Latest Odisha News

BREAKING NEWS

Browsing Category

ଓଡିଶା

Odisha

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ବାଜିମାତ୍

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ବିଜୟ । ଆଜି ଅନୁଷ୍ଠିତ ନିର୍ବାଚନରେ ବିଜେଡି ତରଫରୁ ପାଞ୍ଚ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଲିଲିତା ଦାସ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହା ପରେ ସେ, ନବୀନ…

ସାଇବର କ୍ରାଇମ ସନ୍ଦେହରେ ଚଢ଼ାଉ; ୨ ଅଟକ, ବିପୁଳ ସାମଗ୍ରୀ ଜବତ

ଭଦ୍ରକ: ସାଇବର କ୍ରାଇମ ସନ୍ଦେହରେ ଭଦ୍ରକ ପୋଲିସର ରେଡ଼୍ । ଘଟଣାସ୍ଥଳରୁ ବିପୁଳ ସିମ୍, ବ୍ୟାଙ୍କ ପାସବୁକ୍, ଏଟିଏମ୍ କାର୍ଡ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ । ଏହାସହ ବିଭିନ୍ନ ଗାଡ଼ିର ନମ୍ୱର ପ୍ଲେଟ ମଧ୍ୟ ଠାବ କରିଛି ପୋଲିସ । ତେବେ ଦୁଇ ଜଣ ପୋଲିସ ହାତରେ ଧରା ପଡିଥିବା ବେଳେ ଅନେକ ଯୁବକ…

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ଜାରି ରହିବ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା ଜାରି ରହିବ ବୋଲି ଗୁରୁବାର ଦିନ ସ୍ପଷ୍ଟ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି…

‘ରାଜ୍ୟରେ ଗଜପତି ସର୍ବାଧିକ ଭୂସ୍ଖଳନ ପ୍ରବଣ ଅଞ୍ଚଳ’

ଭୁବନେଶ୍ୱର: ରାଜ୍ୟର ୧୪ ଟି ଜିଲ୍ଲାକୁ ରହିଛି ଭୂକମ୍ପର ଭୟ । ସେଗୁଡିକ ମଧ୍ୟରେ କେନ୍ଦ୍ରାପଡା, କଟକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, ସୁନ୍ଦରଗଡ,ବରଗଡ ଏବଂ ମୟୂରଭଞ୍ଜ ଜିଲ୍ଲା ରହିଛି । ସେଥିମଧ୍ୟରୁ ଗଜପତି ସର୍ବାଧିକ ଭୂମିକମ୍ପ ପ୍ରବଣ…

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲ୍ୟାବ ଆସିଷ୍ଟାଣ୍ଟ

ଝାରସୁଗୁଡା: ଭିଜିଲାନ୍ସ ଜାଲରେ କୃଷି ବିଭାଗ ଲ୍ୟାବ ଆସିଷ୍ଟାଣ୍ଟ। ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ। ଝାରସୁଗୁଡା କୃଷି ବିଭାଗ ମୃତ୍ତିକା ପରୀକ୍ଷାଗାରର ଲ୍ୟାବ ଆସିଷ୍ଟାଣ୍ଟ ଗଣେଶ କଲସେରଙ୍କୁ ଭିଜିଲାନ୍ସ ମାଡ଼ି ବସିଛି। ସୂଚନା ଅନୁସାରେ, ଚାକିରି…

ରେଞ୍ଜର ବାବୁଙ୍କ ଅମାପ ସମ୍ପତି, ବାଟ ନପାଇ ଟଏଲେଟ୍ ଫ୍ଲସ ଟାଙ୍କିରେ ଲୁଚାଇ ଥିଲେ ଟଙ୍କା

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜରଙ୍କ ଅମାପ ସମ୍ପତି l ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ l ରେଞ୍ଜରଙ୍କ ଭୁବନେଶ୍ବରରେ ଗୋଟିଏ, ହାଇଦ୍ରାବାଦରେ ୨ଟି ଫ୍ଲାଟ ଠାବ କରାଯାଇଛି l ସେପଟେ ଭୁବନେଶ୍ବର ଓ ଢେଙ୍କାନାଳରେ ମୋଟ୍ ୮ଟି ପ୍ଲଟ ଅଛି l ତା'ସହ ଆଠଗଡ଼ରେ…

ପାତାଳୀ ଶ୍ରୀକ୍ଷେତ୍ର ମନ୍ଦିରରେ ଚୋରି, ହୁଣ୍ଡି କାଟି ନେଇଗଲେ ଲୁଟେରା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ପାତାଳୀ ଶ୍ରୀକ୍ଷେତ୍ର ହୁଣ୍ଡିର ତାଲା କାଟି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ଘଟଣା ଘଟିଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ଜଗନ୍ନାଥ ମନ୍ଦିରର ତାଲା କାଟି ହୁଣ୍ଡି ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଯାଇଛନ୍ତି…

‘ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ କରୁଛି କଂଗ୍ରେସ’

ଭୁବନେଶ୍ୱର: ଇଡି ଅଫିସ୍ ଆଗରେ ଟେଣ୍ଟ ପକାଇ, ଫଟୋ ଉଠାଇ କଂଗ୍ରେସର ନେତାମାନେ ‘ପଲିଟିକାଲ ଷ୍ଟଣ୍ଟ’ କରୁଛନ୍ତି । ପ୍ରତ୍ୟେକ ପଲଟିକାଲ ପାର୍ଟିର ପଲିଟିକାଲ ଫିଲୋସଫି ଓ ଲୋକଙ୍କ ପାଇଁ କମିଟମେଣ୍ଟ ଥାଏ, ଯାହା କଂଗ୍ରେସ ପାଖରେ ନାହିଁ । କଂଗ୍ରେସ ଦଳର ରାଜନୈତିକ କାର୍ଯ୍ୟକ୍ରମ ଲୋକଙ୍କ ସ୍ୱାର୍ଥ…

ରାଜ୍ୟରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦର ୬ଟି ଗେଟ୍

ଭୁବନେଶ୍ୱର; ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ତେଣୁ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ହୀରାକୁଦର ୬ଟି ଗେଟ୍‌ ଖୋଲାଯାଇଛି l ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ମୁଖ୍ୟଯନ୍ତ୍ରୀ l ତେବେ ଗେଟ ଖୋଲାଯିବ ପୂର୍ବରୁ ସାଇରନ୍ ବଜାଇ ସମସ୍ତ ତଳିଆ…

ସିମ୍ ବକ୍ସ ମାମଲା: ସ୍ମାର୍ଟ ସୁଇଚ୍‌ରେ ଢାକାରେ ବସି ଅପରେଟ କରୁଥିଲା ଆସାଦୁର୍‌ ଜମାନ

ଭୁବନେଶ୍ୱର : ସ୍ମାର୍ଟ ସୁଇଚ୍‌ରେ ଢାକାରେ ବସି ସିମ ବକ୍ସ ଅପରେଟ କରୁଥିଲା ମୁଖ୍ୟ ଅଭିଯୁକ୍ତ ଆସାଦୁର୍‌ ଜମାନ l ଢାକାରେ ଆସାଦୁର ଏକ ସଫ୍ଟଓୟାର କଂପାନୀ ଚଳାଇଥିଲା l ନିଜେ ପ୍ରତିଷ୍ଠା କରିବା ସହ ପରିଚାଳନା କରୁଥିଲା ଆସାଦୁର ଜମାନ ବୋଲି ସୂଚନା ଦେଇଛନ୍ତି କମିଶନର ସଂଜୀବ ପଣ୍ଡା l ତେବେ…