Latest Odisha News

BREAKING NEWS

Browsing Category

ଓଡିଶା

Odisha

ରତ୍ନଭଣ୍ଡାର ଗଣତି ମଣତି କରିବ ଉଚ୍ଚସ୍ତରୀୟ ଟିମ୍

ପୁରୀ: ଆଜି ପୁରୀରେ ଆୟୋଜିତ ବିଜେପି ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ପରେ ରତ୍ନଭଣ୍ଡାର ନେଇ ବଡ ବୟାନ ଦେଇଛନ୍ତି ଧର୍ମେନ୍ଦ୍ର । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାର ଯାଞ୍ଚ ଓ ଗଣତି ମଣତି ଖୁବ୍ ଶୀଘ୍ର ହେବ । ଏଥିପାଇଁ…

୧୭ରେ ଓଡିଶା ଆସିବେ ମୋଦି, ମହିଳାଙ୍କୁ ଦେବେ ସୁଭଦ୍ରାର ପ୍ରଥମ କିସ୍ତି

ଭୁବନେଶ୍ବର: ସେପ୍ଟେମ୍ବର ୧୭ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ମହିଳାଙ୍କୁ ସୁଭଦ୍ରା ସହାୟତାର ପ୍ରଥମ କିସ୍ତି ଦେବାପାଇଁ ମୋଦି ଓଡିଶା ଆସିବେ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଆଜି…

ବିଧାୟକଙ୍କୁ ପାଠ ପଢାଇଲେ ନବୀନ; କହିଲେ ପ୍ରଭାବଶାଳୀ ବିରୋଧୀ ଗଣତନ୍ତ୍ରର ରକ୍ଷକ

ଭୁବନେଶ୍ବର: ଶଙ୍ଖଭବନରେ ନିଜ ବିଧାୟକଙ୍କୁ ପାଠ ପଢାଇଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ନବନିର୍ବାଚିତ ୧୮ ବିଧାୟକଙ୍କ ସମେତ ମୋଟ ୫୧ ଜଣ ବିଧାୟକଙ୍କୁ ତାଲିମ୍ ଦେଲେ ବିଜେଡି ମୁଖିଆ । କହିଲେ, ବିଧାନସଭାରେ ଯେତିକି ସରକାରଙ୍କର ଗୁରୁତ୍ବ ରହିଛି ସେତିକି ଗୁରତ୍ବ ରହିଛି ବିରୋଧୀଙ୍କର ।…

ଗ୍ୟାଙ୍ଗଷ୍ଟାର ସେଲରୁ ମିଳିଲା ଫୋନ୍: ଜେଲ୍ ଭିତରେ ଗ୍ୟାଙ୍ଗଷ୍ଟାରକୁ ଫୋନ୍ ଦେଲା କିଏ?

ବଲାଙ୍ଗିର: ଓଡିଶା ଜେଲରେ ସୁରକ୍ଷା ବ୍ୟବସ୍ଥାରେ ବଡ ବ୍ୟତିକ୍ରମ । ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ସେଲ୍‌ରୁ ମିଳିଲା ସ୍ମାର୍ଟଫୋନ୍ । ବଲାଙ୍ଗିର ଜେଲ୍‌ରେ ଚଢାଉ କରି ତନଘନା କରିବା ବେଳେ ଗ୍ୟାଙ୍ଗଷ୍ଟାର ପାଖରୁ ସ୍ମାର୍ଟଫୋନ୍ ଜବତ କରିଛି ପୋଲିସ । ଏଥିସହିତ ନିଶା ଦ୍ରବ୍ୟ ମଧ୍ୟ ଠାବ କରିଛି…

ପାହଡରୁ ଜବତ ହେଲା ୪୫୦୦ ଲିଟର ପୋଚ

ଆସିକା: ଆଜି ଗଞ୍ଜାମ ଜିଲ୍ଲା ଆସିକା ବାଲିଶିରା ପାହାଡ଼ରେ ଚଢାଉ କରିଛି ଅବକାରୀ ପୋଲିସ । ଚଡାଉ ପରେ ୪୫୦୦ ଲିଟର ପୋଚ ସହିତ ଶହେ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଛି ପୋଲିସ । ଏଥିସହିତ ମଦ ପ୍ରସ୍ତୁତକାରୀ ସରଞ୍ଜାମ ମଧ୍ୟ ଜବତ କରିଛି ଅବକାରୀ ପୋଲିସ୍ । ପୋଲିସ୍ର ଛଢାଉ ପରେ ମଦ…

ସୁଭଦ୍ରାକୁ ନେଇ ତେଜିଲା ରାଜନୀତି: ବିରୋଧୀ ନେତାଙ୍କୁ କଡା ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସୁଭଦ୍ରା ଯୋଜାନକୁ ନେଇ ତେଜିଲା ରାଜନୀତି । ମୁହାଁମୁହିଁ ହେଲେ ଶାସକ ଓ ବିରୋଧୀ ଦଳ । ନିଜ ଏକ୍ସ ହ୍ୟାଣ୍ଡେଲରେ ସୁଭଦ୍ରା ଏସଓପିକୁ ନେଇ ସମାଲୋଚନା କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଯାହାକୁ ନେଇ କଡା ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ । ପୁରୀରେ ଆୟୋଜିତ…

ଆଇଏଲ୍‌ଏସ୍‌ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଆଇଏଲ୍‌ଏସ୍‌ର ବୈଜ୍ଞାନିକ ସନ୍ଦୀପ ମିଶ୍ର ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ବର ଘରୁ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ଘଟଣାସ୍ଥଳକୁ ଯାଇ ପୋଲିସ ତଦନ୍ତ କରିଛି। ତେବେ ବୈଜ୍ଞାନିକଙ୍କ ଆତ୍ମହତ୍ୟା ପରେ ତାଙ୍କୁ ଘରୋଇ…

ନିଶା କାରବାର ନେଇ ନୟାଗଡ଼ ଜେଲରେ ପୋଲିସର ଚଢ଼ାଉ

ନୟାଗଡ଼: ନିଶା କାରବାର ନେଇ ଜେଲରେ ପୋଲିସର ଚଢ଼ାଉ। ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ଚାଲିଛି ରେଡ୍‌। ଏସପିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଚଢ଼ାଉରେ ସାମିଲ ହୋଇଥିବା ସୂଚନା ରହିଛି। ଦଶପଲ୍ଲା ଉପ କାରାଗାରରୁ ମିଳିଲା ବିପୁଳ ନିଶାଦ୍ରବ୍ୟ। ବିପୁଳ ପରିମାଣରେ ଗୁଟଖା, ଖଇନି,…

ତାଲିମ ନେବେ ନବ-ନିର୍ବାଚିତ ବିଜେଡ଼ି ବିଧାୟକ, ଦଳର ଅଭିଜ୍ଞ ନେତା ଦେବେ ପ୍ରଶିକ୍ଷଣ

ଭୁବନେଶ୍ୱର: ଆଜି ବିଜେଡ଼ି ବିଧାୟକଙ୍କ ପାଠଶାଳା ଆରମ୍ଭ ହେବ।। ତାଲିମ ନେବେ ବିଜେଡିର ୧୮ ନବ-ନିର୍ବାଚିତ ବିଧାୟକ। ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ଦଳର ଅଭିଜ୍ଞ ବିଧାୟକ ଓ ନେତା ପ୍ରଶିକ୍ଷଣ ଦେବେ। ଆଜି ସକାଳ ୧୦ଟାରୁ ଆରମ୍ଭ ହେବ ବିଜେଡିର ନବ-ନିର୍ବାଚିତ ବିଧାୟକଙ୍କ…

ଆଜିଠୁ ବଢିବ ବର୍ଷା, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରବିବାର ତଥା ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ମୟୁରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ୭୦ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି। ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି।…