Latest Odisha News

BREAKING NEWS

Browsing Category

ଓଡିଶା

Odisha

ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡିଓ

ଭୁବନେଶ୍ବର: ସରକାରଙ୍କ ହରଡଘଣାରେ ରାଜ୍ୟର ୯୧ ଦୁର୍ନିତିଖୋର ବିଡିଓ । ରାଜ୍ୟରେ ୯୧ ଜଣ ବ୍ଲକ ଉନ୍ନୟନ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରଧିନ ଅବସ୍ଥାରେ ଅଛି । ଆଜି ଏମିତି କିଛି ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ…

ରାଉଲକେଲା ବିମାନବନ୍ଦରର ଅପାରଗତା, ଓହ୍ଲାଇ ପାରିଲେନି ରାଜ୍ୟପାଳ

ରାଉଲକେଲା: ବାତିଲ୍ ହେଲା ରାଜ୍ୟପାଳଙ୍କ ରାଉଲକେଲା ଗସ୍ତ । ରାଉଲକେଲା ବିମାନବନ୍ଦରର ଅପାରଗତା ଯୋଗୁଁ ରାଉଲକେଲା ମାଟିରେ ଓହ୍ଲାଇପାରିଲାନି ରାଜ୍ୟପାଳଙ୍କ ଏୟାରକ୍ରାଫ୍ଟ । ତେବେ ଗତ ରବିବାର ରାଜ୍ୟପାଳ ରଘୁବର ଦାସ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ବିୟୋଗରେ…

ଓଡ଼ିଶା ସରକାର କରିବେ ନିଯୁକ୍ତି ମେଳା, ମିଳିବ ୩୫ ହଜାର ଚାକିରି

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସରକାର କରିବେ ନିଯୁକ୍ତି। ମିଳିବ ୩୫ ହଜାର ଚାକିରି। ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ଲାନ ଅଫ୍ ଆକ୍ସନ ପ୍ରସ୍ତୁତ କରିଛନ୍ତି ମୋହନ ସରକାର। ଆସନ୍ତା…

ଡେଙ୍ଗୁ ହଟସ୍ପଟ ସୁନ୍ଦରଗଡ, ରାଜ୍ୟରେ ୨୭ଶହ ପାର୍

ଭୁବନେଶ୍ବର: ରାଜ୍ୟରେ ଏବେ ଡେଙ୍ଗୁ ଉପରମୁହାଁ । ୨୭ଶହ ପାର୍ କଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ରାଜଧାନୀରେ ଡେଙ୍ଗୁ ରୋଗୀ ୫୦୦ରୁ ଅଧିକ ଚିହ୍ନଟ ହୋଇଥିବା ବେଳେ ସବୁଠୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ସୁନ୍ଦରଗଡରେ । ଏନେଇ ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ…

ସୁଭଦ୍ରା ରାଜନୀତି: ବିଜେଡିକୁ କଡା ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବିରୋଧୀ ବାରମ୍ବାର ସରକାରଙ୍କୁ ଘେରିଆସୁଛନ୍ତି । ସୁଭଦ୍ରା ଯୋଜନାରେ ସରକାର ଲୋକଙ୍କୁ ଲଲିପପ୍ ଧରାଇ ଦେଇଛନ୍ତି ବୋଲି କହି ସମାଲୋଚନା କରିଛି ବିଜେଡି । ଯାହାକୁ ନେଇ ଆଜି ପୁଣି କଡା ମନ୍ତବ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।…

ରାଜ୍ୟସଭା ନିର୍ବାଚନ: ପ୍ରାର୍ଥୀପତ୍ର ଫେରାଇ ନେଲେ ଜଗନ୍ନାଥ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଫେରାଇ ନେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଆଜି ନାମାଙ୍କନ ପ୍ରତ୍ୟାହାର ଶେଷ ଦିନରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ । ଗତ ୨୧ ତାରିଖରେ ରାଜ୍ୟସଭା ନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ…

ବାର୍ଡ ଫ୍ଲୁ ଆତଙ୍କ: ମରାହେବ ଦେଶୀ କୁକୁଡ଼ା, ମାଲିକଙ୍କୁ ମିଳିବ ଅନୁକମ୍ପା ରାଶି

ଭୁବନେଶ୍ୱର: ପିପିଲି ବାର୍ଡ ଫ୍ଲୁ ଘଟଣା ସାରା ରାଜ୍ୟ ପାଇଁ ଚିନ୍ତା ବଢାଇଛି। ବ୍ଲାର୍ଡ-ଫ୍ଲୁ ଆତଙ୍କ ପରେ ଆଜିଠୁ ମରାହେବ ଦେଶୀ କୁକୁଡ଼ା । ପୁରୀ ଜିଲ୍ଲା ପିପିଲି ଓ ସତ୍ୟବାଦୀର ସଂକ୍ରମିତ ଅଞ୍ଚଳରେ ଆରମ୍ଭ ହେବ ଦେଶୀ କୁକୁଡ଼ା ଓ ବତକ ମରା ଅଭିଯାନ। ୩ ଦିନରେ ମାଟିରେ ପୋତାଗଲାଣି ୨୬ହଜାରରୁ…

ପ୍ରଶ୍ନକାଳରେ ତେଜିଲା ଜାତିଭିତ୍ତିକ ଜନଗଣନା: ୧୧.୩୦ ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜି ଚଳିତ ବଜେଟ ଅଧିବେଶନର ଦ୍ବିତୀୟର ପର୍ଯ୍ୟାୟର ୭ମ ଦିନରେ ବି ସେହି ସମାନ ସ୍ଥିତି । ବିରୋଧୀଙ୍କ ହଟ୍ଟଗୋଳରେ ଚାଲିପାରୁନି ଗୃହ । ପ୍ରତିଦିନ ନୂଆ ନୂଆ ପ୍ରସଙ୍ଗ ନେଇ ଗୃହରେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଦାବି ପୂରଣ ନହେଲେ ଆରମ୍ଭ ହେଉଛି ହଟ୍ଟଗୋଳ । ଆଜି ବି…

ମାଲକାନଗିରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଘରୋଇ ବସ୍ ସେବା ବନ୍ଦ

ମାଲକାନଗିରି: ଆଜିଠୁ ମାଲକାନଗିରି ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ । ଲକ୍ଷ୍ମୀ ବସ୍ ସେବାକୁ ବିରୋଧ କରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଘରୋଇ ବସ୍ ସେବା ବନ୍ଦ କଲେ ମାଲକାନଗିରି ମାଲିକ ସଂଘ। ଜିଲ୍ଲାରେ ଚାଲୁଥିବା ଟାୟାର-୨ ଲକ୍ଷ୍ମୀ ବସ ତଥା ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଚଳାଚଳ କରୁଥିବା…

୨୯ ରେ ପୁଣି ଏକ ଲଘୁଚାପ, ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର: ଗାଙ୍ଗେୟ ପଶ୍ଚିମବଙ୍ଗରେ ଗୋଟିଏ ଲଘୁଚାପ ସକ୍ରିୟ ଥିବାବେଳେ ୨୯ ତାରିଖ ବେଳକୁ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ମଙ୍ଗଳବାର ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୯ ତାରିଖରୁ ସୃଷ୍ଟି ହେବାକୁ ଥିବା…