥିଲେ ମୃତ କୁଳମଣିଙ୍କ ପୁଅ ରମାକାନ୍ତ l ପୋଲିସ ଚାର୍ଜସିଟ୍‌ରେ ପ୍ରତାପଙ୍କ ନାଁ ନରଖିବାରୁ କୋର୍ଟରେ ଅପିଲ୍‌ ହୋଇଥିଲା l ପରେ…

ବଦଳିଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ

ପୁରୀ: ବଦଳିଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ l ଓଏଏସ ଅଧିକାରୀ ଦେବବ୍ରତ ସାହୁଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରଶାସକ (ଉନ୍ନୟନ) ଭାବେ ନିଯୁକ୍ତି ମିଳିଛି । ସେହିପରି ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଉପ ପ୍ରଶାସକ (ରାଜସ୍ବ) ଭାବେ ଦାୟିତ୍ବ…

ରାଜ୍ୟରେ ବନ୍ଦ ପଡିଛି ୧୫ ହଜାର ୩୧୫ ପଞ୍ଜୀକୃତ ଶିଳ୍ପ

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ପଡିଛି ୧୫ ହଜାର ୩୧୫ ପଞ୍ଜୀକୃତ ଶିଳ୍ପ l ଏନେଇ ଗୃହରେ ସୂଚନା ଦେଇଛନ୍ତି ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ l ମନ୍ତ୍ରୀଙ୍କ କହିବାନୁସାରେ, କଟକରେ ସର୍ବାଧିକ ୨୪୦୨ ଓ ସୁନ୍ଦରଗଡ଼ରେ ୨୦୨୦ ଶିଳ୍ପ ବନ୍ଦ ପଡିଛି l ସେହିପରି ଖୋର୍ଦ୍ଧାରେ ୧୫୦୪…

ସାବଧାନ୍ ମଣିଷ ଦେହରେ ବାର୍ଡ ଫ୍ଲୁ!

ଭୁବନେଶ୍ବର: ବାର୍ଡ ଫ୍ଲୁ ବଢାଇଲା ଚିନ୍ତା । ମଣିଷ ଦେହରେ ବାର୍ଡ ଫ୍ଲୁ ! ପୁରୀ ଜିଲ୍ଲା ମଙ୍ଗଳପୁର ସିଏଚସିରେ ଜଣେ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ଜଣାପଡିଛି। ସଂପୃକ୍ତ ବ୍ୟକ୍ତିଙ୍କ ନମୁନା ପୁନେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଛି । ରିପୋର୍ଟ ଆସିବା ପାଇଁ…

କାହିଁକି ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ମନା?

ଭୁବନେଶ୍ବର: ଏଥର ବିଧାନସଭା ଭିତରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନେଇ ଲାଗିଲା ରୋକ । କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏନେଇ ରୋକଠୋକ ଶୁଣାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ । ଖବର ମୁତାବକ, ଆଜି ଗୃହ…